Browsing Category
ଖେଳ
ICCରେ ଜୟ ଶାହାଙ୍କୁ ମିଳିଲା ବଡ଼ ଦାୟିତ୍ୱ, କାଟ ଖାଇଲା ପାକିସ୍ତାନର ପ୍ରସ୍ତାବ
ବିସିଆଇ ସାଧାରଣ ସଚିବ ଜୟ ଶାହାଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ରେ ବହୁତ ବଡ଼ ଦାୟିତ୍ୱ ମିଳିଛି । ତାଙ୍କୁ ଆଇସିସିର ପୁରୁଷ କ୍ରିକେଟ କମିଟିର ସଦସ୍ୟ ଭାବରେ ସ୍ଥାନ ମିଳିଛି । ରବିବାର ଦୁବାଇରେ ଆଇସିସିର…
ପାକିସ୍ତାନ କ୍ରିକେଟ ବୋର୍ଡରୁ ଇସ୍ତଫା ଦେଇ ପାରନ୍ତି ରମିଜ ରାଜା
ପାକିସ୍ତାନରେ ଜାରି ରହିଥିବା ରାଜନୈତିକ ସଂଙ୍କଟରୁ ନିଜକୁ ଦୁରେଇ ପାରିନି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) । ଅବିଶ୍ୱାସ ଭୋଟରେ ବହୁମତ ହରାଇବା ପରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।…
ମ୍ୟାଚ୍ ସମୟରେ ହର୍ଷଲ ପଟେଲଙ୍କ ପାଇଁ ଆସିଲା ଦୁଃଖଦ ଖବର, ଆଇପିଏଲ ଛାଡିଲେ ଆରସିବିର ଏହି ଷ୍ଟାର ବୋଲର
ପୁଣେ: ପୁଣେର ଏନସିଏ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲ ୨୦୨୨ ଖେଳାଯାଉଥିବା ସମୟରେ ଆରସିବିର ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ପାଇଁ ଆସିଛି ଦୁଃଖଦ ଖବର। ମ୍ୟାଚ୍…
ଥାଇଲାଣ୍ଡ ଏଜ୍ ଗ୍ରୁପ ସନ୍ତରଣ ଚାମ୍ପିଅନଶିପ୍, ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଚହଟ ଆରୋରା
ନୂଆଦିଲ୍ଲୀ: ଭାରତର ଚହଟ ଆରୋରା ଥାଇଲାଣ୍ଡରେ ଅନୁଷ୍ଠିତ ଏକ ଗ୍ରୁପ ସନ୍ତରଣ ଚାମ୍ପିଅନଶିପର ମହିଳା ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଇଭେର୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ । ଗତ ବର୍ଷ ଜାତୀୟ ଚାମ୍ପିଅନଶିପରେ ଦୁଇ ସ୍ୱର୍ଣ୍ଣ…
ବିରାଟ-ଅନୁଜଙ୍କ ଦମଦାର ପାଳିରେ କମବ୍ୟାକ କଲା RCB : ପୁଣି ମୁମ୍ବାଇର ପ୍ରଥମ ବିଜୟ ସ୍ୱପ୍ନ ଧୂଳିସାତ
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ୧୫୨ ରନର ଲକ୍ଷ୍ୟକୁ ମାତ୍ର ୧୯ ଓଭରରେ ହାସଲକ ରିଛି ବାଙ୍ଗାଲୋର । ଓପନର ଅନୁଜ ରାୱତ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଦମଦାର ପାଳି ଫଳରେ ଦଳ ୯ ବଲ ବାକି ଥାଇ ବିଜୟ ହାସଲ କରି…
ସୂର୍ଯ୍ୟ କିରଣରେ ଝଲସିଲା ପୁଣେ: ଯାଦବଙ୍କ ଧୂଆଁଧାର ପାଳି ସହ ମୁମ୍ବାଇ ଦେଲା ୧୫୨ ରନର ଟାର୍ଗେଟ
ମୁମ୍ବାଇ: ପ୍ରାରମ୍ଭିକ ଝଟକା ପରେ ମଧ୍ୟ ୧୫୦ ରନ ଅତିକ୍ରମ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏକଦା ୧୦୦ ରନ ଛୁଇଁବା ଆଶା କ୍ଷୀଣ ହୋଇଯାଇଥିବା ବେଳେ ବାଙ୍ଗାଲୋରକୁ ଲାଗିଥିଲା ସୂର୍ଯ୍ୟପରାଗ । ୧୮୩ ଷ୍ଟ୍ରାଇକ ରେଟରେ…
ପୁଣି ମାଟି କାମୁଡିଲା ଚେନ୍ନାଇ: ପଏଣ୍ଟ ଖାତା ଖୋଲିଲା ସନରାଇଜର୍ସ
ଚଳିତ ଆଇପିଏଲର ୧୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସ୍ କୁ ୮ ୱିକେଟ୍ ରେ ହରାଇଛି । ଚାରିଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ପୁଣି ଥରେ ପରାଜୟର ସାମ୍ନା କରିଛି । ଏହି ପରାଜୟ ସହିତ ଚଳିତ…
ଆଇପିଏଲ୍-୨୦୨୨: ନିଜେ ରନ୍ ଆଉଟ୍ ହେଲେ, କିନ୍ତୁ ମିଲରଙ୍କ ଉପରେ ବର୍ଷିଲେ ହାର୍ଦ୍ଦିକ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗତକାଲି ଗୁଜୁରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଲଢ଼େଇ ହେଉଥିଲା । ତେବେ ଉକ୍ତ ମ୍ୟାଚରେ ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପ୍ୟାଣ୍ଡ୍ୟାଙ୍କୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି…
ବାତ୍ରାଙ୍କ ବିରୋଧରେ ୩୫ ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ଖୁବଶୀଘ୍ର ସିବିଆଇ ଜେରା କରିବ ସିବିଆଇ
ନୂଆଦିଲ୍ଲୀ: ସିବିଆଇ ଜାଲରେ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ତଥା ଅନ୍ତର୍ଜାତୀୟ ହକି ଫେଡେରେସନର ଅଧ୍ୟକ୍ଷ ନରିନ୍ଦର ବାତ୍ରା । ମିଳିଥିବା ସୂଚନା ମୁତାବକ ବାତ୍ରା ବ୍ୟକ୍ତିଗତ କାର୍ଯ୍ୟରେ ହକି ଇଣ୍ଡିଆର ୩୫ ଲକ୍ଷ…
ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ୍: ଦକ୍ଷିଣ କୋରିଆକୁ ୩-୦ ପରାସ୍ତ କରି ସେମିରେ ଭାରତ
ପୋଚେଫଷ୍ଠ୍ରୁମ(ଦକ୍ଷିଣ ଆଫ୍ରିକା): ଭାରତୀୟ ଜୁନିୟର ମହିଳା ହକି ଦଳ ବିଜୟ ଧାରା ବଜାୟ ରଖି ଏଠାରେ ଚାଲିଥିବା ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ଗ୍ରୁପ…