Browsing Category

ଖେଳ

ବକ୍ସିଂ କ୍ୱାର୍ଟର ଫାଇନାଲରେ ଲଭଲିନା ବିଜୟୀ, ଭାରତକୁ ଦ୍ୱିତୀୟ ପଦକ ସୁନିଶ୍ଚିତ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ଅଷ୍ଟମ ଦିନ । ଆର୍ଚେରୀରେ ଦୀପିକା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ବକ୍ସିଂ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇଛନ୍ତି…

ଇତିହାସ ରଚିଲେ ଦୀପିକା, ସେନିଆଙ୍କୁ ହରାଇ ଆର୍ଚେରୀ କ୍ୱାର୍ଟରଫାଇନାଲରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ଅଷ୍ଟମ ଦିନ । ଏହାରି ମଧ୍ୟରେ ଆର୍ଚେରୀରେ ଇତିହାସ ରଚିଛନ୍ତି ଦୀପିକା କୁମାରୀ । ପ୍ରଥମ ଭାରତୀୟ ଆର୍ଚେରୀ ଭାବେ ସେ ଅଲିମ୍ପିକ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ଆର୍ଚେରୀ…

ଆଜିଠୁ ଟୋକିଓ ଅଲିମ୍ପିକ୍ସ ଆଥଲେଟିକ୍ସ ଇଭେଣ୍ଟ: ଦୂତୀ ଚାନ୍ଦ ଓ ନିରଜ ଚୋପ୍ରାଙ୍କ ଭାଗ୍ୟ ପରୀକ୍ଷା

ଟୋକିଓ (ଭାସ୍କର ନ୍ୟୁଜ୍):ଗତ ୨୩ ତାରିଖ ଦିନ ଉଦଘାଟିତ ହୋଇଥିବା ଟୋକିଓ ଅଲିମ୍ପିକ୍ସ ସାତ ଦିନ ଅତିକ୍ରାନ୍ତ କରିଥିବା ବେଳେ ଭାରତ କେବଳ ମହିଳା ୱେଟଲିଫ୍ଟର ମିରାବାଇ ଚାନୁଙ୍କ ରୌପ୍ୟ ପଦକରେ ଅଟକି ରହିଛି । ଇତି ମଧ୍ୟରେ…

ଟି-୨୦ରେ ଦିନିକିଆ ପ୍ରତିଶୋଧ: ୧୩ ବର୍ଷ ପରେ ସିରିଜ୍ ହାରିଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି-୨୦ ମୁକାବିଲାକୁ ଜିତି ନେଇଛି ଶ୍ରୀଲଙ୍କା । ବୋଲରଙ୍କ ଚମକ୍ରାର ପ୍ରଦର୍ଶନ ପରେ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ବଳରେ ମ୍ୟାଚକୁ…

CONDOM ଜିତାଇଲା ଅଲିମ୍ପିକ ପଦକ; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଳୀ: କଣ୍ଡୋମ ସହାୟତାରେ ଅଲିମ୍ପିକ୍ସ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି ଅଷ୍ଟ୍ରେଲିଆର ମହିଳା କାୟାକିଂ (ନୌଚାଳନା) ଖେଳାଳି ଜେସିକା ଫକ୍ସ । ୨୭ ବର୍ଷୀୟା ଜେସିକା ଫକ୍ସ କାଂସ୍ୟ ପଦକ ଜିତିବା ସହିତ ପୋଡିୟମରେ…

ହସରଙ୍ଗାଙ୍କୁ ୪ ୱିକେଟ; ୮୧ ରନରେ ସୀମିତ ଭାରତ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଅନ୍ତିମ ଟି-୨୦ରେ ଭାରତୀୟ ଦଳ ମାତ୍ର ୮୧ ରନରେ ସୀମିତ ରହିଛି । ଭାରତୀୟ ଅଧିନାୟକ ଶିଖର ଧୱନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ କରୋନାରେ…

ନିର୍ଣ୍ଣାୟକ ଟି-୨୦ରେ ଭାରତର ବ୍ୟାଟିଂ ନିଷ୍ପତ୍ତି; WARRIERଙ୍କ ପଦାର୍ପଣ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଭାରତୀୟ ଅଧିନାୟକ ଶିଖର ଧୱନ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ…

ରେକର୍ଡ ଟାଇମିଂ ହାସଲ କରି ମଧ୍ୟ ସେମିରୁ ବଞ୍ଚିତ ସାଜନ ପ୍ରକାଶ

ନୂଆଦିଲ୍ଳୀ: ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ଚମକ୍ରାର ପ୍ରଦର୍ଶନ କରିଥିଲେ ହେଁ ଅଳ୍ପକେ ସେମି ଫାଇନାଲରୁ ବାଦ ପଡିଛନ୍ତି । ଗୁରୁବାର ଅନୁଷ୍ଠିତ ହିଟରେ ସାଜନ ପ୍ରକାଶ ଚମକ୍ରାର ପ୍ରଦର୍ଶନ କରି ନିଜର ଶ୍ରେଷ୍ଠ…

ଅଡୁଆରେ DRAVID & କୋ.; ତୃତୀୟ ଟି-୨୦ରୁ ବାଦ ପଡିପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଆଜି ଖେଳାଯିବ । ତେବେ ଏହା ପୂର୍ବରୁ ଭାରତୀୟ ଦଳ ଚୟନକୁ ନେଇ ମ୍ୟାନେଜମେଣ୍ଟର ଅଡୁଆ ବଢିଛି । କରୋନା କାରଣରୁ ୯ ଜଣ ଖେଳାଳି ଚୟନ ପାଇଁ ଉପଲବ୍ଧ ନଥିବା…

ଟୋକିଓରେ ମେରୀ କମ ନିରାଶ; ପ୍ରି-କ୍ୱାର୍ଟରରୁ ବିଦା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା । ନିଜର ଅନ୍ତିମ ଅଲିମ୍ପିକ୍ସ ଖେଳୁଥିବା ତଥା ୬ ଥର ବିଶ୍ୱ ଚାମ୍ପିୟନ୍ ଏମ୍ ସି ମେରୀକମ୍ ଟୋକିଓ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି । ଗୁରୁବାର ଅନୁଷ୍ଠିତ…