Browsing Category
ଖେଳ
କ୍ରିକେଟରେ ଓଡ଼ିଶା ପଛରେ କାହିଁକି: ବଡ଼ ଦୁଃଖର ବିଷୟ….ଟେଷ୍ଟ, ଦିନିକିଆ, ଟି-୨୦ରେ ଜଣେ ବି ଓଡ଼ିଆ ଖେଳାଳି ନାହାନ୍ତି, କାରଣ କ’ଣ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହକି, ଫୁଟବଲ, ଅଲଟିମେଟ ଖୋ-ଖୋ ଆଦି ବିଭିନ୍ନ ଖେଳର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ଖେଳାଳିଙ୍କୁ ମଧ୍ୟ ଅଜସ୍ର ପ୍ରୋତ୍ସାହନ ରାଶି…
ଖେଳ ପଡିଆରେ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ, ଘଟଣାକୁ ନେଇ ସବୁଠି ଶୋକରଛାୟା
ଓଡିଶା ଭାସ୍କର: ଖେଳ ପଡିଆରେ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ। ମୟୁରଭଞ୍ଜ ବୈସିଙ୍ଗା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ମ୍ୟାଚ ଖେଳିବା ସମୟରେ ପଡିଆରେ ଟଳି ପଡିଲେ ଖେଳାଳି। ଏହି ଘଟଣାକୁ…
କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଲେ ଶାନ୍ ମାର୍ଶ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଶାନ୍ ମାର୍ଶ(Shaun Marsh) ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ନେବା ପାଇଁ ଘୋଷଣା କରିଛନ୍ତି । ବୁଧବାର Big Bash League(ବିବିଏଲ୍)ରେ ସିଡନୀ ଥଣ୍ଡର…
ଟି-୨୦ ବିଶ୍ୱକପରେ ଖେଳିବେ ଭୁବନେଶ୍ୱର କୁମାର? ରଣଜୀ ଟ୍ରଫିରେ ଦମଦାର ବୋଲିଂ କରି ଦେଖାଇଲେ ଦମ୍
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର ଏବେ ଦଳରୁ ବାଦ୍ ପଡ଼ିଛନ୍ତି । ଟିମ ଇଣ୍ଡିଆରେ ସୁଯୋଗ ନ ମିଳିବାରୁ ବର୍ତ୍ତମାନ ରଣଜୀ ଟ୍ରଫି ଖେଳୁଛନ୍ତି ସ୍ୱିଙ୍ଗର ରାଜକୁମାର । ୬ ବର୍ଷ ପରେ ରଣଜୀ ଟ୍ରଫିକୁ…
ପୁଣିଥରେ ଟିମ ଇଣ୍ଡିଆକୁ ଫେରିବେ ଯୁବରାଜ ସିଂ… ନିଜର Future PLan କହିଲେ ବିଶ୍ୱକପ ବିଜେତା
ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ଦଳକୁ ଫେରିବାକୁ ଚାହୁଁଛନ୍ତି ସିକ୍ସର କିଙ୍ଗ ଯୁବରାଜ ସିଂହ । କ୍ରିକେଟରୁ ବିଦାୟ ନେବା ପରେ ପୁଣିଥରେ ଟିମ ଇଣ୍ଡିଆ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି ଭାରତର ବିଶ୍ୱକପ ବିଜତୋ । ଆଇସିସି…
ଶେଷ ଦିନରେ ଓଡ଼ିଆ ଖେଳାଳିଙ୍କ କମାଲ: ପାରା ଆଥଲେଟିକ୍ସରେ ପଦକ ବର୍ଷା
ଭୁବନେଶ୍ୱର: ଜାତୀୟ ପାରା ଆଥଲେଟିକ୍ସ ଚମ୍ପିଆନସିପ-୨୦୨୪ ର ଶେଷ ଦିନରେ ଓଡ଼ିଆ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି । ଅନ୍ତିମ ଦିନରେ ୪ଟି ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ଗୋଟିଏ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି…
ମୋ ସ୍ତ୍ରୀ ମୋ’ ସହ ଭଲ Game ଖେଳିଛନ୍ତି… ପତ୍ନୀ ହସିନଙ୍କୁ ଅର୍ଜୁନ ପୁରସ୍କାର ପଠାଇଲେ ମହମ୍ମଦ ଶାମୀ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବୋଲର ମହମ୍ମଦ ଶାମୀ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଦିନିକିଆ ବିଶ୍ୱକପ-୨୦୨୩ ରେ ଦମଦାର ବୋଲିଂ ପାଇଁ ଶାମୀଙ୍କୁ ଏହି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି…
ଶୁଭ୍ରାଂଶୁଙ୍କୁ ଛାଡ଼ିଲା ଧୋନୀବାହିନୀ: ରଣଜୀ ଟୁର୍ଣ୍ଣାମେଣ୍ଟରେ ହାସଲ କଲେ ପ୍ରଥମ ଦ୍ୱିଶତକ
ଇନ୍ଦୋର: ଓଡ଼ିଶା କ୍ରିକେଟ ଦଳର ଷ୍ଟାର ବ୍ୟାଟର ଶୁଭ୍ରାଂଶୁ ସେନାପତି ଏକ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ତାଙ୍କ ହାତ ଛାଡ଼ିବା ପରେ ସେ ଦଳକୁ ଦେଇଛନ୍ତି ଏକ ବଡ଼ ଝଟକା । ରଣଜୀ…
ଦ୍ୱିତୀୟ ମ୍ୟାଚରେ ଫେରୁଛନ୍ତି ବିରାଟ… ଏବେ କାହାକୁ ଦଳରୁ ବାହାର କରିବେ ଅଧିନାୟକ ରୋହିତ?
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି । ଆସନ୍ତାକାଲି ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର ଖେଳାଯିବ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ମ୍ୟାଚରେ…
ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଭାରତୀୟ ଦଳ ଘୋଷଣା କଲା BCCI, ୨୨ ବର୍ଷୀୟ ୱିକେଟ କିପରଙ୍କୁ ସୁଯୋଗ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେଣୁ ତା’ ପୂର୍ବରୁ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ରୋହିତ ଶର୍ମା ଏହି…