Browsing Category

ଖେଳ

ଭାରତ-ଶ୍ରୀଲଙ୍କା ପ୍ରଥମ T-20 ଆଜି: ବିଜୟରୁ ମିଶନ-୨୦୨୩ ଆରମ୍ଭ କରିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ: ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଭାରତର ଅଗ୍ନିପରୀକ୍ଷା ହେବ । ନୂଆ ବର୍ଷରେ…

ରାହୁଲ ଦ୍ରାବିଡଙ୍କ ପରେ ଭିଭିଏସ୍ ଲକ୍ଷ୍ମଣ ହୋଇପାରନ୍ତି ପରବର୍ତ୍ତୀ ଟିମ୍ ଇଣ୍ଡିଆ କୋଚ୍: ରିପୋର୍ଟ

ମୁମ୍ବାଇ: ବିସିସିଅଆଇ ସହିତ ଚୁକ୍ତି ସମାପ୍ତ ହେବା ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବେ ଭିଭିଏସ୍ ଲକ୍ଷ୍ମଣ। ବର୍ତ୍ତମାନ କୋଚ୍ ଥିବା ରାହୁଲ ଡ୍ରାଭିଡଙ୍କ ସହିତ ବିସିସିଆଇ ଚୁକ୍ତିକୁ ବଢାଇବାକୁ ଚାହୁଁ ନଥିବା…

ପାକିସ୍ତାନ କ୍ରିକେଟ୍ ରେ ଚର୍ଚ୍ଚାରେ ଏବେ ଶ୍ୱଶୁର-ଜ୍ୱାଇଁ ଯୋଡି

ନୂଆଦିଲ୍ଲୀ :ଆଜିକାଲି ପାକିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ଦେଖାଦେଇଛି, ନିକଟରେ ପାକିସ୍ତାନର ନୂତନ ପିସିବି ଅଧ୍ୟକ୍ଷ ମଧ୍ୟ ପରିବର୍ତ୍ତନ ହେଇଛନ୍ତି। ଏହା ସହିତ ପାକିସ୍ତାନ କ୍ରିକେଟ୍ ଦଳର ଚୟନର ନିର୍ଦ୍ଦେଶ ଏବେ…

ଆଇପିଏଲ୍ ୨୦୨୩ ଖେଳିବେନି କୋହଲି, ରୋହିତ ଏବଂ ହାର୍ଦ୍ଦିକ! ଆସିଲା ବଡ ଖବର

ମୁମ୍ବାଇ: ନୂଆ ବର୍ଷରେ ବିସିସିଆଇ ଏକ ସମୀକ୍ଷା ବୈଠକ କରିଛି। ଏହି ବୈଠକରେ ବୋର୍ଡ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ଖେଳାଳିଙ୍କ କାର‌୍ୟ୍ୟଭାର ପରିଚାଳନା ଉପରେ ବିଶେଷ ଧ୍ୟାନ…

ବିଶ୍ୱକପ୍ ଜିତିବା ପାଇଁ ମେଗା ପ୍ଲାନ୍: BCCI ନେଲା ୩ଟି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ…

କ୍ରୀଡ଼ାମନ୍ତ୍ରୀ ଦେଲେ ଇସ୍ତଫା, ସଙ୍ଗୀନ ଅଭିଯୋଗ ପରେ ପଦ ଛାଡିଲେ ମନ୍ତ୍ରୀ

ପୋଲିସ ହରିୟାଣା କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରାଯାଇଛି । ଜୁନିୟର ମହିଳା ପ୍ରଶିକ୍ଷକ ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ଏବେ ସନ୍ଦୀପ…

ହକି ବିଶ୍ୱକପ ପାଇଁ ନୂଆ ନିଷ୍ପତ୍ତି: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗିବ LCD Screen, ଛାତ୍ରଛାତ୍ରୀ ନେବେ ହକିର ମଜା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆରମ୍ଭ ହେବ ହକି ବିଶ୍ୱକପ । ସେଥିପାଇଁ ବିଶ୍ୱକପର ସମସ୍ତ ମ୍ୟାଚ ଆୟୋଜନ ହେବାକୁ ସ୍ଥିରୀକୃତ ହୋଇଥିବା ଦୁଇ ସହର ଭୁବନେଶ୍ୱର ଓ…

ଋଷଭଙ୍କ ଉପରେ ଲାଗିପାରେ ଓଭର ସ୍ପିଡିଂ କେସ! ଦୁର୍ଘଟଣାର ବଡ଼ ଅପଡେଟ ଦେଲେ ଡିଜିପି

ନୂଆଦିଲ୍ଲୀ: ଭାରତୀୟ କ୍ରିପେଟ ଟିମର ଷ୍ଟାର ପ୍ଲେୟର ଋଷଭ ପନ୍ତ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ସେ ଅଳ୍ପକେ ବର୍ତ୍ତିଥିଲେ ମଧ୍ୟ ତାଙ୍କର ପିଠି, ମୁଣ୍ଡ ଓ ଗୋଡ଼ରେ ଗଭୀର ଭାବେ ଆଘାତ ଲାଗିଥିବା…

BCCIଜାରି କରିଲା ଚଳିତ ବର୍ଷ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କ ନାମ

ନୂଆଦିଲ୍ଲୀ :ଆଜି ହେଉଛି ୨୦୨୨ ର ଶେଷ ଦିନ ଏବଂ ଏହି ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ସମସ୍ତ କ୍ରିକେଟ୍ ମ୍ୟାଚ୍ ମଧ୍ୟ ସମାପ୍ତ ହୋଇଛି। ଏହି ବର୍ଷ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏତେ ବିଶେଷ ହୋଇନାହିଁ। ଦଳ ଅନେକ କ୍ରିକେଟ୍…

ଋଷଭ ପନ୍ତଙ୍କ ପାଇଁ ପ୍ରାର୍ଥନା କଲେ ପଡୋଶୀ ପାକିସ୍ତାନୀ ଖେଳାଳି, ଦେଖନ୍ତୁ ଟୁଇଟ୍ କ’ଣ କହିଲେ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତ କାର ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କ ପ୍ରଶଂସକ, କ୍ରିକେଟ୍ ବ୍ୟକ୍ତିତ୍ୱ ତଥା ଦେଶ ତଥା ବିଦେଶରେ ଉପସ୍ଥିତ ଥିବା ସମସ୍ତ ଲୋକ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।…