Browsing Category

ଖେଳ

ହକି ଫାଇନାଲରେ ଭାରତ: ଦକ୍ଷିଣ କୋରିଆକୁ ୫-୩ରେ ହରାଇଲା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଭାରତୀୟ ପୁରୁଷ ହକି…

ଏସୀୟ କ୍ରୀଡା ୨୦୨୩: ଭାରତକୁ ମିଳିଲାଣି ୭୨ ପଦକ, ଅନାହତ ଓ ଅଭୟ ଆଣିଲେ କାଂସ୍ୟ

ନୂଆଦିଲ୍ଲୀ: ଆଜି ଏସୀୟ କ୍ରୀଡାର ଏକାଦଶ ଦିନରେ ଭାରତର ପଦକ ଜିତିବାର ଧାରା ଜାରି ରହିଛି । ଭାରତର ଅନାହତ ସିଂହ ଓ ଅଭୟ ସିଂହ ସ୍କ୍ୱାସ୍ ମିକ୍ସଡ୍ ଡବଲରେ କାଂସ୍ୟ ପଦକ ଜିତିଛନ୍ତି । ଭାରତର ଏହି ଯୋଡିଙ୍କୁ ସେମିଫାଇନାଲ…

ୱାଲ୍ଡକପରେ ଟିମ୍ ଇଣ୍ଡିଆ ସହ ବଡ଼ ଧୋକା ! ବର୍ଷା ପାଇଁ କୌଣସି ୱାର୍ମ ଅପ୍ ମ୍ୟାଚ୍ ନ ଖେଳି ମଇଦାନକୁ ଓହ୍ଲାଇବ

ନୂଆଦିଲ୍ଲୀ: ଅକ୍ଟୋବର ୫ ରୁ ୱାଲକପ୍ -୨୦୨୩ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ନିଜର ଯାତ୍ରା ଅକ୍ଟୋବର ୮ ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସହିତ ଆରମ୍ଭ କରିବ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ଅଷ୍ଟ୍ରେଲିଆ ଭଳି ଏକ…

ତୀରନ୍ଦାଜରେ ଜ୍ୟୋତି ଏବଂ ଓଜସ୍ ଜିତିଲେ ସ୍ୱର୍ଣ୍ଣ : ଆଥଲେଟିକ୍ସରେ ମଞ୍ଜୁ ରାନୀ ଏବଂ ରାମ ବାବୁ ପାଇଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ଆଜି ହେଉଛି ଏସିଆନ୍ ଗେମ୍ସର ଏକାଦଶ ଦିନ । ତୀରନ୍ଦାଜରେ ଓଜାସ୍ ଦେଓତାଲେ ଏବଂ ଜ୍ୟୋତି ଭେନ୍ନମ୍ କମ୍ପାଉଣ୍ଡ ମିଶ୍ରିତ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ଯୋଡି ଦକ୍ଷିଣ କୋରିଆ ଦଳକୁ ପରାସ୍ତ କରି…

ICCର ଘୋଷଣା: ତେନ୍ଦୁଲକର ହେଲେ ଦିନିକିଆ ବିଶ୍ୱକପ ୨୦୨୩ର ଗ୍ଲୋବାଲ ଆମ୍ବାସଡର

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଶୁଭାରମ୍ଭ ହେବ । ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି । ଡିଫେଣ୍ଡିଂ ଚାମ୍ପିୟନ…

ଭାରତ ଖାତାରେ ପୁଣି ଏକ ସ୍ୱର୍ଣ୍ଣ: ଜାଭେଲିନ ଥୋ’ରେ ଅନୁ ରାଣୀଙ୍କ କମାଲ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାର ଦଶମ ଦିନରେ ଭାରତୀୟ କ୍ରୀଡ଼ାବିତଙ୍କର ଜୟଯାତ୍ରା ଅବ୍ୟାହତ ରହିଛି । ଏହା ମଧ୍ୟରେ ଭାରତ ପୁଣି ଏକ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି ।…

ତେଜସ୍ୱିନଙ୍କ ନୂଆ ଜାତୀୟ ରେକର୍ଡ: ଡେକାଥ୍ଲୋନରେ ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାର ଦଶମ ଦିନରେ ଭାରତୀୟ କ୍ରୀଡ଼ାବିତଙ୍କର ଜୟଯାତ୍ରା ଅବ୍ୟାହତ ରହିଛି । ଏହା ମଧ୍ୟରେ ପୁଣି ଏକ ରୌପ୍ୟ ପଦକ ହାସଲ କରିଛି ଭାରତ । ତେଜସ୍ୱିନ ଶଙ୍କର…

ପ୍ରଥମ ପରେ ପୁଣି ଧୋଇଗଲା ଭାରତର ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍‌, ବର୍ଷା ପାଇଁ ବାତିଲ ହେଲା ମ୍ୟାଚ୍‌

ଓଡିଶା ଭାସ୍କର; ଭାରତର ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍ ବି ବର୍ଷାରେ ଧୋଇଗଲା । ବର୍ଷା ଯୋଗୁ କେରଳର ତିରୁବନନ୍ତପୁରମ୍‌ରେ ଖେଳାଯିବାକୁ ଥିବା ନେଦରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍‌ ବାତିଲ ହୋଇଛି।…

ଏସୀୟ କ୍ରୀଡ଼ା: ୮୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଲେ ଅଫଜଲ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାର ଦଶମ ଦିନରେ ଭାରତୀୟ କ୍ରୀଡ଼ାବିତଙ୍କର ଜୟଯାତ୍ରା ଅବ୍ୟାହତ ରହିଛି । ଏହା ମଧ୍ୟରେ ପୁଣି ଏକ ରୌପ୍ୟ ପଦକ ହାସଲ କରିଛି ଭାରତ । ପୁରୁଷ ୮୦୦ ମିଟର…

ଏସୀୟ କ୍ରୀଡ଼ାରେ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାର ଦଶମ ଦିନରେ ଭାରତୀୟ କ୍ରୀଡ଼ାବିତମାନେ ଖୁସି ଆଣିଛନ୍ତି । ମହିଳା ୫୦୦୦ ମିଟର ରେସିଂରେ ପାରୁଲ ଚୌଧରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଚଳିତ…