Browsing Category

ଖେଳ

ଶାହାରୁଖ ଖାନଙ୍କ ହୁକ୍ ଷ୍ଟେପକୁ କପି କରି ନାଚିଲେ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା, ଭିିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଷ୍ଟ୍ରେଲିଆ ବିପକ୍ଷରେ ନାଗପୁର ଟେଷ୍ଟ ମ୍ୟାଚ ସମୟରେ ବିରାଟ କୋହଲି ଏବଂ ରବିନ୍ଦ୍ର ଜଡେଜାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯେଉଁଥିରେ ଏହି ଦୁଇ ଖେଳାଳି ଶାହାରୁଖ ଖାନଙ୍କ ନୂଆ…

ପଞ୍ଚମ ଥର କ୍ଲବ୍ ବିଶ୍ୱକପ ଚାମ୍ପିୟନ ହେଲା ରିଅଲ ମାଡ୍ରିଡ, ୫-୩ ଗୋଲ୍‌ରେ ଅଲ ହିଲାଲ ପରାସ୍ତ

ନୁଆଦିଲ୍ଲୀ: କ୍ଲବ୍ ବିଶ୍ୱକପ ଇତିହାସରେ ପଞ୍ଚମ ଥର ପାଇଁ ରିଅଲ ମାଡ୍ରିଡ ବିଶ୍ୱ ଚାମ୍ପିୟନ ହୋଇଛି। ମରକ୍କୋରେ ଖେଳାଯାଇଥିବା ଏହି ମୁକାବିଲାରେ ମାଡ୍ରିଡ୍ ଦଳ ସାଉଦି ଆରବର ଅଲ ହିଲାଲକୁ ୫-୩ ଗୋଲ୍‌ରେ ପରାସ୍ତ କରି ଆଉ…

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଆଚରଣ ବିଧି ଉଲ୍ଲଂଘନ, ରବୀନ୍ଦ୍ର ଜାଡେଜା ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

ନୂଆଦିଲ୍ଲୀ: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଆଇସିସି ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦଣ୍ଡିତ କରିଛି ଆଇସିସି। ଏହି ମ୍ୟାଚ ସମୟରେ ଆଇସିସି ଆଚରଣ ବିଧିର…

IND Vs AUS ପ୍ରଥମ ଟେଷ୍ଟ: ନାଗପୁରରେ ଭାରତର ଇନିଂସ ବିଜୟ, ଅଶ୍ୱିନ-ଜାଡେଜାଙ୍କ ଆଗରେ ସରେଣ୍ଡର କଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌

ନୁଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ୨୦୨୩ ପ୍ରଥମ ମ୍ୟାଚ୍‌ରେ ବଡ଼ ବିଜୟ ହାସଲ କରିଛି ଭାରତ। ନାଗପୁରରେ ଖେଳାଯାଉଥିବା ଏହି ମ୍ୟାଚ୍‌ ଅଢେଇ ଦିନରେ ହିଁ ଶେଷ ହୋଇଯାଇଛି। ଭାରତ ଏହି ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୨୨୩…

IND vs AUS ପ୍ରଥମ ଟେଷ୍ଟ: ପ୍ରଥମ ପାଳିରେ ଭାରତ ୨୨୩ ରନ୍‌ରେ ଆଗୁଆ, ବ୍ୟାଟିଂରେ କମାଲ କଲେ ଜାଡେଜା-ଅକ୍ଷର ଏବଂ ଶାମୀ

ନୂଆଦିଲ୍ଲୀ: ନାଗପୁରରେ ଚାଲିଥିବା ବର୍ଡ-ଗାଭାସ୍କର ଟ୍ରଫି ପ୍ରଥମ ମ୍ୟାଚ୍‌ର ତୃତୀୟ ଦିନରେ ଭାରତ ୪୦୦ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ଏହା ସହିତ ଭାରତ ପ୍ରଥମ ପାଳିରେ ଅଷ୍ଟ୍ରେଲିଆଠୁ ୨୨୩ ରନ୍‌ରେ ଆଗୁଆ ରହିଛି। ଅଧିନାୟକ…

ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ତାଜିନ୍ଦରପାଲ ସିଂ ଟୁର

ଆସ୍ଥାନା : ଆସ୍ଥାନାଠାରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଭାରତର ଜାତୀୟ ରେକର୍ଡଧାରୀ ତାଜିନ୍ଦରପାଲ ସିଂ ଟୁର ଶୁକ୍ରବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୨୩ ର ପୁରୁଷ ସଟ୍ ପୁଟ୍ ରେ ୧୯.୪୯…

ଦୁର୍ଘଟଣା ପରେ ଏପରି ହୋଇଛି ଋଷଭ ପନ୍ତଙ୍କ ଅବସ୍ଥା, ଚାଲିବାର ପ୍ରଥମ ଫଟୋ କଲେ ସେୟାର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଚଳିତ ବର୍ଷ ଆରମ୍ଭ ପୂର୍ବରୁ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ରୁର୍କିରେ ଋଷଭଙ୍କ କାର ଡିଭାଇଡର୍ ସହିତ ମୁହାଁମୁହିଁ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ହଙ୍ଗାମା, ଜାଡେଜାଙ୍କ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ

ନାଗପୁର: ଅଷ୍ଟ୍ରେଲିଆ ବିପକ୍ଷରେ ନାଗପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତର ରବିନ୍ଦ୍ର ଜାଡେଜା ପ୍ରଚଣ୍ଡ ଫର୍ମ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆହତ ସମସ୍ୟାରୁ ମୁକୁଳିବା ପରେ ଜାଡେଜା ତାଙ୍କର…

ବର୍ଡର-ଗାଭାସ୍କର ଟ୍ରଫି: ଭାରତର ସ୍ପିନ୍ ଜାଲରେ ଫସିଲା ଅଷ୍ଟ୍ରେଲିଆ, ପ୍ରଥମ ଦିନରେ ବୋଲିଂ ଓ ବ୍ୟାଟିଂରେ ଦମ୍ ଦେଖାଇଲା ଭାରତ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି। ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଭାରତର ସ୍ପିନ୍ ଜାଲରେ ଛନ୍ଦି ହୋଇଯାଇଛି। କଙ୍ଗାରୁ…

(VIDEO)ଭାରତ ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ; ଆରମ୍ଭରୁ ଦର୍ଶକଙ୍କୁ ନିରାଶ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଅନୁଷ୍ଟିତ ହୋଇଯାଇଛି । ଯେଉଁଥିରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିରାଶ ହୋଇଛି ।…