Browsing Category
ଖେଳ
ଦୁଇ ଥର ବିଶ୍ୱକପ୍ ଜିତିଥିଲେ ଇଂଲଣ୍ଡର ଅଲରାଉଣ୍ଡର, ଏହି କାରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ Moeen Ali
ନୂଆଦିଲ୍ଲୀ: ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ମୋଇନ୍ ଅଲି ରବିବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ୩୭ ବର୍ଷୀୟ ମୋଇନ୍ ଇଂଲଣ୍ଡ ପାଇଁ ୬୮ ଟେଷ୍ଟ, ୧୩୮ ଦିନିକିଆ ଏବଂ ୯୨ ଟି-୨୦ ମ୍ୟାଚ୍…
ପ୍ୟାରିସ ପାରାଅଲିମ୍ପିକ୍ସର ୧୦ମ ଦିନରେ ଭାରତକୁ ମିଳିଲା ୨ଟି ମେଡାଲ, କମାଲ କଲେ ନବଦୀପ ଏବଂ ସିମରନ ଶର୍ମା
ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସର ୧୦ମ ଦିନ ଭାରତକୁ ୨ଟି ମେଡାଲ ମିଳିଛି। ଯେଉଁଥିରେ ଗୋଟିଏ ରୌପ୍ୟ ଏବଂ ଅନ୍ୟଟି ବ୍ରୋଞ୍ଜ ସାମିଲ ରହିଛି। ରୌପ୍ୟ ମେଡାଲ ନବଦୀପ ଜାଭେଲିନ ଥ୍ରୋ ଏଫ୪୧ରେ ହାସଲ କରିଛନ୍ତି।…
IND vs BAN; ରୋହିତ ଲେଖିବେ ନୂଆ ଇତିହାସ! ପ୍ରଥମ ଭାରତୀୟ ଭାବରେ କରିବେ ଏହି କାରନାମା
ନୂଆଦିଲ୍ଲୀ: ଲମ୍ବା ବ୍ରେକ ପରେ ପୁଣିଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ସେପ୍ଟେମ୍ବର ୧୯ ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ କରିବ ରୋହିତ ସେନା । ତେବେ ଏଥିପାଇଁ ଖୁବଶୀଘ୍ର…
ବାବରଙ୍କୁ ଲାଗିବ ଶକ୍ତ ଝଟକା! ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ନୂଆ ଅଧିନାୟକ ବାଛିପାରେ ପାକିସ୍ତାନ ବୋର୍ଡ
ନୂଆଦିଲ୍ଲୀ: ପାକିସ୍ତାନକୁ କଡ଼ା ଟକ୍କର ଦେଇ କ୍ଲିନ୍ ସ୍ୱିପ୍ କରିବା ସହ ଟେଷ୍ଟ ସିରିଜ କବଜା କରିଛି ବାଂଲାଦେଶ । ସିରିଜରେ ଦୁଇଟି ଯାକ ମ୍ୟାଚ୍ ହାରିବା ପରେ ପାକିସ୍ତାନ୍ ଟିମ୍ ଏକ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଛି ।…
ଗଣେଶ ଚତୁର୍ଥୀ ପାଳନ କଲେ କଙ୍ଗାରୁ ଓପନର; ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଡେଭିଡ୍ ୱାର୍ଣ୍ଣରଙ୍କ ଫଟୋ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଅଷ୍ଟ୍ରେଲିଆବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଗଣେଶ ଚତୁର୍ଥୀ ପର୍ବକୁ ଉତ୍ସାହର ସହ…
ହରିୟାଣାରେ କଂଗ୍ରେସ ଜାରି କଲା ପ୍ରଥମ ଲିଷ୍ଟ୍, ଜାଣନ୍ତୁ କେଉଁଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଭିନେଶ
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ କଂଗ୍ରେସ ୩୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।
କଂଗ୍ରେସ ଶୁକ୍ରବାର ଦିନ…
ଭାରତର ଧ୍ୱଜାବାହକ ହେବେ ହରବିନ୍ଦର-ପ୍ରୀତି: ପାରା ଅଲିମ୍ପିକ୍ସ ସମାପନ ସମାରୋହରେ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସ-୨୦୨୪ ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଭାରତ । ବର୍ତ୍ତମାନ ସୁଦ୍ଧା ଦେଶର ଷ୍ଟାର ଆଥଲେଟ୍ ମୋଟ ୨୬ଟି ପଦକ ହାସଲ କରିଛନ୍ତି । ତେବେ ଏହି ମେଗା ଇଭେଣ୍ଟର ସମାପନ ସମାରୋହ ପାଖେଇ ଆସୁଛି ।…
ବଡ଼ ଭବିଷ୍ୟବାଣୀ… WTC Finalରେ ଲଢିବେ ଏହି ଦୁଇ ଦଳ! ହେବ କଡ଼ା ଟକ୍କର
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚରେ ସ୍ଥାନ ପକ୍କା କରିବା ପାଇଁ ଚାଲିଛି କଡ଼ା ସଂଘର୍ଷ । ଆସନ୍ତାବର୍ଷ ଜୁନ୍ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଖେଳାଯିବ । ଇଂଲଣ୍ଡର ଲର୍ଡସ…
Para Olympics-2024… ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ହାଇ-ଜମ୍ପରେ Gold Medal ଜିତି ରେକର୍ଡ କଲେ ପ୍ରବୀଣ କୁମାର
ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସ-୨୦୨୪ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ । ଉଚ୍ଚ ଡିଆଁ(ହାଇ ଜମ୍ପ)ରେ ଭାରତ ପାଇଁ ସୁନା ପୁଅ ପାଲଟିଛନ୍ତି ପାରା ଆଥଲେଟ୍ ପ୍ରବୀଣ କୁମାର । ଏଫ୬୪ ଫାଇନାଲରେ ସର୍ବାଧିକ ଉଚ୍ଚତାର…
ଜୁଡୋରେ କାଂସ୍ୟ ପଦକ ଜିତିଲେ କପିଲ ପରମାର, ଅଷ୍ଟମ ଦିନରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି
ପ୍ୟାରିସ୍: ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଜୁଡୋ ଖେଳାଳି କପିଲ ପରମାର । ଅଷ୍ଟମ ଦିନରେ ଭାରତକୁ ଜିତାଇଲେ ୨୫ତମ ପଦକ । ଜୁଡୋର ୬୦ କିଲୋଗ୍ରାମ ବର୍ଗରେ କପିଲ କାଂସ୍ୟ ପଦକ ଜିତିଛନ୍ତି । ପ୍ଲେ ଅଫ୍ ରାଉଣ୍ଡରେ କପିଲ…