Browsing Category

ଖେଳ

ବିଶ୍ୱକପ୍ ହକି: ସଞ୍ଜୟ ଓ ହୁଣ୍ଡାଲଙ୍କ ଡବଲ ଗୋଲରେ ହାରିଲା ପୋଲାଣ୍ଡ,ବେଲଜିୟମ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ ଭାରତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନିଜର ଅନ୍ତିମ ଲିଗ ମ୍ୟାଚରେ ଦମଦାର ବିଜୟ ସହିତ ଜୁନିୟର ହକି ବିଶ୍ୱକପ କ୍ୱାର୍ଟରରେ ପ୍ରବେଶ କରିଛି ଭାରତ । ଉପ ଅଧିନାୟକ ସଞ୍ଜୟ, ଅରିଜିତ୍ ସିଂ ହୁଣ୍ଡାଲ ଓ ଚିରମାକୋଙ୍କ ଡବଲ ଗୋଲ…

ମାଲେସିଆନ ଓପନ ସ୍କ୍ୱାସ ଚାମ୍ପିୟନସିପ: ପ୍ରଥମ ଭାରତୀୟ ଭାବେ ଟାଇଟଲ ଜିତିଲେ ସୌରଭ ଘୋଷ

ନୂଆଦିଲ୍ଲୀ: ଇତିହାସ ରଚିଲେ ସ୍କ୍ୱାସ ଷ୍ଟାର ସୌରଭ ଘୋଷାଲ । ପ୍ରଥମ ଭାରତୀୟ ଭାବେ ମାଲେସିଆନ ଓପନ ଚାମ୍ପିୟନସିପର ଟାଇଟଲ ଜିତି ଇତିହାସ ରଚିଛନ୍ତି ସୌରଭ । ଶନିବାର ପୁରୁଷ ସିଙ୍ଗିଲରେ ମିଗେଲ ରୋଡ୍ରିଗୁଏଜଙ୍କୁ ହରାଇ ସେ…

ଅଶ୍ୱିନଙ୍କ ଆଉ ଏକ ମାଇଲଖୁଣ୍ଟ; ପାକିସ୍ତାନୀ ଖେଳାଳିଙ୍କୁ ପଛରେ ପକାଇଲେ ଭାରତୀୟ ସ୍ପିନର

ନୂଆଦିଲ୍ଲୀ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ନାମରେ ଆଉ ଏକ ରେକର୍ଡର୍ କରିଛନ୍ତି । ଏହା ସହିତ ଦୁଇ ଦୁଇ ଜଣ ପାକିସ୍ତାନୀ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଅଶ୍ୱିନ । ଏହା ମଧ୍ୟରେ ପାକିସ୍ତାନର କିମ୍ବଦନ୍ତୀ…

କୋଭିଡ୍-୧୯ର ନୂତନ ଭାରିଏଣ୍ଟର ପ୍ରକୋପ, ICC ମହିଳା ବିଶ୍ଵ କପ୍ କ୍ଵାଲିଫାୟର ରଦ୍ଦ

ନୂଆଦିଲ୍ଲୀ: କୋଭିଡ୍-୧୯ର ନୂତନ ଭାରିଏଣ୍ଟର ପ୍ରକୋପକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମହିଳା କ୍ରିକେଟ୍ ବିଶ୍ଵ କପ୍ ପାଇଁ ଜିମ୍ବାଓ୍ଵେରେ ଚାଲିଥିବା କ୍ଵାଲିଫାୟର ରଦ୍ଦ କରିଛି। ତେବେ…

ଅକ୍ଷର ପଟେଲଙ୍କୁ ୫ ୱିକେଟ: ତୃତୀୟ ଦିନ ସୁଦ୍ଧା ଭାରତ ୬୩ ରନରେ ଆଗୁଆ

ନୂଆଦିଲ୍ଳୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନର ଖେଳ ସମାପ୍ତ ହୋଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬୩ ରନର ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର…

କରୋନାର ନୂଆ ଭେରିଆଣ୍ଟର ଆତଙ୍କ ଭାରତୀୟ କ୍ରିକେଟ୍‌ ଦଳର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଚିନ୍ତାରେ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଆସନ୍ତା ଡିସେମ୍ବର ୮ ତାରିଖ ଦିନ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିବା ବେଳେ କରୋନା ଆତଙ୍କ ନେଇ ବିସିସିଆଇ ବଡ ଚିନ୍ତାରେ ପଡିଛି । କାରଣ ସଂପ୍ରତି ଦକ୍ଷିଣ ଆଫ୍ରିକାରେ…

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା: ଓଡିଶାର ଦୀପସନ ଓ ଶୀଳାନନ୍ଦଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଂଲାଦୋର ରାଜଧାନୀ ଢ଼ାକାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ହକି ପାଇଁ ଶୁକ୍ରବାର ଦିନ ଘୋଷଣା କରା ଯାଇଛି ୨୦ ଜଣିଆ ଭାରତୀୟ ଦଳ…

ସ୍ଥଗିତ ରହିଲା ଜୁନିୟର ମହିଳା ହକି ବିଶ୍ୱକପ୍

ସ୍ଥଗିତ ରହିଲା ଜୁନିୟର ମହିଳା ହକି ବିଶ୍ୱକପ୍ । ଦକ୍ଷିଣ ଆଫ୍ରିକାରେ ନୂଆ ଭାରିଏଣ୍ଟ ଚିହ୍ନଟ ପରେ ବିଶ୍ୱକପ ସ୍ଥଗିତ । ଡିସେମ୍ବର ୫ରୁ ୧୬ ଯାଏଁ ଦକ୍ଷିଣ ଆଫ୍ରିକାରେ ହେବାର ଥିଲା ବିଶ୍ୱକପ୍ । ଜୁନିୟର ମହିଳା ବିଶ୍ୱକପ୍…

ଭାରତର ୩୪୫ ରନ ପରେ କିଓ୍ଵି ଓପନରଙ୍କ ଦୃଢ ଜବାବ, ଦ୍ଵିତୀୟ ଦିନରେ ନ୍ୟୁଜିଲାଣ୍ଡ ୧୨୯/୦

କାନପୁର: ପଦାର୍ପଣ ଟେଷ୍ଟ ଖେଳିଥିବା ଶ୍ରେୟସ ଆୟରଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୩୪୫ ରନ କରିଥିବା ଭାରତକୁ କିଓ୍ଵି ଓପନର ଦୃଢ ଜବାବ ଦେଇଛନ୍ତି। ଟମ୍ ଲାଥମ ଓ ଓ୍ଵିଲ୍ ୟଙ୍ଗଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ…

ଇଣ୍ଡୋନେସିଆ ଓପନ ସୁପର ସିରିଜ୍: ଟାଇଟଲରୁ ଦୁଇ ପାଦ ଦୂରରେ ପିଭି ସିନ୍ଧୁ

ନୂଆଦିଲ୍ଳୀ: ଇଣ୍ଡୋନେସିଆ ଓପନ ସୁପର ସିରିଜ ସେମିରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ସିନ୍ଧୁ ଦକ୍ଷିଣ କୋରିଆର କି ସିମ ୟୁଜିନଙ୍କୁ ପରାସ୍ତ କରିଛନ୍ତି । ସିନ୍ଧୁ ଏହି…