Browsing Category

ଖେଳ

ଦିନ ୧.୩୦ରେ ଆରମ୍ଭ ହେବ ବାରବାଟୀରେ ମ୍ୟାଚ୍, ଭାରତ-ଇଂଲଣ୍ଡ ଭିତରେ ହେବ ମହା ମୁକାବିଲା

କଟକ: ଦୀର୍ଘ ଦିନ ପରେ ଆଜି ବାରବାଟୀ କମ୍ପିବ। ଦର୍ଶକଙ୍କ ଚିୟରିଙ୍ଗରେ ଫାଟିପଡିବ ଷ୍ଟାଡିୟମ। କାରଣ ଆଜି ହେବାକୁ ଯାଉଛି ସୁପର ସଣ୍ଡେରେ ସୁୁପର ମୁକାବିଲା। ଦୀର୍ଘ ୬ ବର୍ଷ ପରେ ବାରବାଟୀ ପଡିଆରେ ଦେଖିବାକୁ ମିଳିବ…

କୋହଲିଙ୍କୁ ନେଇ ବଡ଼ ସୂଚନା, ସ୍ୱାସ୍ଥ୍ୟବସ୍ଥା ନେଇ ଅପଡେଟ୍ ଦେଲେ ବ୍ୟାଟିଂ କୋଚ୍

କଟକ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ବଡ଼ ଅପଡେଟ୍। ବାରବାଟୀରେ ଆସନ୍ତା କାଲି ହେବାକୁ ଥିବା ଓ୍ୱାନ ଡେ ରେ ବିରାଟ କୋହଲି ଖେଳିବେ କି ନାହିଁ। ତାହା ଦ୍ୱନ୍ଦ୍ୱ ଭିତରେ ରହିଥିଲା। ଯେହେତୁ ସେ ପୂର୍ବ ମ୍ୟାଚରେ…

ଗ୍ୟାଲେରୀରେ ମୁଣ୍ଡ ମାଳ ମାଳ, ପ୍ରାକ୍ଟିସ ମ୍ୟାଚରେ କ୍ରିକେଟ ପ୍ରେମୀଙ୍କ କ୍ରେଜ୍

କଟକ: ଆସନ୍ତା କାଲି ବାରବାଟୀରେ ହେବ କଡ଼ା ମୁକାବିଲା। ହେଲେ ଆଜି ନେଟ୍ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛି ଭାରତୀୟ ଟିମ୍। ହେଲେ ସବୁଠୁ ବଡ଼ କଥା ହେଉଛି ଆସନ୍ତା କାଲି ମ୍ୟାଚ୍ ଥିବା ବେଳେ, ଆଜି…

IND vs ENG ODI: ବିରାଟ ଫେରିବା ପରେ ଶ୍ରେୟସ ଏବଂ ଯଶସ୍ୱୀଙ୍କ ମଧ୍ୟରୁ କିଏ ବାଦ ? ରାହୁଲ ଏବଂ କୁଲଦୀପଙ୍କ ସ୍ଥାନରେ ଏମାନଙ୍କୁ ମିଳିପାରେ…

କଟକ: ରବିବାର ଯେତେବେଳେ ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ରେ ଇଂଲଣ୍ଡର ସାମ୍ନା କରିବ, ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। ଆଣ୍ଠୁରେ ଆଘାତ ଯୋଗୁଁ ବିରାଟ ପ୍ରଥମ ଦିନିକିଆ ଖେଳି…

ଭାରତ ଅଭ୍ୟାସ କରିବ, ଗଲ୍ଫ ଖେଳିବେ ଇଂଲଣ୍ଡ ଖେଳାଳି

ଭୁବନେଶ୍ଵର: ଭାରତ ଓ ଇଂଲଣ୍ଡ ଦଳ ଶୁକ୍ରବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଉ ଦିନକ ପରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍‌ରିକେଟ୍ ମ୍ୟାଚ୍ ଏଥି ପାଇଁ…

ଜଗା ଦୁଆରେ ଭାରତୀୟ କ୍ରିକେଟର; ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଟିମ୍‌ ଇଣ୍ଡିଆର ଖେଳାଳି

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ୱାସିଂଟନ୍‌ ସୁନ୍ଦର । ଆସନ୍ତା ୯ ତାରିଖରେ…

ଦୁବାଇରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍, କେମିତି ରହିଛି ହେଡ୍ ଟୁ ହେଡ୍ ରେକର୍ଡ?

ମୁମ୍ୱାଇ: ଫେବ୍ରୁଆରି ୧୯ରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି ୨୦୨୫। ସେପଟେ ଫେବ୍ରୁଆରି ୨୩ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସାରା…

ଗିରଫ ହେଲେ ଟିକେଟ୍ କଳାବାଜାରୀ, ୧୧ ଶହରେ କିଣି ୭୦୦୦ ଟଙ୍କାରେ କରୁଥିଲେ ବିକ୍ରି

କଟକ: ମଝିରେ ଆଉ ଗୋଟିଏ ଦିନ। ତା ପରେ ବାରବାଟୀରେ ଦେଖିବାକୁ ମିଳିବ ଦୁଇ ଦଳ ମଧ୍ୟରେ ଧୁଆଁଦାର ଲଢ଼େଇ। ଷ୍ଟାଡ଼ିୟମ ପରିସରରେ ବି ଦେଖିବାକୁ ମିଳିବ କ୍ରିକେଟ ପ୍ରେମୀଙ୍କ ହୋ ହଲ୍ଲା। ହେଲେ ତା ପୂର୍ବରୁ ଗିରଫ…

୪ ମାସ ପରେ କାମ ଦେଲା ରୋହିତଙ୍କ ଫର୍ମୁଲା, ମ୍ୟାଚର ପ୍ରକୃତ ହିରୋକୁ ନେଇ କଲେ ଖୁଲାସା

ନାଗପୁର: ନାଗପୁରରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଜିତିଲା ଭାରତ । ଭାରତୀୟ ଟିମର ଦମଦାର ପ୍ରଦର୍ଶନ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିବାରେ ସଫଳ ହୋଇଛି । ଫେବୃଆରୀ ୬ରୁ ଆରମ୍ଭ ହୋଇଥିବା ୩ଟି ମ୍ୟାଚ୍ ବିଶିଷ୍ଟ…

Breaking: ପ୍ରଥମ ଦିନିକିଆ ଜିତିଲା ଟିମ୍ ଇଣ୍ଡିଆ, ୪ ୱିକେଟରେ ଇଂଲଣ୍ଡକୁ ହରାଇଲା

ନାଗପୁର: ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ । ୪ ୱିକେଟରେ ଇଂଲଣ୍ଡକୁ ହରାଇଲା ଭାରତ । ଶୁଭମନ ଗିଲ୍, ଆୟାର, ଅକ୍ଷର ପଟେଲଙ୍କ ଦମଦାର ଅର୍ଦ୍ଧଶତକ । ସିରିଜ୍ ୧-୦ରେ ଆଗୁଆ ଟିମ୍ ଇଣ୍ଡିଆ । ଇଂଲଣ୍ଡ…