Browsing Category
Top Stories
ଖୋଲୁଚି ବ୍ରିଜ୍ ଆଣ୍ଡ ରୁଫ ମାମଲାର ଗୁମର, ଭୁବନେଶ୍ୱର ନୁହେଁ ଦିଲ୍ଲୀରେ ହାଜର ହେବେ ବିଷ୍ଣୁପଦ!
ଭୁବନେଶ୍ବର: ଭୁବନେଶ୍ବର ନୁହେଁ ଦିଲ୍ଲୀ ସିବିଆଇରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ତଦନ୍ତରେ ସହଯୋଗ କରିବା ସହ ସମସ୍ତ ତଥ୍ୟ ରଖିବେ ବୋଲି କୁହାଯାଇଛି । ହେଲେ ବର୍ତ୍ତମାନ ସେ ଭୁବନେଶ୍ବର ପରିବର୍ତ୍ତେ…
ଚିକେନ୍ ଦୋକାନ ଉପରେ ବୋମାମାଡ଼, ପୂର୍ବ ଶତ୍ରୁତା ସନ୍ଦେହ
କୋଣାର୍କ: କାକଟପୁର ଥାନା କଟକଣା ଗାଁ ନିକଟରେ ବୋମାମାଡ଼ ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନ ଉପରେ ବୋମାମାଡ଼ କରାଯାଇଛି । ଏହି ବୋମାମାଡ଼ରେ ଗୋଟିଏ ବାଇକ୍ ଜଳିଯାଇଛି । ବୋମାମାଡ଼…
ହୋଟେଲରେ ବିଷାକ୍ତ ମୃତଦେହ ନେଲା ଜୀବନ, 12 ଭାରତୀୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ହୋଟେଲରେ ବିଶାକ୍ତ ଗ୍ୟାସ ନେଲା 12 ଭାରତୀୟଙ୍କ ଜୀବନ । ଗ୍ୟାସଲିକ ହେବା କାରଣରୁ 12 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଭାରତୀୟ ଦୂତବାସ ପକ୍ଷରୁ କୁହାଯାଇଛି । ଜର୍ଜିଆର ରିସୋର୍ଟ ଗୁଦୋରୀର ଏକ ରେଷ୍ଟୁରାଣ୍ଟରେ…
ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ, ୩ ଜଣଙ୍କୁ ଗିରଫ କଲା ପୋଲିସ
ଉଦଳା: ଆସୁଛି ନୂଆ ବର୍ଷ । ରାଜ୍ୟର ପ୍ରାୟ ସମସ୍ତ ପିକନିକ୍ ସ୍ପଟରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏଥିମଧ୍ୟରେ ଦିନକୁ ଦିନ ଦେଶୀ ମଦ ଚୋରାଚାଲାଣକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି । ଥଣ୍ଡା ବୋତଲରେ ଦେଶୀ…
ସୃଷ୍ଟି ହେଲା ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ହେବ ବର୍ଷା : ବଢିବ ରାତି ତାପମାତ୍ରା
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପୂରା ରାଜ୍ୟ ହାଡଭଙ୍ଗା ଶୀତରେ ଥରୁଛି। ଅନେକ ସହରର ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି ତାପମାତ୍ରା । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଜାରି…
ଆଜି ଲୋକସଭାରେ ଆଗତ ହେବ ଏକକ ନିର୍ବାଚନ ବିଲ୍, କିଛି ଦିନ ତଳେ ମିଳିଥିଲା କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇପାରେ ଏକକ ନିର୍ବାଚନ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘୱାଲ ଦୁଇଟି ବିଲ୍ ଆଗତ କରିବେ । ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ(ସଂଶୋଧନ)…
Breaking: ପୋଲିସବାବୁଙ୍କ ଉପରେ ସୁନା କଳସ ଢାଳିବେ CM… ଦ୍ୱିଗୁଣା ହେବ ହାବିଲଦାର, କନଷ୍ଟେବଲଙ୍କ ଭତ୍ତା, ୬ ହଜାରଙ୍କୁ ମିଳିବ…
ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କୁ ଏକ ମାସ ଦରମା ଅଧିକ ଦେବାକୁ ଖୁବ୍ଶୀଘ୍ର ନିଷ୍ପତ୍ତି । ଓଡ଼ିଶା ହାବିଲଦାର, କନଷ୍ଟେବଲ, ସିପାହୀ ମହାସଂଘ ଉତ୍ସବରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା । ପୋଷାକ ଭତ୍ତା ୫ ହଜାରରୁ…
ପାଠପଢ଼ିବାକୁ ଆକଟ କରି କହିଲା ମା’: ଦଉଡ଼ି ଦେଇ ମରିଗଲା ନବମ ଶ୍ରେଣୀରେ ପଢ଼ୁଥିବା ପୁଅ
ମୁମ୍ବାଇ: ମୁମ୍ବାଇରେ ଜଣେ ୧୪ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଭଣ୍ଡୁପ ଅଞ୍ଚଳରେ ଏହି ଘଟଣା ଘଟିଛି । ଛାତ୍ରଙ୍କ ଆତ୍ମହତ୍ୟା ପଛର ଆଶ୍ଚର୍ଯ୍ୟଜନକ କାରଣ ସାମ୍ନାକୁ ଆସିଛି । କୁହାଯାଉଛି ଯେ ତାଙ୍କ ମା' ତାଙ୍କୁ…
ଶୀତ ପାଇଁ ବଦଳିଲା ସ୍କୁଲ ସମୟ: ପ୍ରଶାସନ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା
ନୂଆଦିଲ୍ଲୀ: ପ୍ରବଳ ଶୀତରେ ଛଟପଟ ହେଉଛନ୍ତି ଲୋକମାନେ । ଥଣ୍ଡା ଏତେ ଅନୁଭୂତ ହେଉଛି ଯେ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି । ଏପରିକି ସ୍ୱେଟର, କମ୍ବଳ ପରିଧାନ କରିବା ପରେ ବି ଶୀତରୁ ନିସ୍ତାର ମିଳୁନାହିଁ । ତେବେ…
ଯନ୍ତ୍ରଣା ଦାୟକ ମୃତ୍ୟୁ…. ବିଷାକ୍ତ ଗ୍ୟାସ ନେଲା ୧୨ ଜଣଙ୍କ ଜୀବନ, ମୃତ୍ୟୁର କାରଣ ଖୋଜୁଛି ପ୍ରଶାସନ
ଜର୍ଜିଆ: ଜର୍ଜିଆର ଗୁଡ଼ାଉରିସ୍ଥିତ ଏକ ରିଜୋର୍ଟର ରେଷ୍ଟୁରାଣ୍ଟରେ ବଡ଼ ଅଘଟଣ ଘଟିଛି । ଯେଉଁ କାରଣରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ଥିବା ସୂଚନା ମିଳିଛି । ରିପୋର୍ଟ ମୁତାବକ ସେମାନଙ୍କ…