Browsing Category

ଖେଳ

ଅଦିତି ଅଶୋକଙ୍କୁ ଟୋକିଓ ଟିକେଟ୍

ବେଙ୍ଗାଲୁରୁ: ମହିଳା ଗଲ୍ଫର ଅଦିତି ଅଶୋକଙ୍କୁ ମିଳିଛି ଟୋକିଓଚ ଟିକେଟ୍ । ଟୋକିଓ ଅଲିମ୍ପିକ୍ସକୁ ଏକ ମାସରୁ କମ୍ ସମୟ ବାକି ରହିଥିବା ବେଳେ ମଙ୍ଗଳବାର ୨୩ ବର୍ଷୀୟ ଅଦିତି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ।…

ମହିଳା ଦିନିକିଆ ରାଙ୍କିଙ୍ଗ: ଟପ୍-୫ରେ ମିଥାଲି

ଦୁବାଇ: ଭାରତୀୟ ମହିଳା ଦିନିକିଆୂ ଦଳର ଅଧିନାୟିକା ମିଥାଲି ରାଜ ସଦ୍ୟ ପ୍ରକାଶିତ ଦିନିକିଆ ରାଙ୍କିଙ୍ଗରେ ଟପ୍-୫ରେ ପ୍ରବେଶ କରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମିଥାଲି ୭୬ ରନର ଇନିଂସ ଖେଳିବା ସହିତ…

ଜାଣନ୍ତୁ କାହିଁକି ସୋସିଆଲ୍ ମିଡିଆ ଛାଡିଲେ ମାନୁ ଭାକେର୍; ଭାରତ ପାଇଁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଯୁବ ଭାରତୀୟ ଶୁଟିଂ ଷ୍ଟାର ମାନୁ ଭାକେର ସୋସିଆଲ ମିଡିଆ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ମାନୁ ସବୁଦିନ ପାଇଁ ସୋସିଆଲ ମିଡିଆ ଛାଡୁ ନାହାନ୍ତି । ଆସନ୍ତା ଟୋକିଓ ଅଲିମ୍ପିକ୍ସ ଶେଷ ହେବା ଯାଏଁ…

ଆଜିର ଦିନରେ ୧୫ ହଜାର ରନ୍ ପୂରଣ କରିଥିଲେ ସଚିନ୍

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ୧୪ ବର୍ଷ ତଳେ ଆଜିର ଦିନରେ ଦିନିକିଆରେ ୧୫ ହଜାର ରନ୍ ପୂରଣ କରିଥିଲେ । ପ୍ରଥମ କ୍ରିକେଟର ଭାବରେ ମାଷ୍ଟର ବ୍ଲାଷ୍ଟର ଦିନିକି÷ଆରେ ୧୫ ହଜାର ରନ୍ ପୂରଣ…

ୟୁଏଇ ଏବଂ ଓମାନରେ ଟି-୨୦ ବିଶ୍ୱକପ୍, ସ୍ପଷ୍ଟ କଲା ବିସିସିଆଇ

ଦୁବାଇ: ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୟୁଏଇ ଏବଂ ଓମାନକୁ ସ୍ଥାନାନ୍ତର ହୋଇଛି । ମଙ୍ଗଳବାର ବିସିସିଆଇ ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି । ଆଇସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର…

ନିନ୍ଦନୀୟ : ଗାଁକୁ ଅପରିଷ୍କାର କଲେ ଜାଡେଜା, Billରୁ ହେଲା ଖୁଲାସା, ଭରିଲେ ଜରିମାନା

ନୂଆଦିଲ୍ଲୀ : ସାଧାରଣତଃ କ୍ରିକେଟ୍ ଖେଳାଳି, ଅଭିନେତାଙ୍କ ପରି ସେଲିବ୍ରିଟୀ ଏତେ ତେଣେ ଆବର୍ଜନା ନପକାଇବାର ସନ୍ଦେଶ ଦେଉଥିବା ଦେଖିବାକୁ ମିଳିଥାଏ। ମାତ୍ର ଯଦି ସେହି ସେଲିବ୍ରିଟୀ ଅପରିଷ୍କାର କରିବା ମାମଲାରେ ଦୋଷୀ…

ୟୁଏଇରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତି: ଆଇସିସିକୁ ଆନୁଷ୍ଠାନିକ ଭାବେ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କରୋନା ପରିସ୍ଥିତି ନେଇ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ଟି-୨୦ କ୍ରିକେଟ ବିଶ୍ୱକପ୍‌ ୟୁନାଇଟେଡ ଆରବ ଏମିରେଟ୍ସରେ (ୟୁଏଇ) ଆୟୋଜନ କରିବାକୁ ଭାରତୀୟ କ୍ରିକେଟ…

ବାୟୋ-ବବଲ ଉଲ୍ଲଂଘନ ମାମଲା: ୩ ଖେଳାଳିଙ୍କୁ ସସ୍‌ପେଣ୍ଡ କଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ଲଣ୍ଡନ (ଓଡ଼ିଶା ଭାସ୍କର) ଇଂଲଣ୍ଡ ବିକ୍ଷ ସୀମିତ ଓଭର କ୍ରିକେଟ ସିରିଜ ଖେଳିବା ପାଇଁ ଯାଇଥିବା ଶ୍ରୀଲଙ୍କା ଦଳର ନିରୋଶାନ ଦିକୱେଲ୍ଲା ଓ କୁଶଲ ମେଣ୍ଡିସ୍‌ ଓ ଧନୁଷ୍କା ଗୁଣତିଳକ ବାୟୋ- ବବଲ୍‌ ନିୟମ ଉଲ୍ଲଘଂନ କରିଥିବା…

ସାଜନଙ୍କ ପରେ ନଟରାଜ: ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ସ ଯାଏଁ ଜଣେବି ଭାରତୀୟ ସନ୍ତରଣକାରୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇନଥିବା ବେଳେ ଟୋକିଓ ୨୦୨୦ ପାଇଁ ଦୁଇ ଜଣ ସନ୍ତରଣକାରୀ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ।…

ରାହିଙ୍କୁ ଶୁଟିଂ ବିଶ୍ୱକପ ସ୍ୱର୍ଣ୍ଣ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ଭାରତୀୟ ଶୁଟିଂ ଷ୍ଟାର ରାହି ସର୍ଣ୍ଣୋବତ ଚଳିତ ଶୁଟିଂ ବିଶ୍ୱକପରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି । ଅଲିମ୍ପିକ୍ସ ପୂର୍ବରୁ ଏହା ଶେଷ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ଏହି…