Browsing Category
ଖେଳ
FIH ପ୍ରୋ ହକି ଲିଗ୍: ଦମଦାର ବିଜୟ ସହିତ ଭାରତୀୟ ମହିଳାଙ୍କ ହ୍ୟାଟ୍ରିକ୍
ନୂଆଦିଲ୍ଲୀ: ଏଫଆଇଏଚ୍ ପ୍ରୋ ହକି ଲିଗରେ ଚମକପ୍ରଦ ବିଜୟ ହାସଲ କରିଛି ଭାରତ । ନିଜ ଠାରୁ ଉଚ୍ଚ ରାଙ୍କିଙ୍ଗ ପ୍ରାପ୍ତ ସ୍ପେନକୁ ୨-୧ରେ ପରାସ୍ତ କରିଛନ୍ତି ଭାରତୀୟ ମହିଳା । ଏହି ବିଜୟ ସହିତ ଭାରତ ନିଜର ହ୍ୟାଟ୍ରିକ ବିଜୟ…
ନିଶଙ୍କାଙ୍କ ଅର୍ଦ୍ଧଶତକ ଓ ଶନକାଙ୍କ ଧୂଆଁଧାର ଇନିଂସ: ଭାରତ ଆଗରେ ୧୮୪ରନର ଟାର୍ଗେଟ୍
ନୂଆଦିଲ୍ଲୀ: ଧର୍ମଶାଳାରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦ରେ ଭାରତ ସମ୍ମୁଖରେ ରନର ଟାର୍ଗେଟ ରଖିଛି ଶ୍ରୀଲଙ୍କା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୮୩ ରନ…
ରୋହିତଙ୍କ ଅପେକ୍ଷାରେ ନୂଆ ରେକର୍ଡ : ଦ୍ୱିତୀୟ ଟି-୨୦ରେ ହାସଲ କରିପାରନ୍ତି ହିଟମ୍ୟାନ
ଧର୍ମଶାଳା: ଜଣେ ବ୍ୟାଟ୍ସମ୍ୟାନ ଏବଂ ଅଧିନାୟକ ଭାବରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି ରୋହିତ ଶର୍ମା । ସେହିପରି ଆଉ ଏକ ରେକର୍ଡ ତାଙ୍କ ଅପେକ୍ଷାରେ ରହିଛି । ଶ୍ରୀଲଙ୍କା ବିପିକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ…
ରଣଜୀ ଖେଳାଳି ବିଷ୍ଣୁ ସୋଲାଙ୍କୀଙ୍କ କାହାଣୀ: ନବଜାତ ଶିଶୁର ଶେଷକୃତ୍ୟ ସାରି ମ୍ୟାଚରେ ଲଗାଇଲେ ଦମଦାର ଶତକ
ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଏ ହେଉଛି ବରୋଦାର ବ୍ୟାଟ୍ସମ୍ୟାନ ବିଷ୍ଣୁ ସୋଲାଙ୍କୀଙ୍କ କାହାଣୀ । ଚଣ୍ଡୀଗଡ ବିପକ୍ଷ ମ୍ୟାଚରେ ଶତକ ଲଗାଇବା ସତ୍ତେ୍ୱ ମଧ୍ୟ ଏହାକୁ ସେଲିବ୍ରେଟ…
ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦: ସିରିଜ କବ୍ଜା ଲକ୍ଷ୍ୟରେ ମେନ ଇନ ବ୍ଲୁ , ‘କର ବା ମର’ ପରିସ୍ଥିତି ସିଂହଳୀ ବାହିନୀ
ଧର୍ମଶାଳା; ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍କୁ ୬୨ରନ୍ରେ ଜିତିବା ପରେ ରୋହିତ ବାହିନୀ ଏବେ ସିରିଜ କବ୍ଜା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପାଇଁ ‘କର…
ଦିଲ୍ଲୀ ମୁଣ୍ଡରେ ମୁକୁଟ: ପାଟନା ପାଇରେଟ୍ସକୁ ହରାଇ ପ୍ରୋ କବାଡି ଚମ୍ପିଆନ ହେଲା ଦବଙ୍ଗ ଦିଲ୍ଲୀ
