Browsing Category

ଖେଳ

ବ୍ୟାନ୍ ହେବେ ଜଶପ୍ରୀତ ବୁମରାହ? ୨ ବର୍ଷ ଯାଏ ରହିବ ଏମିତି ଭୟ… ଓଲି ପୋପଙ୍କ ରାସ୍ତା ରୋକି ଫସିଗଲେ ୟର୍କର କିଙ୍ଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଏହାସହିତ ରୋହିତ ସେନାକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ପ୍ରଥମେ ଜାଡେଜା ଏବଂ ରାହୁଲ ଦଳରୁ ବାଦ୍ ପଡ଼ିଥିବା ବେଳେ ବର୍ତ୍ତମାନ…

ତ୍ରିମୂର୍ତ୍ତିଙ୍କ ବିନା ଦ୍ୱିତୀୟ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ: ସହଜ ହେବନି ଇଂଲଣ୍ଡ ବିପକ୍ଷ ମ୍ୟାଚ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଜି ମାରି ନେଇଛି ଅତିଥି ଦଳ । ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଭାରତକୁ ୨୨ ରନରେ ମାତ୍ ଦେଇ ବିଜୟ ହାସଲ କରିଛି ଇଂଲଣ୍ଡ । ତେବେ ଏହି ପରାଜୟ ସହ ଭାରତୀୟ…

କୋହଲି, ରଜତ ନା ସରଫରାଜ… କିଏ ଖେଳିବେ Ind vs Eng ଦ୍ୱିତୀୟ ଟେଷ୍ଟ? ରୋହିତ Confused….

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଭାରତ । ଦମଦାର ଆରମ୍ଭ ପରେ ମଧ୍ୟ ଭାରତ ଏହି ମ୍ୟାଚକୁ ହାତଛଡ଼ା କରିଛି । ତେବେ ଏହି ପରାଜୟ ପରେ ଟିମ ଇଣ୍ଡିଆକୁ ଆହୁରି ଏକ ବଡ଼ ଝଟକା ଲାଗିଛି । ଆହତ ସମସ୍ୟା…

ବିରାଟ ମୋ ଉପରକୁ ଦିନେ ଛେପ ପକାଇଥିଲେ…. ପୂର୍ବତନ ଅଧିନାୟକଙ୍କ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଜଣେ ପୂର୍ବତନ ଅଧିନାୟକଙ୍କୁ ଅସମ୍ମାନ କରିବା ଅଭିଯୋଗରେ ଫସିଛନ୍ତି ଟିମ ଇଣ୍ଡିଆର କିଙ୍ଗ କୋହଲି । ଏକ ଟେଷ୍ଟ ମ୍ୟାଚରେ…

ଭାରତୀୟ କ୍ରିକେଟରେ ହଲଚଲ୍: ୫ ଜଣ ଖେଳାଳିଙ୍କ ନିକଟରୁ ଜବତ ହେଲା ୨ ପେଟି ବିୟର ଓ ୨୭ଟି ମଦ ବୋତଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟକୁ ନେଇ ଏବେ ଭାରତୀୟ କ୍ରୀଡ଼ା ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ଏହା ମଧ୍ୟରେ ପୁଣି ଟିମ୍ ଇଣ୍ଡିଆକୁ ଲାଗିଛି…

ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଓଲି ପୋପ୍‌ଙ୍କ ସହ ମୁହାଁମୁହିଁ ହୋଇଥିବାରୁ ବୁମ୍ରାଙ୍କୁ କଡ଼ା ସମାଲୋଚନା କଲା ICC

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି । ଆଇସିସି ଏକ ବିବୃତିରେ କହିଛି ଯେ ବୁମ୍ରା ପ୍ରଥମ ଟେଷ୍ଟ…

(Video) ଦ୍ୱିତୀୟ ମ୍ୟାଚରେ ବାଦ୍ ପଡ଼ିବେ ଶୁଭମନ ଗିଲ୍! ଟିମ ଇଣ୍ଡିଆରେ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: ଦମଦାର ଆରମ୍ଭ ପରେ ମଧ୍ୟ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ୨୨ ରନରେ ଏହି ମ୍ୟାଚରେ ବିଜୟୀ ହୋଇଛି ଇଂଲଣ୍ଡ । ଷ୍ଟାର ବ୍ୟାଟର ଓଲି ପୋପଙ୍କ ୧୯୬ ରନର ବିସ୍ଫୋରକ ଇନିଂସ ଭାରତକୁ…

IND vs ENG: ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ, ଦଳରେ ସ୍ଥାନ ପାଇଲେ ସରଫରାଜ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍ ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଫେବ୍ରୁଆରି ୨ରୁ…

ଭାରତକୁ ଆଉ ଏକ ଝଟକା, ୨ୟ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି ଏହି ଖେଳାଳି…

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ଲଜ୍ଜ୍ୟାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହା ପରେ ଭାରତକୁ ଆଉ ଏକ…

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ: ଜାଣନ୍ତୁ, ତାଙ୍କ କ୍ୟାରିଅରର କିଛି ସଫଳତା ବିଷୟରେ

ଓଡିଶା ଭାସ୍କର: ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ରାଜଧାନୀ ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ…