fbpx
Browsing Category

ଖେଳ

କୋହଲିଙ୍କ ଶତକୀୟ ଟେଷ୍ଟରେ ପନ୍ତଙ୍କ ଧୂଆଁଧାର ଅର୍ଦ୍ଧଶତକ: ପ୍ରଥମ ଦିନରେ ଭାରତ ୩୫୭/୬

ନୂଆଦିଲ୍ଳୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ୍ । ଟି-୨୦ ସିରିଜ୍ ବିଜୟ ପରେ ଭାରତ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ପଡିଆକୁ ଓହ୍ଲାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ…

IND vs SL: ୧୦୦ତମ ଟେଷ୍ଟରେ ୮୦୦୦ ରନ ପୂରଣ କଲେ କୋହଲି, ହେଲେ ସଚିନ-ଗାଭାସ୍କରଙ୍କଠୁ ପଛରେ ରହିଗଲେ

ମୋହାଲି: ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ବିରାଟ କୋହଲି। ଏହି ସମୟରେ କୋହଲି ଟେଷ୍ଟ କ୍ରିକେଟରେ ୮୦୦୦ ରନ ପୂରଣ କରିଛନ୍ତି। ମୋହାଲି ଟେଷ୍ଟର ପ୍ରଥମ ଇନିଂସରେ ୩୮ ରନ…

କୋହଲିଙ୍କ ୧୦୦ତମ ଟେଷ୍ଟ, କ୍ୟାପ୍ ଦେଇ ସମ୍ମାନିତ କଲେ ରାହୁଲ ଦ୍ରାବିଡ

ମୋହାଲି: ବିରାଟ କୋହଲି ଆଜି ଶ୍ରୀଲଙ୍କା ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ମୁକାବିଲା ଖେଳୁଛନ୍ତି। ଏହି ଖାସ୍ ଉପଲବ୍ଧିରେ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କୋହଲିଙ୍କୁ ଭାରତୀୟ ଦଳର କ୍ୟାପ୍ ଦେଇ…

ଏବେ ଜୁନିୟର ଟିମ ପ୍ରସ୍ତୁତ କରିବେ ଟିମ ଇଣ୍ଡିଆର ଏହି ସୁପରଷ୍ଟାର ଖେଳାଳି: ମାଆଙ୍କ ହାତରେ କଲେ ଶୁଭାରମ୍ଭ

ନୂଆଦିଲ୍ଲୀ: ଏବେ ଜୁନିୟର ଖେଳାଳିମାନଙ୍କୁ ପ୍ରସ୍ତୁତ କରିବେ ଇଣ୍ଡିଆନ କ୍ରିକେଟ ଟିମର ଷ୍ଟାର ଖେଳାଳି ହନୁମା ବିହାରୀ । ସେଣ୍ଟ ଜନ୍ସ ସ୍ପୋର୍ଟସ ଫାଉଣ୍ଡେସନକୁ ୨ ଲକ୍ଷ ଟଙ୍କାର ଦାନ କରିଛନ୍ତି ଟିମ ଇଣ୍ଡିଆର ଏହି ଷ୍ଟାର…

୨ ଜଣ ପାଇବେ ସୁଯୋଗ: ୩ ଜଣ ୟଙ୍ଗଷ୍ଟରଙ୍କ ମଧ୍ୟରୁ ଏହି ଦୁଇ ଜଣ ଖେଳିପାରନ୍ତି ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ । ମେହାଲିର ପ୍ରଥମ ଟେଷ୍ଟରେ ନିଜର ୧୦୦ ତମ ଟେଷ୍ଟ ଖେଳିବେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ତେଣୁ ଏହି ମ୍ୟାଚ ଭାରତ ଏବଂ…

ଋଷ-ବେଲାଋଷକୁ ଖେଳୁଆଡ ଝଟକା: ବଡ ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦେଲା ୟୁକ୍ରେନ ବିପକ୍ଷ ଯୁଦ୍ଧ ନିଷ୍ପତ୍ତି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଋଷକୁ ମହଙ୍ଗା ପଡିଛି । ଗୋଟିଏ ପରେ ଗୋଟିଏ ବଦରୁ ବିତାଡିତ ହେବାରେ ଲାଗିଛି ଋଷ । ଏହା ସହିତ ଋଷକୁ ସାହଯ୍ୟ କରୁଥିବା ବେଲାଋଷକୁ ମଧ୍ୟ କ୍ରୀଡା ଜଗତରୁ ଏକ ଶକ୍ତ ଏକ ଝଟକା ଲାଗିଛି ।…

IND vs SL: ୧୦୦ତମ ଟେଷ୍ଟରେ କୋହଲିଙ୍କ ଉପରେ ସଭିଙ୍କ ନଜର, ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ XI

ମୋହାଲି: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯିବ। ତେବେ ସଭିଙ୍କ ନଜର ରହିବ ବିରାଟ କୋହଲିଙ୍କକ ଉପରେ। କୋହଲି…

ଶ୍ରୀଲଙ୍କା ବିପକ୍ଷରେ ଗର୍ଜିଥାଏ କୋହଲିଙ୍କ ବ୍ୟାଟ୍, ଟାର୍ଗେଟରେ ଗାଙ୍ଗୁଲି-ସେହ୍ଵାଗଙ୍କ ରେକର୍ଡ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୪ରୁ ଆରମ୍ଭ ହେବ। ଏହି ସିରିଜରେ ରନ ମେସିନ ବିରାଟ କୋହଲିଙ୍କ ନଜର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ…

ବାରବାଟୀରେ ହେବ ଟି-ଟ୍ୱେଣ୍ଟି ମ୍ୟାଚ୍

କଟକ(ଓଡ଼ିଶା ଭାସ୍କର): ଆସନ୍ତା ଜୁନରେ ବାରବାଟୀରେ ହେବ ଟି-ଟ୍ୱେଣ୍ଟି ମ୍ୟାଚ୍ । ବାରବାଟୀରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍ ହେବ । ଜୁନ ୯ରୁ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ…

ଖେଳାଳିଙ୍କ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଜାରି କଲା BCCI: ପୂଜାରା ରାହାଣେଙ୍କ ସମେତ ଦଳର ଷ୍ଟାର ଅଲରାଉଣ୍ଡରଙ୍କୁ ଝଟକା

ନୂଆଦିଲ୍ଲୀ: ଭାରତୀୟ କ୍ରକେଟ ବୋର୍ଡ ତରଫରୁ ଖେଳାଳିମାନଙ୍କର ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଜାରି ହୋଇଛି । ଏହି ତାଲିକାରେ A+ ରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଉପ ଅଧିନାୟକ ଜଶପ୍ରୀତ ବୁମରାହ ଏବଂ ପୂର୍ବତନ…