Browsing Category
ଖେଳ
ଦେଶରେ ପ୍ରଥମ ଶୁଟିଂ ଲିଗ୍ ଘୋଷଣା କଲା NRAI, ଆସନ୍ତା ମାର୍ଚ୍ଚରେ ହେବ ପ୍ରଥମ ଅଧିବେଶନ
ନୂଆଦିଲ୍ଲୀ: ଭାରତର ଜାତୀୟ ରାଇଫଲ ସଂଘ(NRAI) ଦେଶରେ ପ୍ରଥମ ଶୁଟିଂ ଲିଗ୍ ଆୟୋଜିତ କରିବ । ଏହା କ୍ରୀଡ଼ାର ପ୍ରଥମ ଫ୍ରାଞ୍ଚାଇଜି ଆଧାରିତ ଲିଗ୍ ହେବ । ଏନେଇ NRAI ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହ ଦେବ ଏହି ପ୍ରସ୍ତାବ…
RCBରେ କିଏ ହେବ ନୂଆ Captain ? କେଉଁ ଖେଳାଳିଙ୍କୁ ରିଟେନ୍ କରିବ ବେଙ୍ଗଲୁରୁ, ଦେଖନ୍ତୁ ଲିଷ୍ଟ
ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ଦଳର ରିଟେନ୍ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସବୁଠୁ ଚର୍ଚ୍ଚାରେ ରହିଛି ବିରାଟ…
ଟି-୨୦ କ୍ରିକେଟ୍ରେ ଜିମ୍ବାୱେର ବିଶ୍ୱ ରେକର୍ଡ; ୨୦ ଓଭରରେ ସଂଗ୍ରହ କଲା ୩୪୪ ରନ୍
ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ଇତିହାସରେ ଏକ ଚମତ୍କାର ସଫଳତା ହାସଲ କରିଛି ଜିମ୍ବାୱେ ଜାତୀୟ କ୍ରିକେଟ୍ ଦଳ। ସିକନ୍ଦରଙ୍କ ନେତୃତ୍ବାଧୀନ ଦଳ ବୁଧବାର (ଅକ୍ଟୋବର ୨୩) ବ୍ୟାଟ୍ ରେ ଦମଦାର ପ୍ରୟାସ କରି ଖେଳର ସବୁଠାରୁ ଛୋଟ…
“ଦ୍ୱିତୀୟ ଟେଷ୍ଟରେ ‘କମବ୍ୟାକ କରିବେନି’ ଶୁଭମନ ଗିଲ୍…” ମ୍ୟାଚ୍ ପୂର୍ବରୁ ଗୁରୁ ଗମ୍ଭୀରଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଏହାପରେ ଦ୍ୱିତୀୟ ମ୍ୟାଚରେ ଦଳ କମବ୍ୟାକ କରିବା ପାଇଁ ଯୋଜନା ଆରମ୍ଭ କରିଛି । ଦ୍ୱିତୀୟ ମ୍ୟାଚରେ କୋଚ୍ ଗମ୍ଭୀରଙ୍କ…
ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡର ହେବ ହାୱା ଟାଇଟ୍, ଜାଣନ୍ତୁ କିପରି ଗେମ୍ ଚେଞ୍ଜର ହେବ ପିଚ୍
ମୁମ୍ୱାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ପୁଣେରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମଙ୍ଗଳବାର ଅଭ୍ୟାସ ବେଳେ…
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଜେମିମା ରୋଡ୍ରିଗେଜଙ୍କ ସଦସ୍ୟତା ରଦ୍ଦ: ପିତାଙ୍କ ଉପରେ ଧର୍ମାନ୍ତରଣ ଅଭିଯୋଗ ପରେ ବଡ଼ ଆକ୍ସନ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ମହିଳା କ୍ରିକେଟର ଜେମିମା ରୋଡ୍ରିଗେଜଙ୍କ ସଦସ୍ୟଙ୍କ ରଦ୍ଦ କରାଯାଇଛି । ଜେମିମାଙ୍କ ପିତାଙ୍କ ଉପରେ ଧର୍ମାନ୍ତରଣ ଅଭିଯୋଗ ଆସିବା ପରେ ମୁମ୍ବାଇ କ୍ଲବ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ…
ଭାରତକୁ ବଡ଼ ଝଟକା: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ହଟିଲା କୁସ୍ତି, ବ୍ୟାଡମିଣ୍ଟନ, ହକି, କ୍ରିକେଟ ଓ ଶୁଟିଂ
ନୂଆଦିଲ୍ଲୀ: ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜୟକୁ ନେଇ ଭାରତକୁ ଲାଗିଛି ଏକ ବଡ଼ ଝଟକା । ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍କଟଲାଣ୍ଡର ଗ୍ଲାସଗୋ ସହରରେ ଅନୁଷ୍ଠିତ ହେବ । ତେବେ ଏହି କ୍ରୀଡ଼ାରୁ ଏଥର ୫ଟି ବଡ଼ ଖେଳକୁ…
ICC କରିପାରେ ବଡ଼ ପରିବର୍ତ୍ତନ: ଟେଷ୍ଟ ସିରିଜ ପାଇଁ ନୂଆ ନିୟମ, ବଦଳିବ କି ଦିନିକିଆ ଫର୍ମାଟ ?
ନୂଆଦିଲ୍ଲୀ: ଖୁବଶୀଘ୍ର କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଟେଷ୍ଟ କ୍ରିକେଟ ସହିତ ଦିନିକିଆ କ୍ରିକେଟରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି ।…
IPL ନିଲାମୀ ପୂର୍ବରୁ ପୃଥ୍ୱୀ ଶ’ଙ୍କୁ ବଡ଼ ଝଟକା, ଫିଟନେସ୍ କାରଣ ଦର୍ଶାଇ ରଣଜୀ ଟିମରୁ ବାହାର କଲା BCCI
ନୂଆଦିଲ୍ଲୀ: ଆସନ୍ତା ମାସ ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL)ର ପରବର୍ତ୍ତୀ ସିଜିନ୍ ପାଇଁ ଖେଳାଳିଙ୍କ ନିଲାମୀ ହେବ । ନଭେମ୍ବର ଶେଷ ସପ୍ତାହରେ ମେଗା ଅକ୍ସନ ଆୟୋଜିତ ହେବ । ଏହା ପୂର୍ବରୁ ଅନେକ ଖେଳାଳିଙ୍କ ରିଟେନସନକୁ…
ଜନ୍ମଦିନ ପୂର୍ବରୁ ମିଳିଲା ବଡ଼ ଖୁସି…ପିତା ହେଲେ ସରଫରାଜ ଖାନ୍, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ
ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ୍ । ସେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅକ୍ଟୋବର ୨୧ରେ ତାଙ୍କ ପତ୍ନୀ ରୋମାନା ଜହୁର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ…