Browsing Category

ଖେଳ

ରମିଜ୍‌ ରାଜା ହେବେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଅଧ୍ୟକ୍ଷ

ଲାହୋର:ପୂର୍ବତନ କ୍ରିକେଟର ତଥା ଟିଭି ଭାଷ୍ୟକାର ରମିଜ ରାଜା ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇବେ । ଆଜି ପର୍ଯ୍ୟନ୍ତ ଇସାନ ମନି ଏହି ପଦରେ ଥିଲେ । ତେବେ ପାକିସ୍ତାନ କ୍ରିକେଟର ଖରାପ…

ରନର ପାହାଡ଼ ପଛରେ ଭାରତ; ପୂଜାରା ଓ ରୋହିତଙ୍କ ଲଢୁଆ ବ୍ୟାଟିଂ

ନୂଆଦିଲ୍ଲୀ: ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ ହୋଇଥିବା ଭାରତ ଦ୍ୱିତୀୟ ଇନିଂସରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଥିଲେ ହେଁ ଏବେବି ରନର ପାହାଡ ପଛରେ ରହିଛି । ଭାରତ ହାତରେ ୮ ୱିକେଟ ବାକି ରହିଥିବା ବେଳେ ଦଳ ୧୬୮…

United ସହିତ ଯୋଡି ହେବେ CR7; ମିଳିବ ୨୧୬ କୋଟି ଟଙ୍କା

ନୂଆଦିଲ୍ଳୀ: ନିଜର ପୁରାତନ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ ସହିତ ଆଉଥରେ ଯୋଡି ହେବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ(ସିଆର-୭) । ପର୍ତ୍ତୁଗାଲ ଅଧିନାୟକ ରୋନାଲ୍ଡୋ ଏବଂ ଜୁଭେଣ୍ଟସ ମଧ୍ୟରେ ଚୁକ୍ତି ଶେଷ ହୋଇଥିବା…

ଇତିହାସ ରଚିଲେ ଭବିନା; ପାରାଲିମ୍ପିକ୍ସରେ ପ୍ରଥମ ପଦକ ସୁନିଶ୍ଚିତ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିଟି ଖେଳାଳି ଭବିନା ବେନ୍ ପଟେଲ ଟୋକିଓରେ ଇତିହାସ ରଚିଛନ୍ତି । ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭାରତ ପାଇଁ ପଦକ ହାସଲ କରିବାକୁ ଯାଉଛନ୍ତି । କ୍ୱାର୍ଟର ଫାଇନାଲରେ ବିଜୟୀ ହେବା ସହିତ…

ଗାଭାସ୍କରଙ୍କ ପରାମର୍ଶ- ବିରାଟ କୋହଲିଙ୍କୁ ଏବେ ତାହା କରିବା ଉଚିତ୍, ଯାହା ସଚିନ ସିଡନୀ ଟେଷ୍ଟରେ କରିଥିଲେ

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫର୍ମ ସଂପ୍ରତି ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି । ବିରାଟଙ୍କ ବ୍ୟାଟରୁ ୨୦୧୯ ନଭେମ୍ବରରୁ ଗୋଟିଏ ହେଲେ ଶତକ ଦେଖିବାକୁ ମିଳିନାହିଁ । ଶତକ ତ ଦୂରରେ…

ଚେତାବନୀ ସହିତ ବିନେଶଙ୍କ ଉପରୁ ଉଠିଲା ବାସନ୍ଦାଦେଶ; ଏମିତି କହିଲା WFI

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ବିନେଶ ଫୋଗତଙ୍କ ଉପରୁ ଉଠିଛି ନିଲମ୍ବନ ଆଦେଶ । ତେବେ ବିନେଶଙ୍କୁ କଡା ଚେତାବନୀ ଦେଇଛି କୁସ୍ତି ମହାସଂଘ । କୁସ୍ତି ମହାସଂଘ କହିଛି…

ରୁଟଙ୍କ ଶତକ; LEEDSରେ ଇଂଲଣ୍ଡର ମାରାଥନ୍ ଲିଡ୍

ନୂଆଦିଲ୍ଳୀ: ଲିଡ୍ସରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଇଂଲଣ୍ଡ । ଅଧିନାୟକ ଜୋ ରୁଟଙ୍କ ଶତକ ସହାୟତାରେ ଘରୋଇ ଦଳ ରନର ପାହାଡ ଉପରେ ବସିଛି । ପ୍ରଥମ ଇନିଂସରେ ଭାରତ ମାତ୍ର ୭୮ ରନରେ ଅଲଆଉଟ…

ଟୋକିଓ ପାରାଲିମ୍ପିକ୍ସ: ଲଢ଼େଇ କରି ହାରିଲେ ସୋନାଲ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଟିଟି ଖେଳାଳି ଭବାନୀ ବେନ ପଟେଲ ପ୍ରି କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ କ୍ଲାସ-୩ ବର୍ଗରେ ଖେଳୁଥିବା ସୋନାଲ ବେନ ପଟେଲ କିନ୍ତୁ ପରାଜିତ ହୋଇଛନ୍ତି । ଗୁରୁବାର…

ଅମିତ ରୋହିଦାସ ଓ କାଳୁ ଚରଣ ଚୌଧୁରୀଙ୍କୁ Hockey Indiaର ଶୁଭେଚ୍ଛା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତୀୟ ହକି ଦଳର ଷ୍ଟାର ଖେଳାଳି ଅମିତ ରୋହିଦାସ ଏବଂ କୋଚ୍ କାଳୁ ଚରଣ ଚୌଧୁରୀଙ୍କୁ ଶୁଭେଚ୍ଛା ଜଣାଇଛି ହକି ଇଣ୍ଡିଆ । ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନରେ ସମ୍ମାନିତ ହୋଇଥିବା ଏହି ଦୁଇ…

ଟୋକିଓ ପାରାଲିମ୍ପିକ୍ସ; ଟିଟି KNOCK-OUTରେ ଭାବିନା ପଟେଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପରେ ଆରମ୍ଭ ହୋଇ ଯାଇଛି ଟୋକିଓ ପାରାଲିମ୍ପିକ୍ସ । ଚଳିତ ପାରାଲିମ୍ପିକ୍ସର ପ୍ରଥମ ଦିନରେ ଭାରତୀୟ ମହିଳା ଟିଟି ଖେଳାଳି ଭାବିନାବେନ ପଟେଲ କମାଲ କରିଛନ୍ତି । ପ୍ରଥମ ଭାରତୀୟ ମହିଳା ଖେଳାଳି…