Browsing Category
ଖେଳ
ଆଇସିସି ଦିନିକିଆ ରାଙ୍କିଙ୍ଗ: ଶ୍ରେଷ୍ଠ ୧୦ରେ ସାମିଲ ହେଲେ କୋହଲି ଓ ରୋହିତ
ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତୀୟ ଦଳର ଦୁଇ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ସ୍ଥାନ ବଜାୟ ରଖୁଛନ୍ତି । ବ୍ୟାଟିଂ ମାନ୍ୟତା ତାଲିକାରେ କୋହଲି ଦ୍ୱିତୀୟ ଓ ରୋହିତ ତୃତୀୟ…
ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ରାଗିଗଲେ ସୁପର କୁଲ ଅଜିଙ୍କ୍ୟ ରାହାଣେ: କହିଲେ ମୋ କ୍ରେଡିଟ ନେଉଛନ୍ତି ଅନ୍ୟ ଖେଳାଳି
ନୂଆଦିଲ୍ଲୀ: ଦୀର୍ଘ ବର୍ଷେ ପରେ ଅଜିଙ୍କ୍ୟ ରାହାଣେଙ୍କର ମନେ ପଡିଛି ଅଷ୍ଟ୍ରେଲିଆ ସିରିଜ ବିଜୟ ପରର ମୁହୂର୍ତ୍ତ । ଯାହାକୁ ନେଇ ଏବେ ସେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଅଷ୍ଟ୍ରେଲିଆ ସିରିଜ ବିଜୟର ମୁଖ୍ୟ ନାୟକ…
ଟିମ ଇଣ୍ଡିଆରେ ବଡ ପରିବର୍ତ୍ତନ: ତୃତୀୟ ମ୍ୟାଚରେ ଅଚାନକ ଦଳରେ କରିପାରନ୍ତି ଧମାକାଦାର ଏଣ୍ଟ୍ରି
ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ହୋଇପାରେ ଏକ ବଡ ପରିବର୍ତ୍ତନ । ଦଳକୁ କମବ୍ୟାକ କରିପାରନ୍ତି ଟିମ ଇଣ୍ଡିଆର ଗବ୍ବର ଶିଖର ଧୱନ । ସିରିଜ ପୂର୍ବରୁ କରୋନା ସଂକ୍ରମିତ ହୋଇ ପ୍ରଥମ ଦୁଇଟି ମ୍ୟାଚ…
ପୁଷ୍ପା ଟ୍ରେଣ୍ଡରେ ସାମିଲ ହେଲେ ବିରାଟ କୋହଲି: କ୍ୟାଚ ନେବା ପରେ ନାଚିଲେ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ସୁପରହିଟ୍ ତେଲୁଗୁ ଫିଲ୍ମ ପୁଷ୍ପାର ଭିଡିଓ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ପ୍ରଥମେ ବାଂଲାଦେଶ ପ୍ରିମିୟର ଲିଗରେ ଜଣେ ବୋଲର ଏହି ଷ୍ଟାଇଲ ଦେଖାଇଥିଲେ । ପରେ ଡେଭିଡ୍ ୱାର୍ଣ୍ଣର ଓ ରବୀନ୍ଦ୍ର ଜାଡେଜାଙ୍କ…
ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା: କୋହଲି ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ
ଦୁବାଇ: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଆଇସିସି ଦିନିକିଆ ମାନ୍ୟତାରେ ପୂର୍ବପରି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନ ବଜାୟ ରଖିପାରିଛନ୍ତି । ତେବେ…
ଶ୍ରୀଲଙ୍କା ବିପକ୍ଷରେ କୋହଲି ଖେଳିବେ ୧୦୦ତମ ଟେଷ୍ଟ ,ଆସନ୍ତା ୩ରେ ମୋହାଲିରେ ଅନୁଷ୍ଠିତ ହେବ ମ୍ୟାଚ୍
ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ଅନୁଷ୍ଠିତ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜ । ପ୍ରଥମେ ତିନି ମ୍ୟାଚ ବିଶିଷ୍ଟ ସିରିଜ ଓ ପରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜନ କରା ଯିବ । ଫେବୃୟାରୀ ୨୦ ତାରିଖ ଦିନ…
ମ୍ୟାଚ ସହ ସିରିଜ ହାତେଇଲା ଭାରତ: କମ ରନ ସତ୍ତେ୍ୱ ହାସଲ କଲ ରନର ବିଜୟ
ଅହମ୍ମଦାବାଦ: ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ସହ ଦିନିକିଆ ସିରିଜକୁ ମଧ୍ୟ ଭାରତ ନିଜ ନାମରେ କରିଛି । ତୃତୀୟ ଦିନିକିଆ ବାକି ଥିଲେ ମଧ୍ୟ ଉଭୟ ମ୍ୟାଚରେ…
ପୂରଣ ହେଲାନି ଆଶା: ଘରୋଇ ମଇଦାନରେ ଭାଙ୍ଗିରୁଜି ଚୁରମାର ହୋଇଗଲା “ବିରାଟ’ ସ୍ୱପ୍ନ
ନୂଆଦିଲ୍ଳୀ: ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ ମେନ ଇନ ବ୍ଲୁ ପାଇଁ ବହୁତ ସ୍ପେଶଲ ଥିବା ବେଳେ ଦ୍ୱିତୀୟ ମ୍ୟଚ ତିଲା ବିରାଟ କୋହଲିଙ୍କ ପାଇଁ ଖୁବ ସ୍ପେଶଲ । ପ୍ରଥମ ମ୍ୟାଚରେ ଭାରତ ୧୦୦୦ ତମ ମ୍ୟାଚ ଖେଳୁତିଲା ।…
ସୂର୍ଯ୍ୟ କୁମାର ଯାଦବଙ୍କ ଅର୍ଦ୍ଧଶତକ: ରାହୁଲ ଓ ହୁଡାଙ୍କ ଦୃଢ ବ୍ୟାଟିଂ, ୨୩୮ ରନର ଟାର୍ଗେଟ ଦେଲା ଭାରତ
ନୂଆଦିଲ୍ଳୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୯ ୱିକେଟ ହରାଇ ୨୩୭ ରନ କରିବା ସହିତ…
ଅହମ୍ମଦାବାଦ ବଦଳାଇଲା ଟିମର ନାଁ: ମେଗା ଅକ୍ସନ ପୂର୍ବରୁ ଦଳରେ ଯୋଗ ଦେଲେ ୨୦୧୧ ବିଶ୍ୱକପ ବିଜୟ ଦୁଇ ଖେଳାଳି
ନୂଆଦିଲ୍ଲୀ: IPL ୨୦୨୨ ର ମୋଗା ଅକ୍ସନ ପୂର୍ବରୁ ଏହି ସିଜନକୁ ନେଇ ବଢିବାରେ ଲାଗିଛି ଉତ୍ସାହ । ଚଳିତ ସିଜନରେ ଦୁଇଟି ନୂଆ ଟିମ ଯୋଗ ଦେଉଥିବାରୁ ଏହି ସିଜନ କୁବ ଦମଦାର ଏବଂ ରୋମାଞ୍ଚକର ହେବ ବୋଲି ଅ।।ା ରହିଛି । ତେବେ…