Browsing Category
ଖେଳ
ମହିଳା ପ୍ରିମିୟର ଲିଗ୍ ୨୦୨୫: ଚାମ୍ପିୟନ ହେଲା ମୁମ୍ୱାଇ ଇଣ୍ଡିଆନ୍ସ
ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ୨୦୨୫ର ମୁମ୍ୱାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଡବ୍ଳୁପିଏଲ୍ ଚାମ୍ପିୟନ ହୋଇଛି ମୁମ୍ୱାଇ ଟିମ୍ ।…
ମନର କଥା ଖୋଲି କହିଲେ ବିରାଟ, ଟେଷ୍ଟ ସିରିଜକୁ ନେଇ ଦେଲେ ବୟାନ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆଉ ଏକ ଟେଷ୍ଟ ସିରିଜ୍ ଖେଳିପାରିବେ ନାହିଁ ଷ୍ଟାର ବ୍ୟାଟର ବିରାଟ କୋହଲି । ଏମିତି କିଛି ବ୍ୟଥିତ କଲାଭଳି ବିବୃତି ମିଡିଆ ଆଗରେ ରଖିଛନ୍ତି ବିରାଟ କୋହଲି ।
ସେ ଆଉ ମଧ୍ୟ କହିଛନ୍ତି,…
ସଚିନ କି ରୋହିତ ନୁହଁନ୍ତି, ଏହି ବ୍ୟାଟ୍ସମ୍ୟାନ ମାରିଥିଲେ ଆଇପିଏଲରେ ପ୍ରଥମ ଶତକ, କୋହଲିଙ୍କର ରହିଛି ପୁରୁଣା ରେକର୍ଡ
ନୂଆଦିଲ୍ଲୀ: ଆଇପିଏଲର ଆରମ୍ଭ ୨୦୦୮ରେ ହୋଇଥିଲା। ଆଇପିଏଲରେ ଖେଳି ଅନେକ ଷ୍ଟାର ପ୍ଲେୟର୍ସ ନିଜ କ୍ୟାରିୟର କରିଛନ୍ତି। ଆଇପିଏଲରେ ଖେଳିବା ପାଇଁ ଖେଳାଳିଙ୍କୁ ଟଙ୍କା ଏବଂ ଅନେକ ସୌକିନ ଜିନିଷ ମିଳିଥାଏ।
ତେବେ…
ଧୋନି IPLର ୧ ନମ୍ବର କ୍ୟାପଟେନ୍, ଏହି ତାଲିକାର ଦ୍ଵିତୀୟ ସ୍ଥାନରେ ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ: ମାର୍ଚ୍ଚ 22 ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2025 ଆରମ୍ଭ ହେବ। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ 10 ଟି ଫ୍ରାଞ୍ଚାଇଜ୍ ଆଗାମୀ ସିଜନ୍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।…
WPL 2025 Final: ଅପରିବର୍ତ୍ତିତ ମୁମ୍ବାଇ ବିରୁଦ୍ଧରେ ଟସ୍ ଜିତି ଦିଲ୍ଲୀର ବୋଲିଂ ନିଷ୍ପତି
ମୁମ୍ବାଇ: ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗ 2025 ର ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା ମେଗ୍ ଲାନିଂ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୋଲିଂ କରିବାକୁ ନିଷ୍ପତ୍ତି…
୪,୩୪୭,୪୨,୦୦,୦୦୦ ଟଙ୍କା ନିବେଶ ପାଇଁ ପ୍ରସ୍ତୁତ: କ୍ରିକେଟ୍ ‘ଗ୍ରାଣ୍ଡସ୍ଲାମ’ ପାଇଁ ସିକ୍ରେଟ୍୨୦ ଯୋଜନା କରୁଛି ଏହି ଦେଶ
ନୂଆଦିଲ୍ଲୀ: ସାଉଦି ଆରବ ଏକ ଟି୨୦ ଲିଗରେ ୫୦୦ ମିଲିୟନ ଡଲାର (୪,୩୪୭,୪୨,୦୦,୦୦୦ ଟଙ୍କା) ନିବେଶ କରି ଫ୍ରାଞ୍ଚାଇଜ୍ କ୍ରିକେଟ ଜଗତରେ ପ୍ରବେଶ କରିବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ଆଠ ଦଳର ଲିଗ…
(Video) ‘ମୁଝେ ପକଡନା ମୁସକିଲ୍ ହି ନେହିଁ..’, RCB ରେ ସାମିଲ ହେବା ପରେ ଦେଖନ୍ତୁ ବିରାଟଙ୍କ ଜଲୱା
ନୂଆଦିଲ୍ଲୀ: ଆଇପିଏଲ୍ ର 18 ତମ ସିଜନ୍ ଆରମ୍ଭ ହେବାକୁ ଆଉ ମାତ୍ର 7 ଦିନ ବାକି ଅଛି। ତେବେ ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ପାଇଁ ସମସ୍ତ ଟିମ୍ ନିଜର ପ୍ରସ୍ତୁତି ଚଳାଇଛି। ଚାମ୍ପିଅନ୍ସ ଟ୍ରଫି 2025 ରେ ଭାରତୀୟ ଦଳର…
କେ ଏଲ୍ ରାହୁଲ ନୁହେଁ, ଦିଲ୍ଲୀକୁ ମିଳିଲା ନୂଆ କ୍ୟାପ୍ଟେନ
ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି IPL ୨୦୨୫। ଏଥିପାଇଁ ପ୍ରାୟ ସବୁ ଦଳର କ୍ୟାପ୍ଟେନଙ୍କ ନାଁ ଘୋଷଣା ସରିଥିଲା। ହେଲେ ବାକି ରହିଯାଇଥିଲା କେବଳ ଦିଲ୍ଲୀ କ୍ୟାପିଟାଲ୍ସ। ହେଲେ ଏବେ ସେହି ସସପେନ୍ସ ଉପରୁ ମଧ୍ୟ ପରଦା…
ଭାରତ ପାଇଁ ଆଉ ଖେଳିବେନି ଚହଲ, ବିଦେଶରେ ଦେଖାଇବେ କମାଲ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଲେଗ୍-ସ୍ପିନର ୟୁଜଭେନ୍ଦ୍ର ଚହଲ ବହୁତ ଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ନଜରକୁ ଆସୁ ନାହାନ୍ତି । ୨୦୨୩ରେ ଶେଷଥର ପାଇଁ ତାଙ୍କୁ ଖେଳିବାର ଦେଖିଥିଲେ ତାଙ୍କ ଫ୍ୟାନ୍ସ ।…
ଏବେ ଭାଙ୍ଗିବନି ରୋହିତଙ୍କ ଏହି ବିଶ୍ୱ ରେକର୍ଡ, ବାବର ଆଜମଙ୍କୁ ଫଶାଇଦେଲା ପାକିସ୍ତାନ, ଜାଣନ୍ତୁ
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ହାରିବା ପରେ ଏବେ ନୂଆ ସିରିଜର ପ୍ରସ୍ତୁତି ଚଳାଇଛି। ବର୍ତ୍ତମାନ ସାରା ଦୁନିଆର ନଜର ଆଇପିଏଲ ମ୍ୟାଚ ଉପରେ ରହିବ।
ହେଲେ ପାକିସ୍ତାନ ଟିମ ଏହାରି ମଧ୍ୟରେ…