Browsing Category

ଖେଳ

ରୋହିତ ଶର୍ମା ଅଧିନାୟକ ହେବା ପରେ ଏହି ୪ ଜଣ ଖେଳାଳିଙ୍କ କ୍ୟାରିୟର ହୋଇଯିବ ସମାପ୍ତ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲ ପୂର୍ବରୁ ସୁପର-୧୨ ପର୍ଯ୍ୟାୟରୁ ବିଦାୟ ନେଇଛି । ତେବେ ଆଇପିଏଲଠାରୁ ଆରମ୍ଭ କରି ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତର ଅଧିନାୟକ ଓ କୋଚ ବଦଳିବାକୁ ନେଇ ବହୁତ ଚର୍ଚ୍ଚା…

ଟି-୨୦ ବିଶ୍ୱକପ୍‌ର ଫାଇନାଲ୍‌: ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ, ପ୍ରଥମ ଟାଇଟଲ ଲକ୍ଷ୍ୟରେ ମଇଦାନକୁ ଓହ୍ଳାଇବେ ଉଭୟ ଟିମ୍

ଦୁବାଇ: ଟି-୨୦ କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଉଭୟ ଦେଶ ପ୍ରଥମ ଟି-୨୦  ବିଶ୍ଵକପ୍ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ। ଆଜିର ମ୍ୟାଚ୍‌ରେ…

T20 WC Final: ଖେଳିବେନି ଡେଭନ କନଓ୍ଵେ, ତାଙ୍କ ସ୍ଥାନ ନେଲେ କେକେଆରର ବିସ୍ଫୋରକ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୧ର ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପଡୋଶୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଦୁଇ ଦେଶ ପ୍ରଥମ ଟି-୨୦  ବିଶ୍ଵ କପ୍ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ଆସନ୍ତାକାଲି…

ଥକି ପଡିଲେଣି ଖେଳାଳି ! ରୋଟେସନ ପଲିସି ଆଣିପାରେ ବିସିସିଆଇ, ବରିଷ୍ଠ ଖେଳାଳିଙ୍କୁ ମିଳିବ ବିଶ୍ରାମ

ମୁମ୍ଵାଇ:  ଟି-୨୦ ବିଶ୍ଵ କପ୍ର ସୁପର-୧୨ ରାଉଣ୍ଡରୁ ଆଗେଇ ପାରିନଥିଲା ଭାରତ। ଏହା ପରେ ଦଳ ପରାଜୟର କାରଣ ଖୋଜାଗଲା। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ବାୟୋ ବବଲ ହିଁ ପରାଜୟ କାରଣ ବୋଲି ଅନେକାଂଶରେ କୁହାଗଲା। ଟି-୨୦…

ପ୍ରଥମ ଓଡ଼ିଆ ଭାବରେ ପ୍ରମୋଦ ଭଗତଙ୍କୁ ଖେଳରତ୍ନ: ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଥମ ଓଡ଼ିଆ ଭାବରେ ମେଜର ଧ୍ୟ।।ନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରମୋଦ ଭଗତ । ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦକ ସହିତ ସମ୍ମାନିତ…

ସେକ୍ସ ସ୍କାଣ୍ଡାଲରେ ଟିମ୍ ଇଣ୍ଡିଆର ଆଉ କେତେଜଣ ଖେଳାଳି ସମ୍ପୃକ୍ତ ଅଛନ୍ତି: T-20 World Cupରେ ଦଳ ଏଇଥିପାଇଁ ହାରିଲା କି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତରେ ପଶିଛି ସେକ୍ସ ସ୍କାଣ୍ଡାଲ୍ । ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଓ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଲା ଏହି ଦୁଷ୍କର୍ମରେ ସାମିଲ ରହିଥିବା ଆସିଛି ଅଭିଯୋଗ । କୁଖ୍ୟାତ…

ସେମିଫାଇନାଲ୍ ପୂର୍ବରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ ରିଜୱାନ୍, ଭାରତୀୟ ଡାକ୍ତର କରିଥିଲେ ଚିକିତ୍ସା

ଦୁବାଇ: ପାକିସ୍ତାନର ଷ୍ଟାର୍ କ୍ରିକେଟର୍ ମହମ୍ମଦ ରିଜୱାନ ଟି୨୦ ବିଶ୍ୱକପ୍ ରେ ଦମଦାର ପ୍ରଦର୍ଶନ କରିଛନ୍ତି । ହେଲେ ଗୁରୁବାର ଦିନ ଅଷ୍ଟ୍ରେଲିୟା ବିପକ୍ଷ ମ୍ୟାଚ୍ ରେ ପାକିସ୍ତାନ ହାରି ଯାଇଥିଲା । ତେବେ ରିଜୱାନ୍ ଚଳିତ…

ଟି-ଟେଣ୍ଟି ବିଶ୍ୱକପ: ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ, ବିଜୟ ଉଭୟ ଦଳ ପାଇଁ ଏକ…

ଦୁବାଇ: ସେମିଫାଇନାଲରେ ପରାଜୟ ସ୍ୱିକାର କରି ଦୁଇ ଟାଇଟଲ ଫେବରାଇଟ୍‌ ଦଳ ଇଂଲଣ୍ଡ ଓ ପାକିସ୍ତାନ ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରୁ ବିଦାୟ ନେଇଛନ୍ତି । ବର୍ତ୍ତମାନ ଅନ୍ୟ ଦୁଇ ଦଳର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।…

ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ପଦ ଛାଡି ପାରନ୍ତି କୋହଲି, ସଙ୍କେତ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ ୧୨।୧୧: ଟି-୨୦ ବିଶ୍ଵ କପ୍ ସହ ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ହେଲେ ଏହି ପୂର୍ବତନ କୋଚ୍ଙ୍କ ମତରେ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ପରେ ଅନ୍ୟ ଫର୍ମାଟ୍ରୁ ମଧ୍ୟ…

ଟି-୨୦ ବିଶ୍ଵ କପ୍ ଫାଇନାଲରେ ଦମ ଦେଖାଇବେ ଭାରତୀୟ ଅମ୍ପାୟର, ନାଁ ଘୋଷଣା କଲା ଆଇସିସି

ଦୁବାଇ ୧୨।୧୧: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ଵ କପ୍ର ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ। ଏହି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପାଇଁ ଆଇସିସି ପକ୍ଷରୁ ଅମ୍ପାୟରଙ୍କ ପ୍ୟାନେଲ୍ ଘୋଷଣା କରାଯାଇଛି। ଏହି…