Browsing Category

ଖେଳ

ଭାରତ ବିପକ୍ଷରେ ଏହି ଦଳ ଖେଳିବ ବିଶ୍ୱକପ ଫାଇନାଲ ମ୍ୟାଚ: ଘୋଷଣା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆଇପିଏଲ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ଜୁନ ୭ ତାରିଖ ଇଂଲଣ୍ଡର ଓଭାଲରେ ଖେଳାଯିବ ଏହି ବିଶ୍ୱକପ ଫାଇନାଲ ମ୍ୟାଚ । ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା…

IPL-2023, ମ୍ୟାଚ ଫିକ୍ସିଙ୍ଗ କରିବାକୁ ଅଫର ପାଇଲେ ମହମ୍ମଦ ସିରାଜ: ଏହି ନିଷ୍ପତ୍ତି ନେଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ପୁଣି ଥରେ ଇଣ୍ଡିଆନ ପ୍ରିମିୟର ଲିଗ ଉପରେ ପଡିଛି ମ୍ୟାଚ ପିକ୍ସିଙ୍ଗର କଳା ନଜର । ଦୀର୍ଘ ଦିନ ପରେ ଆଇପିଏଲକୁ ନେଇ ମ୍ୟାଚ ପିକ୍ସିଂର ଭୟ ଘାରିଛି । ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବୋଲର ମହମ୍ମଦ…

ପୋଷ୍ଟର ଧରି ବିରାଟ କୋହଲିଙ୍କ ପାଖରେ ଏହି ଦାବି କଲେ କୁନି ପ୍ରଶଂସକ, ଫଟୋ ଦେଖି ବିରକ୍ତି ପ୍ରକାଶ କଲେ ଲୋକେ

ନୂଆଦିଲ୍ଲୀ: ବର୍ତମାନ ସମଗ୍ର ଦେଶରେ ସବୁ ଲୋକଙ୍କ ଭିତରେ ଆଇପିଏଲ କ୍ରେଜ୍ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଷ୍ଟାଡିୟମର ଅଜବ ମେମ କିମ୍ବା ଭିଡିଓ ଦେଖିବାକୁ ମିଳୁଛି।ଏବେ ଗୋଟିଏ ଫଟୋ ଖୁବ ଭାଇରାଲ୍…

IPL-2023 ଏମ.ଏସ ଧୋନୀଙ୍କ ଉପରେ ଲାଗିବ ବ୍ୟାନ୍! ଚେନ୍ନାଇକୁ ଚେତାବନୀ ଦେଲେ ସେହୱାଗ

ନୂଆଦିଲ୍ଲୀ: ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ରୋମାଞ୍ଚକର ମ୍ୟାଚରେ ମାତ୍ ଦେଇ ପଏଣ୍ଟ ଟେବୁଲର ତୃତୀୟକୁ ଉଠିଛି ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇର ଦମଦାର ବ୍ୟାଟିଂ ସହ ଭଲ ବୋଲିଂ ଯୋଗୁଁ ଏହି ମ୍ୟାଚରେ ବିଜୟ ସମ୍ଭବ…

ଜୀବନକୁ ବାଜି ଲଗାଇ ଛକା ରୋକିଲେ ରାହାଣେ: ଫିଟନେସ ଆଗରେ ହାରିଲା ବୟସ

ନୂଆଦିଲ୍ଲୀ: ବାଙ୍ଗାଲୋର ବିପକ୍ଷ ମ୍ୟାଚକୁ କଡା ମୁକାବିଲା ସହ ୮ ରନରେ ବାଜିମାତ୍ କରିଛି ଚେନ୍ନାଇ ସୁପର କିଙ୍ଗସ । ଏହି ବିଜୟ ସହ ଷଷ୍ଠ ସ୍ଥାନରୁ ସିଧା ତୃତୀୟ ସ୍ଥାନରେ ପହଞ୍ଚିଛି ସିଏସକେ । ଏହି ହାଇଭୋଲ୍ଟେଜ ମ୍ୟାଚରେ…

IPL-2023 ସୂଚୀରେ ବଡ ପରିବର୍ତ୍ତନ: ଚେନ୍ନାଇର ଏହି ମ୍ୟାଚ ପୂର୍ବରୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ନେଇ କ୍ରେଜ ଏବେ ଶୀର୍ଷରେ ପହଞ୍ଚି ସାରିଛି । ତେବେ ଟୁର୍ଣ୍ଣାମେଣ୍ଟ ଭିତରେ ହିଁ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଟୁର୍ଣ୍ଣାମେଣ୍ଟର ମ୍ୟାଚସୂଚୀରେ ଏକ ବଡ ପରିବର୍ତ୍ତନ କରାଯାଇଛି…

୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ? ବିଶ୍ୱକପ ପୂର୍ବରୁ IOC କରିପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଜାରି ରହିଛି । ଦିନକୁ ଦିନ କ୍ରିକେଟର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ତେବେ ଏଭଳି ସ୍ଥିତିରେ ଆସନ୍ତା ୨୦୨୮ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସରେ…

ଚେନ୍ନାଇର ବିସ୍ଫୋରକ ବ୍ୟାଟିଂ: ବାଙ୍ଗାଲୋରକୁ ୨୨୭ ରନର ବିଶାଳ ଲକ୍ଷ୍ୟ

ବାଙ୍ଗାଲୋର: ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋରକୁ ଏକ ବିଶାଳ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପର କିଙ୍ଗସ । ଡେଭନ୍ କନୱେ ଏବଂ ଶିବମ ଦୁବେଙ୍କ ଧୂଆଁଦାର ଅର୍ଦ୍ଧଶତକ ସହିତ ରାହାଣେଙ୍କ ଦମଦାର ବ୍ୟାଟିଂରେ ସିଏସକେ ୨୦୦ ରନ ପାର…

କେବେ IPLରୁ ଧୋନୀ ନେବେ ଅବସର? ସନ୍ନ୍ୟାସ ନେଇ ବଡ ବୟାନ ଦେଲେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀଙ୍କ କ୍ୟାରିୟରର ଶେଷ ସିଜନ ବୋଲି ଚର୍ଚ୍ଚା ହେଉଛି । ଚଳିତବର୍ଷ ସେ ଆଇପିଏଲରୁ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଏ ନେଇ ଅନେକ…

RCB ବିପକ୍ଷରେ ଓଡିଆ ପୁଅ ଶୁଭ୍ରାଂଶୁଙ୍କୁ ମିଳିପାରେ ସୁଯୋଗ: ବାଦ୍ ପଡିବେ ଷ୍ଟାର ଖେଳାଳି

ବାଙ୍ଗାଲୋର: ଆଜି ସନ୍ଧ୍ୟାରେ ଆଇପିଏଲର ଏକ ହାଇ ଭୋଲ୍ଟେଜ ମ୍ୟାଚ ଦେଖିବାକୁ ମିଳିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲିଗର ସର୍ବଶ୍ରେଷ୍ଠ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଟିମ…