Browsing Category
ଖେଳ
ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ!
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟି-୨୦ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆଗକୁ ଭାରତ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଥିବା ଟି-୨୦ ସିରିଜରୁ ସୂର୍ଯ୍ୟ କୁମାର ବାଦ୍ ପଡ଼ିଛନ୍ତି ।…
ମେଡାଲ ଫେରାଇବାକୁ ଯାଇଥିଲେ ପିଏମ ଆବାସ: ପଦ୍ମଶ୍ରୀକୁ ଫୁଟପାଥରେ ରଖି ଫେରିଲେ ବଜରଙ୍ଗ ପୁନିଆ
ନୂଆଦିଲ୍ଲୀ: ସଂଜୟ ସିଂ ଅଧ୍ୟକ୍ଷ ହେବା କାରଣରୁ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗଟଙ୍କ ପରି ଅନେକ ରେସଲର କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ବଜରଙ୍ଗ ପୁନିଆ ନିଜର…
ସାଉଥ ଆଫ୍ରିକାରୁ ଅଚାନକ ଭାରତ ଫେରିଲେ କୋହଲି, ଆଉ ଜଣେ ଖେଳାଳି ପୂରା ସିରିଜରୁ ହେଲେ ଆଉଟ: ଜାଣନ୍ତୁ କ’ଣ ରହିଛି କାରଣ
ନୂଆଦିଲ୍ଲୀ: ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ । ଏହାର ପ୍ରଥମ ମ୍ୟାଚ ବଡ଼ଦିନର ପରଦିନ ଅର୍ଥାତ ଡିସେମ୍ବର ୨୬ ତାରିଖରେ ରହିଛି । ଏଥିପାଇଁ ଭାରତ ପୂରା ଦମରେ…
IPL-2024 ପୂର୍ବରୁ ଏହି ଖେଳାଳିଙ୍କ ଉପରେ ବ୍ୟାନ୍: ବିରାଟ କୋହଲିଙ୍କ ଦଳରେ ହୋଇଥିଲେ ସାମିଲ…
ନୂଆଦିଲ୍ଲୀ: ଆଇପିଏଲ ଆରମ୍ଭ ହେବା ପୂର୍ବରୁ ହିଁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଲାଗିଛି ଏକ ଶକ୍ତ ଝଟକା । ବିରାଟ କୋହଲିଙ୍କ ଦଳ ସହ ସାମିଲ ହୋଇଥିବା ଜଣେ ଖେଳାଳିଙ୍କ ଉପରେ ବ୍ୟାନ୍ ଆଦେଶ ଜାରି ହୋଇଛି । ଆଇପିଏଲ…
(Video) ଆପଣ ଆସିଲେ ‘ରାମ ସିୟା ରାମ…’ ବାଜୁଛି: ଆଫ୍ରିକି ବ୍ୟାଟରଙ୍କୁ ଚିଡ଼ାଇଲେ ରାହୁଲ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିଜୟ ହାସଲ କରି ସିରିଜ ଜିତିଛି ଟିମ ଇଣ୍ଡିଆ । ଦିନିକିଆ ସିରିଜକୁ ୨-୧ରେ ଜିତି ଅଧିନାୟକ କେ.ଏଲ ରାହୁଲ ମଧ୍ୟ ଏକ ବଡ଼ ଉପଲବ୍ଧି ହାସଲ…
ଦମ୍ ଦେଖାଇଲେ ସଞ୍ଜୁ ସାମସନ୍: ତୃତୀୟ ମ୍ୟାଚରେ ହାସଲ କଲେ ଦମଦାର ଶତକ
ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଫାଇନାଲ ଦିନିକିଆ ଖେଳାଯାଉଛି । ଉଭୟ ଦଳ ୧-୧ ମ୍ୟାଚ ଜିତି ସିରିଜ ବରାବରରେ ରହିଛନ୍ତି । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି ।…
IPL-2024 ରେ କେମିତି ରହିବ CSKର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧? ଏମିତି ରହିପାରେ ସମୀକରଣ…
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ବର୍ତ୍ତମାନ ପ୍ରାୟ ସମସ୍ତ ଦଳର ସ୍କ୍ୱାଡ ଫାଇନାଲ ହୋଇଯାଇଛି । କେବଳ କୋଲକାତା ଏବଂ ରାଜସ୍ଥାନ ବ୍ୟତୀତ ଅନ୍ୟ ସମସ୍ତ ଦଳରେ ୨୫ ଜଣ ଲେଖାଏଁ ଖେଳାଳି…
‘ମୁଁ କୁସ୍ତି ତ୍ୟାଗ କରୁଛି…’ ଅଲିମ୍ପିକ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ଅଲିମ୍ପିକରେ ମେଡାଲ ଜିତି ଦେଶ ପାଇଁ ଗର୍ବ ଆଣିଥିବା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଏକ ବଡ଼ ଘୋଷଣା କରିଛନ୍ତି । ଏକ ପ୍ରେସ କନଫରେନ୍ସ ଜରିଆରେ କୁସ୍ତି ଛାଡ଼ିବା ନେଇ ସୂଚନା ଦେଇଛନ୍ତି ସାକ୍ଷୀ ।…
IND vs SA; ରାହୁଲଙ୍କ ନିଷ୍ପତ୍ତିକୁ ନେଇ ଆଲୋଚନା: ୩ଟି ଦିନିକିଆରେ ୩ ଜଣ ଖେଳାଳିଙ୍କୁ ଡେବ୍ୟୁ ସୁଯୋଗ
ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାର୍କରମ୍ । ସେପଟେ ଭାରତୀୟ ଦଳ ମଧ୍ୟ…
IPLରେ ଖେଳିବାର ସୁଯୋଗ ପାଇବେ ଅନସୋଲ୍ଡ ଖେଳାଳୀ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ୨୦୨୪ର ନିମଲାମୀ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି । ଏହି ଅକ୍ସନରେ ମୋଟ୍ ୭୨ ଜଣ ଖେଳାଳୀଙ୍କ ଭାଗ୍ୟ ଚମକିଥିବା ବେଳେ କିଛି ଖେଳାଳୀଙ୍କୁ ନିରାଶ ହୋଇଛନ୍ତି । ଗୋଟେ ପଟେ…