Browsing Category
ଖେଳ
ହକି ବିଶ୍ୱକପ୍ କ୍ରସଓଭର ଲଢ଼େଇ: ମାଲେସିଆକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ସ୍ପେନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ମାଟିରେ ଆୟୋଜନ ହେଉଛି ପୁରୁଷ ହକି ବିଶ୍ୱକପ୍ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଆଜି କଳିଙ୍ଗ ମାଟି ରଙ୍ଗବେରଙ୍ଗରେ ସଜେଇ ହେବା ସହ ଏହାର…
ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ: ୬ କ୍ରିକେଟ୍ ଟିମ୍ ଇଭେଣ୍ଟ ପାଇଁ ସୁପାରିଶ
ନୂଆଦିଲ୍ଲୀ : ଆମେରିକାର ଲସ୍ ଏଞ୍ଜେଲ୍ସଠାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ କ୍ରୀଡାରେ ଟି୨୦ ଫର୍ମାଟ କ୍ରିକେଟ ଇଭେଣ୍ଟ ସାମିଲ କରିବା ପାଇଁ ଯୋଜନା ଚାଲିଛି। ଏହି ଅଲିମ୍ପିକ୍ସରେ କ୍ରିକେଟ ସହିତ ବାସ୍କେଟ…
ହକି ବିଶ୍ୱକପ୍ କ୍ରସ୍ ଓଭର ମ୍ୟାଚ୍ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା
ଭୁବନେଶ୍ୱର,୨୧ା୧ (ଭାସ୍କର ନ୍ୟୁଜ୍) : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ରବିବାର ଅନୁଷ୍ଠିତ ହେବ ଚଳିତ ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ଦୁଇ କ୍ରସ୍ ଓଭର ମ୍ୟାଚ୍। ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ସଫଳ ହୋଇ…
ରାୟପୁରରେ ବିଜୟ ସହିତ ସିରିଜ କବଜା କଲା ଭାରତ, ଦ୍ୱତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ୱିକେଟ୍ରେ ହରାଇଲା
ରାୟପୁର: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତ ୮ ୱିକେଟ୍ରେ ବିଜୟ ହାସଲ କରିଛି । ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ଜିତିବା ସହ ଭାରତ ୨-୦ରେ ସିରିଜ ଉପରେ କବଜା କରିଛି । ଅଧିନାୟକ…
INDvNZ 2nd ODI: ୧୦୮ ରନ୍ରେ ଅଲଆଉଟ୍ ନ୍ୟୁଜିଲାଣ୍ଡ, ଭାରତକୁ ମିଳିଲା ସହଜ ବିଜୟ ଲକ୍ଷ୍ୟ
ନୁଆଦିଲ୍ଲୀ: ରାୟପୁରରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ…
ଭାରତୀୟ ହକି ଟିମକୁ ଲାଗିଲା ଝଟକା; ଦଳରୁ ବାଦ୍ ପଡିଲେ ହାର୍ଦ୍ଦିକ୍ ସିଂ
ନୂଆଦିଲ୍ଲୀ: ବର୍ତ୍ତମାନ ଓଡିଶାରେ ପୁରୁଷ କହି ବିଶ୍ୱ କପ୍ ଚାଲିଥିବା ବେଳେ ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି ଏବଂ ଗୋଟିଏ ମୟାଚ୍ ଡ୍ର ହୋଇଛି । ଫଳରେ ଭାରତ କ୍ୱାଟର ପାଇନାଲକୁ ଯିବାର ସମ୍ବାବନା ବୃଦ୍ଧି ପାଇଛି ।…
ପୁରୁଷ ହକି ବିଶ୍ୱକପ: ଜାପାନ୍ଠାରୁ ୭-୧ ଗୋଲ୍ରେ ବେଲଜିୟମ ବିଜୟୀ, ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଡ୍ର’
ରାଉରକେଲା: ପୁରୁଷ ହକି ବିଶ୍ୱକପରେ ଆଜିର ଦ୍ୱିତୀୟ ମ୍ୟାଚ୍ରେ ବେଲଜିୟମ’ ଜାପାନଠାରୁ ୭-୧ ଗୋଲ୍ରେ ବିଜୟୀ ହୋଇଛି। ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ସମ୍ପୁର୍ଣ୍ଣ ଏକପାଖିଆ ରହିଥିଲା। ବେଲଜିୟମ…
ଟେଷ୍ଟ ଅଧିନାୟକ ପଦରୁ ରୋହିତଙ୍କ ଛୁଟି! ରେସରେ ୩ ନୂଆ ଖେଳାଳି, ଟିମ୍ ଇଣ୍ଡିଆ ଭବିଷ୍ୟତ ପାଇଁ BCCI କରୁଛି ପ୍ଲାନିଂ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭବିଷ୍ୟତ ପାଇଁ ନୂଆ ଯୋଜନା କରୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଗତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା…
ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ୯-୨ ରେ ହରାଇଲା ଅଷ୍ଟ୍ରେଲିଆ
ରାଉରକେଲା: ଆଜି ପୁରୁଷ ହକି ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ’ ଦକ୍ଷିଣ ଆଫ୍ରିକା’କୁ ୯-୨ ରେ ବ୍ୟବଧାନରେ ପରାସ୍ତ କରିଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ପୁଲ୍-ଏ’ରେ ଏହି…
ନ୍ୟୁଜିଲାଣ୍ଡ ବିପକ୍ଷରେ ମନ୍ଥର ଓଭର ପଡିଲା ମହଙ୍ଗା, ଭାରତ ହେଲା ଦଣ୍ଡିତ
ନୂଆଦିଲ୍ଲୀ :ବୁଧବାର ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ODI ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମନ୍ଥର ଓଭର ହାର ବଜାୟ ରଖିଥିବାରୁ ଭାରତକୁ ସେହି ମ୍ୟାଚ ଶୁଳ୍କର ୬୦ ପ୍ରତିଶତ ଜରିମାନା କରାଯାଇଛି।
ଏମିରେଟ୍ସ ଆଇସିସି…