Browsing Category

ଖେଳ

3rd ODIରୁ ବାଦ୍ ପଡ଼ିଲେ ଅଲରାଉଣ୍ଡର ଅକ୍ସର ପଟେଲ: ବିଶ୍ୱକପରେ ଏଣ୍ଟ୍ରି ମାରିପାରନ୍ତି ଷ୍ଟାର ବୋଲର

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ଭାରତ ସିରିଜକୁ ନିଜ କବଜାରେ କରିସାରିଛି । ତେବେ ଏହାର ତୃଥୀୟ ତଥା ଶେଷ ମ୍ୟାଚ ୨୭…

୪ ମାସରୁ ପାକିସ୍ତାନ ଖେଳାଳିଙ୍କୁ ମିଳୁନି ଦରମା: ବିଶ୍ୱକପ ପୂର୍ବରୁ ନେଇପାରନ୍ତି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ତେବେ ଟୁର୍ଣ୍ଣାମେଣ୍ଟରେ ଖେଳିବା ପୂର୍ବରୁ ପାକିସ୍ତାନ ୨୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ମ-ଅପ୍ ମ୍ୟାଚ ଖେଳିବ ।…

ଶ୍ରେୟସ ନା ସୂର୍ଯ୍ୟକୁମାର… ବିଶ୍ୱକପ ପାଇଁ କାହାକୁ ବାଛିବେ ରୋହିତ? ବଳି ପଡ଼ି ପାରନ୍ତି ଇଶାନ୍…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସିରିଜ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । ଭାରତର ବିଶ୍ୱକପ ପ୍ଲେଇଙ୍ଗ-୧୧ ସ୍ପଷ୍ଟ ବାରି ହୋଇ ଯାଉଥିଲା । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଅଧିନାୟକ ରୋହିତଙ୍କ ମୁଣ୍ଡରେ…

ଏସିଆନ୍ ଗେମ୍ସର ୨ୟ ଦିନରେ ଭାରତ ପାଇଲା ୪ ଟି ପଦକ: ସୁଟିଂରେ ବିଶ୍ୱ ରେକର୍ଡ ସହିତ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ; ରୋଇଂରେ ଦୁଇଟି ବ୍ରୋଞ୍ଜ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତୀୟ ଆଥଲିଟମାନେ ଗୋଟିଏ ସ୍ୱର୍ଣ୍ଣ ସମେତ ୪ ଟି ପଦକ ଜିତିଛନ୍ତି । ଚୀନର ହାଙ୍ଗଜୋରେ ଚାଲିଥିବା ୧୦ ମିଟର ଏୟାର ରାଇଫଲ ଦଳ ସୁୁଟିଂ ଇଭେଣ୍ଟରେ ଦିବ୍ୟାଙ୍ଗ…

Big Breaking… ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ: ଏୟାର ରାଇଫଲ୍ସ ଟିମ୍ ରଚିଲା ଇତିହାସ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଚଳିତ ସିଜନ୍ ର ପ୍ରଥମ ସ୍ୱର୍ଣ୍ଣ ହାସଲ କରିଛି । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ଏସିଆନ୍ ଗେମ୍ସରେ…

ବ୍ୟାଟିଂ ପରେ ବୋଲିଂରେ ବି ଜଲୱା ଦେଖାଇଲା ଟିମ ଇଣ୍ଡିଆ: ମାତ୍ର 217ରେ ଚିତପଟାଙ୍ଗ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚକୁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ବିଜୟ ସହ ସିରିଜ ହାତେଇଛି ରାହୁଲ ସେନା । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ…

Record Alert… ଦିନିକିଆ ଇତିହାସରେ ଇତିହାସ ଲେଖିଲା ଟିମ ଇଣ୍ଡିଆ: ୩୦୦୦ କ୍ଲବରେ ହେଲା ସାମିଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରେକର୍ଡ ବର୍ଷା କରିଛି ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୪୦୦ ରନର ଏକ ବିଶାଳ ଟାର୍ଗେଟ ଦେଇଛି ରାହୁଲ ସେନା । ଏହି ମ୍ୟାଚରେ ଶୁଭମନ ଗିଲ୍, ଶ୍ରେୟସ ଆୟରଙ୍କ…

ବିଶ୍ୱକପ୍ ୨୦୨୩ ରେ କିଏ ହେବ ‘ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ’, ଗୁଗୁଲ୍ AI କହିଲା ୫ ଟି ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ: ଅକ୍ଟୋବର ୫ ରୁ ବିଶ୍ୱକପ୍ ୨୦୨୩ ଆରମ୍ଭ ହେବାକୁ ଯାଉଛି ଏବଂ ସମସ୍ତ ଦେଶ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ନିକଟରେ ଆଇସିସି ବିଶ୍ୱକପ ୨୦୨୩ ର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି । ଆଇସିସି…

ଫିକା ପଡ଼ିଲା ଅଷ୍ଟ୍ରେଲିଆର ବୋଲିଂ: ଘାତକ ବ୍ୟାଟିଂ କରି ୪୦୦ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଉପରେ ଭାରୀ ପଡ଼ିଛି ଭାରତର ବ୍ୟାଟିଂ ଅର୍ଡର । ଅଷ୍ଟ୍ରେଲିଆର ଖତରନାକ ବୋଲିଂ ବିଭାଗକୁ ଧରାଶାୟୀ କରି ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ…

Asian Games ଫାଇନାଲରେ ପହଞ୍ଚିଲା ଭାରତ: ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ଆରମ୍ଭର ୨୪ ଘଣ୍ଟା ଭିତରେ ଦୁଇଟି ସ୍ୱର୍ଣ୍ଣ ହାସଲ କରିସାରିଛି ଭାରତ । ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଦଳ ଉପରେ ରହିଛି ସମସ୍ତଙ୍କ ନଜର । ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ…