Browsing Category
ଖେଳ
ସକାଳୁ ଦୁର୍ଘଟଣା : କୁହୁଡ଼ି ଯୋଗୁ ଚିମ୍ନିରେ ମାଡ଼ ହେଲା ବିମାନ, ଚାଲିଗଲା ଗୋଟିଏ ପରିବାରର ୧୦ ଜଣଙ୍କ ଜୀବନ
ଗ୍ରାମାଡୋ: ବ୍ରାଜିଲ ଗ୍ରାମାଡୋରେ ବିମାନ ଦୁର୍ଘଟଣାରେ ୧୦ ଜଣ ପ୍ରାଣ ହରାଇଛନ୍ତି । ପ୍ଲେନରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ରବିବାର ସକାଳେ ପ୍ଲେନଟି ଉଡ଼ାଣ…
ବ୍ରାଜିଲରେ ବଡ଼ ଦୁର୍ଘଟଣା… ଘଟଣାସ୍ଥଳରେ ବସ୍ ଡ୍ରାଇଭର ମୃତ, ଟ୍ରକ୍ ଡ୍ରାଇଭର ଫେରାର୍
ବ୍ରାଜିଲ: ବ୍ରାଜିଲରେ ସଡ଼କ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ବସ୍ରେ ପାଖାପାଖି ୪୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରେ ଅନେକ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଟ୍ରକ୍ ଡ୍ରାଇଭର…
ପୈତୃକ ସମ୍ପତ୍ତି ଲୋଭରେ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ, ଥାନାରେ କଲା ଆତ୍ମସମର୍ପଣ
ବେଙ୍ଗାଲୁରୁ: ସାନ ଭାଇ ଉପରେ ଟ୍ରାକ୍ଟର ଚଢ଼େଇ ମାରିଲା ବଡ଼ ଭାଇ । ଘଟଣାଟି କର୍ନାଟକର ଏକ ଉପାନ୍ତ ଗ୍ରାମର ଘଟଣା । ବେଲାଗାଭି ଜିଲା ୟାରାଗାଟି ତାଲୁକରେ ଏ ପ୍ରକାର ଅଭାବନୀୟ ଘଟଣା ଘଟିଥିବା ସୂଚନା । ସମ୍ପତ୍ତି ପାଇଁ…
୧୦ ଟଙ୍କାର ପାଣିକୁ ୧୦ ଗୁଣା ଅଧିକ ଦରରେ ବିକୁଛି Zomato… ପୋଷ୍ଟ ଭାଇରାଲ ପରେ ସୋସିଆଲ ମିଡିଆରେ ମାଗିଲା କ୍ଷମା
ବେଙ୍ଗାଲୁରୁ: ବର୍ତ୍ତମାନ ସମୟରେ ଅନଲାଇନରେ କାରବାର ବଢ଼ିଚାଲିଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାଠାରୁ ଆରମ୍ଭ କରି ଖାଦ୍ୟ ଅର୍ଡର କରିବା ପର୍ଯ୍ୟନ୍ତ, ପ୍ରାୟ ସବୁ କାର୍ଯ୍ୟ ଘରେ ବସି ଲୋକେ ଅନଲାଇନରେ ଅର୍ଡର କରିବା…
ଭାରତର ଦ୍ୱିତୀୟ ବୃହତ୍ ବିଜୟ: ପ୍ରଥମ ଦିନିକିଆରେ ୨୧୧ ରନରେ ଶୋଚନୀୟ ଭାବେ ହାରିଲା ୱେଷ୍ଟଇଣ୍ଡିଜ୍
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ମହିଳା ଟିମ୍ କମାଲ କରିଛି । ପ୍ରଥମ ଦିନିଆରେ ଭାରତ ୨୧୧ ରନରେ ବୃହତ୍ ବିଜୟ ହାସଲ କରିଥିବା ବେଳେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍…
ଅଲ୍ଲୁଙ୍କ ଅଡ଼ୁଆରେ ଲାଗୁନି ବ୍ରେକ୍… ନାୟକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଘରେ ପଶି ଭଙ୍ଗାରୁଜା କଲେ ଲୋକେ, ଟେକିନେଲା ପୋଲିସ
ହାଇଦ୍ରାବାଦ୍: ସୁପରହିଟ୍ ମୁଭି ପୁଷ୍ପା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥରମାଡ଼। ଅଲ୍ଲୁଙ୍କ ହାଇଦ୍ରାବଦ ଜୁବଲି ହିଲ୍ସସ୍ଥିତ ଘର ବାହାରେ କିଛି ଲୋକ ନାୟକଙ୍କ ବିରୋଧରେ ରବିବାର କିଛି ଲୋକ ବିକ୍ଷୋଭ ପ୍ରଦର୍ଶନ…
Black Pearl ବ୍ୟବସାୟକୁ ଆପଣାଇବାରେ ଲାଗିଛନ୍ତି ଯୁବତୀ, କିନ୍ତୁ ବେଶୀ ଫାଇଦା ଉଠାଉଛନ୍ତି ପୁରୁଷ, ଜାଣନ୍ତୁ ଏହା ସମ୍ପର୍କରେ ଅଧିକ…
ଥାଇଲାଣ୍ଡ: ବ୍ୟବସାୟ ଲୋକଙ୍କୁ ଦେଉଛି ଅଧିକ ଲାଭ । ଖାଲି ଯେ ପୁରୁଷ ବେପାର ବଣିଜ ସହ ଜଡ଼ିତ ହୋଇ ରହିଛନ୍ତି ତା’ ନୁହେଁ ଏବେ ମହିଳାମାନେ ବି ସକବାଲମ୍ବୀ ହେବା ନେଇ ବେପାର ଆରମ୍ଭ କଲେଣି । ସମୟ ବଦଳିବା ସହ ବ୍ୟବସାୟର…
ଗିନିଜ ୱାର୍ଲ୍ଡ ରେକର୍ଡ ସମେତ ୩ଟି ବିଶ୍ୱ ରେକର୍ଡ କଲା ‘World Meditates with Gurudev’ ୧୮୦ରୁ ଅଧିକ ଦେଶ ହେଲା ସାମିଲ
ନ୍ୟୁୟର୍କ: ରେକର୍ଡ କଲା ୱାର୍ଲ୍ଡ ମେଡିଟେଶନ୍ ୱିଥ୍ ଗୁରୁଜୀ କାର୍ଯ୍ୟକ୍ରମ । ଗୁରୁଦେବଙ୍କ ଏ ନିଆରା କାର୍ଯ୍ୟକ୍ରମ ଗୋଟିଏ କି ଦୁଇଟି ନୁହେଁ ବରଂ ତିନିଟି ରେକର୍ଡ କରିଛି । ଗିନିଜ ୱାର୍ଲ୍ଡ ରେକର୍ଡ୍ସ, ଏସିଆ ବୁକ୍…
ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ଟିମ୍ ଘୋଷଣା
ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରୁ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ନିଜର ଟିମ୍ ଘୋଷଣା କରିଛି । ଏଥିସହିତ ଭାରତ ଗସ୍ତ ପାଇଁ ମଧ୍ୟ ଦିନିକିଆ ଓ ଟି-୨୦ ଟିମ୍ ଘୋଷଣା…
BGT-2024; ରାହୁଲଙ୍କ ପରେ ଅଧିନାୟକ ରୋହିତ ବି ଆହତ: କେମିତି ଜିତିବ ମେଲବର୍ଣ୍ଣ ମୁକାବିଲା?
ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ଚତୁର୍ଥ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । କିନ୍ତୁ ଏହି ପ୍ରସ୍ତୁତ ସମୟରେ ଦଳକୁ ଲାଗିଛି ଶକ୍ତ ଝଟକା । ଅଭ୍ୟାସ ସେସନରେ ଆହି ହୋଇଛନ୍ତି ଦଳର ଦୁଇ ସୁପରଷ୍ଟାର ।…