fbpx
Browsing Category

ଖେଳ

ଆଇସିସି ବିଶ୍ୱ ଟେଷ୍ଟ କ୍ରିକେଟ ଚାମ୍ପିଅନସିପ୍ ପଏଣ୍ଟ ତାଲିକା: ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨- ୦ରେ କ୍ଳିନ୍‌ ସୁଇପ ବିଜୟ ହାସଲ କରିଥିଲେ ହେଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶି ପଏଣ୍ଟ ତାଲିକାରେ ବିଶେଷ…

ଇତିହାସ ରଚିଲେ ଚକଦା ଏକ୍ସପ୍ରେସ: ପ୍ରଥମ ମହିଳା କ୍ରିକେଟର ଭାବରେ ଅକ୍ତିଆର କଲେ ୨୫୦ ୱିକେଟ

ନୂଆଦିଲ୍ଳୀ: ବିଶ୍ୱକପରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ଭାରତୀୟ ମହିଳା କ୍ରିକେଟର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ । ଚଳିତ ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ରଚୁଛନ୍ତି ଇତିହାସ । କିଛି ଦିନ ତଳେ ସର୍ବାଧିକ…

IPL ପୂର୍ବରୁ ଧୋନୀଙ୍କୁ ଆଶ୍ୱସ୍ତି: ଦଳରେ ଯୋଗ ଦେଲେ ଚେନ୍ନାଇର ଏହି ସୁପରଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଏବେ ସମସ୍ତଙ୍କ ନଜର ରହିଛି IPL ୨୦୨୨ ଉପରେ । କାରଣ ଚଳିତ ସିଜନ ଖୁବ ଦମଦାର ହେବ ବୋଲି ସମସ୍ତଙ୍କ ଆଶା ରହିଛି । ସିଜନର ପ୍ରଥମ ମ୍ୟାଚ ଆସନ୍ତା ୨୬ ତାରିଖରୁ ହେବାକୁ ଯାଉଛି । ପ୍ରଥମ ମ୍ୟାଚ କୋଲକାତା…

ରାଇନା କରିବେ ଜବରଦସ୍ତ କମବ୍ୟାକ: ଅନସୋଲ୍ଡ ରହିବା ପରେ ଏହି ଭୂମିକାରେ ନଜର ଆସିବେ ମିଷ୍ଟର IPL

ନୂଆଦିଲ୍ଳୀ: IPL ୨୦୨୨ ମେଗା ଅକ୍ସନରେ ଅନସୋଲ୍ଡ ରହିବା ପରେ ରାଇନାଙ୍କୁ ନେଇ ଚାଲିଛି ଆଲୋଚନା । ମିଷ୍ଟର IPL ଆଖ୍ୟା ପାଇଥିବା ରାଇନା ଯେ ଦିନେ ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବେନି ତାହା କେହି ବିଶ୍ୱାସ କରି…

ଆଗକୁ ଆସୁଛି IPL: ଦିଲ୍ଲୀ କ୍ୟାପିଟାଲସ୍ ବସ୍ ଉପରକୁ ହମଲା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲ-୨୦୨୨ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଏକ ହିଂସାତ୍ମକ ଘଟଣା ଘଟିଛି । କିଛି ଦୁର୍ବୃତ୍ତ ଆଇପିଏଲ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲସର ବସ୍ ଉପରେ ହମଲା…

ଆଜିର ଦିନରେ କ୍ରିକେଟର ଭଗବାନ ସଚିନ ମାରିଥିଲେ ଶତକର ଶତକ , ତଥାପି ଭାଙ୍ଗିଥିଲା ୧୦୦ କୋଟି ଭାରତୀୟଙ୍କ ହୃଦୟ

ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଆଜିର ଦିନଟି ବହୁତ ଖାସ୍ ରହିଛି। ଆଜି ଦିନରେ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ଶତକର ଶତକ ପୂରଣ କରିଥିଲେ। ୧୦ ବର୍ଷ…

ମହିଳା ବିଶ୍ୱକପ: ଭାରତକୁ ୪ ୱିକେଟରେ ପରାସ୍ତ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ମହିଳା ବିଶ୍ୱକପ ଭାରତ ପାଇଁ ନିରାଶାଜନକ ରହିଛି । ଇଂଲଣ୍ଡ ବିପକ୍ଷରେ ଭାରତ ୪ ୱିକେଟରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୩୪ ରନରେ ଅଲଆଉଟ ହୋଇଯାଇଥିବା ବେଳେ ଇଂଲଣ୍ଡ ୩୧.୨ ଓଭରରେ ୬…

ମହିଳା ବିଶ୍ୱକପରେ ଟିମ୍ ଇଣ୍ଡିଆର ଦୟନୀୟ ପ୍ରଦର୍ଶନ: ଇଂଲଣ୍ଡ ବିପକ୍ଷରେ ୧୩୪ ରନରେ ଅଲଆଉଟ୍ ହେଲା ଭାରତ

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ଆଜି ଦୁର୍ବଳ ପ୍ରଦର୍ଶନ କରିଛି । ଇଂଲଣ୍ଡ ବିପକ୍ଷରେ ଦଳ ୩୬.୨ ଓଭର ଖେଳି ମାତ୍ର ୧୩୪ ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୩୫, ହରମନପ୍ରୀତ କୌର…

IPLରେ ଲାଗୁ ହେଲା ନୂଆ ନିୟମ: ବାୟୋ ବବଲ ଉଲ୍ଲଙ୍ଘନ କଲେ ଭୋଗିବାକୁ ପଡିବ ଏହି ସବୁ ଦଣ୍ଡ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରମିୟର ଲିଗରେ ଲାଗୁ ହେଲା ନୂଆ ନିୟମ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାୟ ସମସ୍ତ ଫ୍ରାଞ୍ଚାଇଜି ନିଜ ଦଳକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ସମୟରେ ଏହି ଲିଗକୁ ନେଇ ଆସିଛି ଏକ ବଡ…

ମେଗା ଅକ୍ସନ ପରେ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛି ଚେନ୍ନାଇ: ଜାଣନ୍ତୁ କଣ ରହିଛି ଦଳର ତାକତ ଏବଂ ଦୁର୍ବଳତା

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL ୨୦୨୨ । ପ୍ରଥମ ମ୍ୟାଚ ମୁମ୍ବାଇ ୱାନଖେଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ…