Browsing Category
ଖେଳ
ରାଜ୍ୟଗୋଷ୍ଠୀ କ୍ରୀଡା: ଅଷ୍ଟମ ଦିନରେ ଦମ୍ ଦେଖାଇଲେ କୁସ୍ତି ଯୋଦ୍ଧା, ତିନି ସ୍ୱର୍ଣ୍ଣ ସହ ଜିତିଲେ ୬ ପଦକ
ନୂଆଦିଲ୍ଲୀ: ଷ୍ଟାର ରେସଲର ବଜରଙ୍ଗ ପୁନିୟା, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ ଭାରତ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଅଂଶୁ ମଲ୍ଲିକ ଶୁକ୍ରବାର ଦିନ କମନୱେଲଥ ଗେମ୍ସ ରେସଲିଂ ଇଭେଣ୍ଟରେ ଡେବ୍ୟୁ କରିଥିଲେ।…
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରେସଲିଂରେ ୩ ସ୍ୱର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ପଦକ ହାସଲା କଲା ଭାରତ
ବର୍ମିଂହାମ :ବର୍ମିଂହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ, ରେସଲର ଦୀପକ ପୁନିଆ ଓ ମହିଳା ରେସଲର ସାକ୍ଷୀ ମଲ୍ଲିକ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେହିପରି ମହିଳା…
ଶୁଟ କରୁ କରୁ କରିନେଲେ ଲୁଟ: ସମ୍ପର୍କୀୟଙ୍କୁ ଚୂନ ଲଗାଇ ଲୁଟି ନେଲେ ନେସନାଲ ଶୁଟିଙ୍ଗ ପ୍ଲେୟର
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ସାମନାକୁ ଆସିଛି ଏକ ବିରାଟ ଲୁଟ ଘଟଣା । ଏହି ଘଟଣା ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଦେଇଛି । ଜଣେ ନେସନାଲ ଶୁଟିଙ୍ଗ ପ୍ଲେୟର ଲୋକମାନଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା…
ଟି-୨୦ରେ ଅଶ୍ଵିନଙ୍କ ପ୍ରତ୍ୟାବର୍ତ୍ତନରେ ବିପଦରେ ଏହି ସ୍ପିନରଙ୍କ ସ୍ଥାନ, ଚହଲଙ୍କ ଉପରେ ମଧ୍ୟ ଝୁଲିଲା ଖଣ୍ଡା
ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବାକୁ ଆଉ ତିନି ମାସରୁ କମ ସମୟ ବାକି ରହିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନଜର ଶ୍ରେଷ୍ଠ ୧୫ ଜଣ ଖେଳାଳିଙ୍କ ଚୟନ ଉପରେ ରହିଛି। ବିଶ୍ଵକପ୍ ଦଳ ଚୟନ ପାଇଁ ଆଇସିସି ଶେଷ…
ରାଜ୍ୟଗୋଷ୍ଠୀ କ୍ରୀଡାରେ ହାଇଭୋଲଟେଜ୍ ଡ୍ରାମା, ହାତାହାତି ହେଲେ ଦୁଇ ଖେଳାଳି, ସବୁ ସୀମା ଲଙ୍ଘିଲେ
ନୂଆଦିଲ୍ଲୀ: କ୍ରୀଡା ମଇଦାନରେ କଡା ସଂଘର୍ଷ ସମୟରେ ଖେଳାଳିଙ୍କ ମଧ୍ୟରେ ସର୍ବଦା ଗରମା ଗରମ ମାହୋଲ ଦେଖିବାକୁ ମିଳିଥାଏ। ମାତ୍ର ବେଳେ ବେଳେ ଖେଳାଳି ସମସ୍ତ ସୀମା ଅତିକ୍ରମ କରି ଦିଅନ୍ତି ଏବଂ ମଇଦାନରେ ହାତାହାତି…
୨୦୨୮ ଲସଏଞ୍ଜେଲ୍ସ ଅଲିମ୍ପିକ, କ୍ରିକେଟ ଇଭେଣ୍ଟ ସାମିଲ ନେଇ ସମୀକ୍ଷା
ଲାଉସାନେ: ଆସନ୍ତା ୨୦୨୮ ଲସଏଞ୍ଜେଲ୍ସ ଅଲିମ୍ପିକ କ୍ରୀଡାରେ କ୍ରିକେଟ ଇଭେଣ୍ଟ ସାମିଲ ନେଇ ସମୀକ୍ଷା କରାଯିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଗୁରୁବାର ଦିନ ସୂଚନା ଦେଇଛି । ଅଧିକ ଟିପ୍ପଣୀ ଦେଇ ଆଇଓ…
ପାରା ପାୱାରଲିଫ୍ଟିଂରେ ପଦକ ଜିତି ଇତିହାସ ରଚିଲେ ସୁଧୀର: ଭାରତକୁ ଦେଲେ ୬ଷ୍ଠ ସ୍ୱର୍ଣ୍ଣ
ନୂଆଦିଲ୍ଲୀ: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୨ରେ ଭାରତର ସୁଧୀର ଇତିହାସ ରଚିଛନ୍ତି । ପାରା ପାୱାରଲିଫ୍ଟରେ ସେ ପ୍ରଥମ ଥର ପାଇଁ ଇଣ୍ଡିଆକୁ ଗୋଲ୍ଡ ଦେଇଛନ୍ତି । ଏହାପୂର୍ବରୁ ଭାରତ ଏପର୍ଯ୍ୟନ୍ତ ଏହି…
ରାଜ୍ୟଗୋଷ୍ଠୀ କ୍ରୀଡା: ହାମର ଥ୍ରୋ ଫାଇନାଲରେ ମଞ୍ଜୁବାଳା, ୨୦୦ ମିଟର ହିଟ ସେମିଫାଇନାଲରେ ଆଥଲେଟ ହିମା ଦାସ
ବର୍ମଂହାମ: ଭାରତୀୟ ମହିଳା ହାମରଥ୍ରୋର ମଞ୍ଜୁବାଳା ଏଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ଫାଇନାଲ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । କ୍ୱାଲିଫାଇଂ ରାଉଣ୍ଡରେ ମଞ୍ଜୁବାଳା ୧୧ତମ ସ୍ଥାନ…
CWG 2022: ସେମିରେ ପହଞ୍ଚିଲା ଭାରତୀୟ ପୁରୁଷ ହକି ଦଳ, ଆସନ୍ତା ୬ରେ ହେବ ମୁକାବିଲା
ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ରେ ଭାରତୀୟ ପୁରୁଷ ହକି ଟିମ୍ ଶାନଦାର ପ୍ରଦର୍ଶନ କରିଛି । ଦଳ ୱେଲ୍ସକୁ ୪-୧ ଗୋଲରେ ହରାଇ ସେମିରେ ପ୍ରବେଶ କରିଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ସର୍ବାଧିକ ୩ଟି ଗୋଲ ସ୍କୋର…
୯ ବର୍ଷ ପରେ ହେଲା ମହା ମିଳନ: କ୍ରିକେଟ ପାଇଁ ବାପା-ମା’ଙ୍କଠାରୁ ଥିଲେ ଦୂରରେ
ନୂଆଦିଲ୍ଲୀ: ଇଚ୍ଛା ଶକ୍ତି ଥିଲେ କିଛି ବି ଅସମ୍ଭବ ନୁହେଁ । ମଣିଷର ସାମର୍ଥ୍ୟ ହିଁ ଏହି ଅସମ୍ଭବ ଶବ୍ଦକୁ ସମ୍ଭବ କରି ଦେଖାଇ ଦିଏ । ଏହି ଇଚ୍ଛାଶକ୍ତି ଆଉ ତ୍ୟାଗ କରି ଆଜି କ୍ରିକେଟ ଜଗତରେ ଖୁବ ସଫଳ ହୋଇପାରିଛନ୍ତି…