Browsing Category
ଖେଳ
ଜାଣନ୍ତୁ ଆଥିୟା ଏବଂ ରାହୁଲଙ୍କୁ ବିରାଟ ଏବଂ ସଲମାନ ଖାନ୍ କ’ଣ ଦେଲେ ଉପହାର ?
ମୁମ୍ବାଇ: ବଲିଉଡ଼ରେ ଏବେ ବିବାହ ସିଜିନ ଆରମ୍ଭ ହୋଇଯାଇଛି। ବଲିଉଡ଼ ହିରୋ ହିରୋଇନଙ୍କ ଅନେକ ପ୍ରଶଂସକ ତଥା ଫ୍ୟାନ ଫଲୋଇଙ୍ଗ ଥିବାରୁ ସେମାନଙ୍କର ବିବାହ ଖବର ଚର୍ଚ୍ଚାରେ ରହିଥାଏ। କିଛିଦିନ ତଳେ ଭାରତୀୟ କ୍ରିକେଟର…
ପୁରୁଷ ହକି ବିଶ୍ୱକପ: ଆଉ କିଛି ସମୟ ପରେ ଭାରତ ଓ ଜାପାନ୍ ମଧ୍ୟରେ କ୍ଲାସିଫିକେସନ୍ ମ୍ୟାଚ
ରାଉରକେଲା: ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ର ଏକ ମ୍ୟାଚ୍ରେ ଆଜି ଭାରତ ଜାପାନକୁ ଭେଟିବ। ରାଉରକେଲା ସ୍ଥିତ ଆନ୍ତର୍ଜାତିକ ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଆଜି ସଂନ୍ଧ୍ୟା ୭ଟାରେ ଏହି କ୍ଲାସିଫିକେସନ…
ଆଇସିସି U19 ମହିଳା ବିଶ୍ୱକପ: ସେମିଫାଇନାଲରେ ଭାରତ, ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି -୨୦ ବିଶ୍ୱକପ ୨୦୨୩ ର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା, କିନ୍ତୁ…
ଦକ୍ଷିଣ କୋରିଆକୁ ୫-୧ ଗୋଲ୍ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଲା ନେଦରଲାଣ୍ଡ୍ସ
ଭୁବନେଶ୍ୱର: ହକି ବିଶ୍ବକପ୍ ୨୦୨୩ରରେ ନେଦରଲାଣ୍ଡ୍ସ ଚତୁର୍ଥ ଦଳ ଭାବେ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଶେଷ କ୍ବାଟର ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆକୁ ୫-୧ ଗୋଲ୍ରେ…
ପୁରୁଷ ହକି ବିଶ୍ୱକପ: କ୍ୱାଟର ଫାଇନାଲରେ ଇଂଲଣ୍ଡକୁ ହରାଇଲା ଜର୍ମାନି, ସେମିରେ ଅଷ୍ଟ୍ରେଲିଆକୁ ଭେଟିବ
ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍ର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲରେ ଜର୍ମାନୀକୁ ମାତ୍ ଦେଇଛି ଇଂଲଣ୍ଡ। ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ ଖୁବ୍ ସଂଘର୍ଷମୟ ରହିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚ୍ ୨-୨…
ଶେଷ ମ୍ୟାଚ୍ ପୁର୍ବରୁ ସାନିଆ ମିର୍ଜାଙ୍କ ଜଲୱା, ଅଷ୍ଟ୍ରେଲିଆ ଓପନ୍ ମିସ୍କଡ୍ ଡବଲ ଫାଇନାଲରେ ସାନିଆ-ରୋହନ ବିପାନ୍ନାଙ୍କ ଯୋଡ଼ି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନ୍ର ମିସ୍କଡ୍ ଡବଲ ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ଯୋଡ଼ି ସାନିଆ ମିର୍ଜା ଓ ରୋହନ ବୋପାନ୍ନା। ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଭାରତୀୟ ତାରକା ଯୋଡ଼ି ତୃତୀୟ ସିଡ୍ ଗ୍ରେଟ୍…
ଓଃ! କଣ କଲେ ନବୀନ, ନୂଆ ଲୁକରେ ସୋସିଆଲ ମିଡିଆରେ ହୋସ ଉଡ଼ାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆଉ ଏକ ନୂଆ ଲୁକ ରେ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଏଥର ପୁଣି ସ୍ପୋର୍ଟ୍ସ ଲୁକ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । …
ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସିର ବଡ଼ ସମ୍ମାନ, ମିଳିଲା ଟି-୨୦ କ୍ରିକେଟର ଅଫ ଦି ଇୟର ଆୱାର୍ଡ
ନୂଆଦିଲ୍ଲୀ: ଆଇସିସି ବାର୍ଷିକ ପୁରସ୍କାର ତାଲିକାରେ ପୁଣି ଥରେ ଭାରତୀୟ ଖେଳାଳିମାନେ ଚମକିଛନ୍ତି। ବୁଧବାର ଆଇସିସି ଟି-୨୦ କ୍ରିକେଟର ଅଫ ଦି ଇୟର ଘୋଷଣା କରାଯାଇଛି, ଏହି ପୁରସ୍କାର ସୂର୍ଯ୍ୟକୁମାର ଯାଦବ ଜିତିଛନ୍ତି।…
ଘୋଷଣା ହେଲା ମହିଳା ପ୍ରିମିୟର ଲିଗ୍ ଦଳ, ଜାଣନ୍ତୁ କିଏ କିଣିଲେ କେଉଁ ଟିମ୍
ମୁମ୍ବାଇ: ଭାରତରେ ମହିଳା ପ୍ରିମିୟର ଲିଗ୍ ପାଇଁ ଯେତିକି ଉତ୍ସାହ ବଢୁଛି ଏହାକୁ ନେଇ ସେତେ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି। ମହିଳା ପ୍ରିମିୟର ଲିଗ୍ ପାଇଁ ମୋଟ ୪୬୬୯.୯୯ କୋଟି ଟେଣ୍ଡର କରାଯାଇଛି। ବିସିସିଆଇ…
ଆଇଆଇସିସି ଦିନିକିଆ ବୋଲିଂ ର୍ୟାଙ୍କିରେ ମହମ୍ମଦ ସିରାଜଙ୍କ ଦବଦବା, ହେଲେ ବିଶ୍ୱର ଏକ ନମ୍ବର ବୋଲର
ନୂଆଦିଲ୍ଲୀ: ଆଇଆଇସିସି ଦିନିକିଆ ବୋଲିଂ ର୍ୟାଙ୍କିରେ ଝଡ଼ ସୃଷ୍ଟି କରିଛନ୍ତି ମହମ୍ମଦ ସିରାଜ। ଖେଳ ଜୀବନର ଶ୍ରେଷ୍ଠ ଫର୍ମ ଦେଇ ଗତି କରୁଥିବା ସିରାଜ ଦିନିକିଆରେ ୧ ନମ୍ବର ବୋଲର ହୋଇଛନ୍ତି। ନିକଟରେ ଖେଳାଯାଇଥିବା…