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପ୍ରୋ କବାଡି ଲିଗ୍ ର ଚମ୍ପିଆନ ମୁକୁଟ ପିନ୍ଧିଛି ଦବଙ୍ଗ ଦିଲ୍ଲୀ । ବେଙ୍ଗଲୁରୁରେ ଖେଳାଯାଇଥିବା ପ୍ରୋ କବାଡିି ଲିଗର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦବଙ୍ଗ ଦିଲ୍ଲୀ ଏବଂ ପାଟନା…
ଘୋଷଣା ହେଲା ଶ୍ରୀଲଙ୍କାର ଟେଷ୍ଟ ଦଳ: ଭାରତରେ ପହଞ୍ଚିଲା ସିଂହଳୀ, ଦୁଇ ଜଣଙ୍କୁ ଟି-୨୦ ଖେଳିବାର ସୁଯୋଗ
କଲମ୍ବୋ: ଭାରତ ଗସ୍ତରେ ଥିବା ଶ୍ରୀଲଙ୍କା ଦଳ ଟେଷ୍ଟ ସିରିଜ ପାଇଁ ଘୋଷଣା କରିଛି । ଭାରତ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଘୋଷଣା କରିଛି ୧୮ ଜଣିଆ ଟିମ । ତେବେ ଦଳ ଶୁକ୍ରବାର ଭାରତରେ…
ଦ୍ୱିତୀୟ ମ୍ୟାଚ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଜୋରଦାର ଝଟକା: ସମ୍ପୂର୍ଣ୍ଣ ସରିଜରୁ ବାଦ ପଡିଲେ ଏହି ଦୁଇ ମ୍ୟାଚ ବିଜେତା
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ଟିମକୁ ଲାଗିଛି ଶକ୍ତ ଝଟକା । ଦଳର ଦୁଇ ବିଶ୍ୱସ୍ତ ଏବଂ ଷ୍ଟାର ବୋଲରଙ୍କୁ ହରାଇଛି ଅତିଥି ଦଳ । ସ୍ପିନ ବୋଲର ମହୀଷ ତୀକ୍ଷଣା ଏବଂ ଦ୍ରୁତ ବୋଲର ଶିରନ ଫର୍ଣ୍ଣାଣ୍ଡୋ ଆହତ…
ଫୁଟବଲ ଫ୍ୟାନଙ୍କ ପାଇଁ ଦୁସମ୍ବାଦ: ଯୁଦ୍ଧ ପାଇଁ ଘୁଞ୍ଚିଲା ଚାମ୍ପିୟନ୍ସ ଲିଗ୍ ଫାଇନାଲ ମୁକାବିଲା
ନୂଆଦିଲ୍ଳୀ: ଫୁଟବଲ ଫ୍ୟାନଙ୍କ ପାଇଁ ଖରାପ ଖବର । ଚାମ୍ପିୟନ୍ସ ଲିଗର ଫାଇନାଲକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଋଷିଆର ସେଣ୍ଟ ପିଟସବର୍ଗରେ ଏହି ଫାଇନାଲ ମୁକାବିଲା ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ଆସନ୍ତା ମେ…
ବଦଳିଲା IPL-୨୦୨୨ର ନିୟମ: ଦୁଇଟି ଗ୍ରୁପରେ ଭାଗ ହେଲା ୧୦ଟି ଯାକ ଟିମ, ମୁମ୍ବାଇ-ଚେନ୍ନାଇ ଅଲଗା
ନୂଆଦିଲ୍ଲୀ: ୨୦୨୨ର ନୂଆ ସିଜନ ପାଇଁ ନୂଆ ନିୟମ ଲାଗୁ କରିଛି ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ । ୨୬ ମାର୍ଚ୍ଚ-୨୯ ମେ ପର୍ଯ୍ୟନ୍ତ ହେବାକୁ ଥିବା ଆଇପିଏଲରେ ଯୋଡି ହେବ କିଛି ନୂଆ ନିୟମ । ଆଇପିଏଲର ସମସ୍ତ ମ୍ୟାଚ…