Browsing Category

Top Stories

ସାୟାଟିକା ରୋଗ କାହିଁକି ହୁଏ, ଏହାର ପ୍ରାରମ୍ଭିକ ଲକ୍ଷଣ କ’ଣ? ଜାଣନ୍ତୁ ବର୍ତ୍ତିବାର ଉପାୟ

ସାୟାଟିକା ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା, ଯାହା ସାୟାଟିକ ସ୍ନାୟୁ (Sciatic Nerve) ଉପରେ ଚାପ ବା କ୍ଷତି ହେତୁ ହୁଏ। ଏହି ସ୍ନାୟୁ ଶରୀରର ସବୁଠାରୁ ଲମ୍ବା ସ୍ନାୟୁ, ଯାହା ଅଣ୍ଟାରୁ ଆରମ୍ଭ ହୋଇ ନିତମ୍ବ, ଜଙ୍ଘ ଓ…

୬୦ ବର୍ଷ ପୂର୍ବ କଥା: ଯେତେବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ବିମାନକୁ ଗୁଳି କରି ଖସାଇ ଦେଇ ହାତ ଯୋଡ଼ି କ୍ଷମା ମାଗିଥିଲେ…

ନୂଆଦିଲ୍ଲୀ: ୧୯୬୫ ମସିହା ସେପ୍ଟେମ୍ବର ୧୯ ତାରିଖ ଥିଲା ଭାରତ-ପାକିସ୍ତାନ ଯୁଦ୍ଧର ଏକ ନିର୍ଣ୍ଣାୟକ ସମୟ। ଏହି ଦିନ ଗୁଜରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ବଳବନ୍ତ ରାୟ ମେହଟା ଏକ ବେସାମରିକ ବିମାନ, ବିଚକ୍ରାଫ୍ଟ ମଡେଲ…

ଶ୍ରୀ ଜଗନ୍ନାଥ ମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ରଥଯାତ୍ରା ପୂର୍ବରୁ ପୁରୀରେ ଡେରା ପକେଇଲା ସେନା 

ପୁରୀ: ଆସନ୍ତା ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଆଶା କରାଯାଉଛି। ଜମ୍ମୁ ଓ କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶବ୍ୟାପୀ ଉଚ୍ଚ ସତର୍କତା ଜାରି ହେବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ…

ଲିଜ୍ ଜମିର କମିଲା କନଭରସେସନ ଫି, ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର ଦେବେ ମାତ୍ର 3%

ଭୁବନେଶ୍ବର: ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେସନ୍ ଫି । ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର 3% ଦେବାକୁ ପଡ଼ିବ । ପୂର୍ବରୁ 10 ପ୍ରତିଶତ କନଭରସେସନ୍ ଫି ଦେବାକୁ ପଡ଼ୁଥଲା । ଏନେଇ ସାଧାରଣ ପ୍ରଶାସନ…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, 8 ମହିଳାଙ୍କ ସମେତ ଅଛନ୍ତି 30 ଯାତୀ

ବ୍ରହ୍ମଗିରି: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି 30 ଜଣ ଯାତ୍ରୀ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗା ଫସିରହିଥିବା ସୂଚନା । ସାତପଡ଼ାରୁ ଜହ୍ନିକୁଦାକୁ ଯାତ୍ରୀ ନେଇ ଯାଉଥିଲା ଡଙ୍ଗା…

ସିଙ୍ଗିଲ ୱିଣ୍ଡୋରେ 17 ପ୍ରକଳ୍ପକୁ ମଞ୍ଜୁରୀ; 3,878 କୋଟିର ହେବ ପୁଞ୍ଜି ନିବେଶ

ଭୁବନେଶ୍ବର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସରେ 17 ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟରେ 3878.86 କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ । 11 ଟି ଜିଲ୍ଲାରେ 17 ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି।…

ଇଜ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ: ଭାରତରେ ସୁନା, ତୈଳ ଓ ଶେୟାର ବଜାରରେ ହଙ୍ଗାମା

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଇଜ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସଂଘର୍ଷ ଏବେ ବିଶ୍ୱ ଅର୍ଥନୀତି ସହ ଭାରତକୁ ମଧ୍ୟ ପ୍ରଭାବିତ କରୁଛି। ଶୁକ୍ରବାର ସକାଳେ ଇଜ୍ରାଏଲର ବାୟୁସେନା ଇରାନର ତେହେରାନସ୍ଥିତ ପରମାଣୁ ଓ…

ଭୁବନେଶ୍ବରରେ ମାଳମାଳ ବନ୍ଧୁକ, 6 ଟି ବନ୍ଧୁକ ସହ 5 ଜଣଙ୍କୁ ଗିରଫ କଲା ପୋଲିସ୍

ଭୁବନେଶ୍ବର: ବନ୍ଧା ହେଲେ ବନ୍ଧୁକ ବେପାରୀ । 6 ଟି ବନ୍ଧୁକ ଜବତ ସହ 5 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ 3 ଜଣ ୟୁପିର, ଜଣେ ମଧ୍ୟପ୍ରଦେଶ ଓ ଜଣେ ସାଲେପୁରର ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ…

ଯାଜପୁରରେ ଡ଼ାଇରିଆ ଆତଙ୍କ, 16 ତାରଖ ଯାଏଁ ଛୁଟି ବାତିଲ କଲେ ଜିଲ୍ଲାପାଳ

ଯାଜପୁର: ଡ଼ାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ ।  ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏ ଛୁଟି ବାତିଲ କରିଲେ ଜିଲ୍ଲାପାଳ । ସମସ୍ତ ଅଫିସ ଖୋଲା ରହିବ କିନ୍ତୁ ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟିକୁ…

ଉପକାରୀ ଜାମୁକୋଳି, ଖାଇଲେ ଦୂର ହୁଏ ଏହି ସବୁ ରୋଗ…

ଓଡ଼ିଶା ଭାସ୍କର: ଜାମୁକୋଳି ପ୍ରାୟତଃ ସମସ୍ତଙ୍କର ପସନ୍ଦ । ଖରାଦିନେ ଏହି ଫଳ ହୋଇଥାଏ । ଏହା ଖାଇବାକୁ ଯେମିତି ଭଲ ଲାଗେ, ଏଥିରେ ଭିଟାମିନ ମଧ୍ୟ ଭରପୁର ମାତ୍ରାରେ ଭରି ରହିଥାଏ । ଅଧିକାଂସ ଲୋକ ଜାମୁକୋଳି ଖାଇ ସାରି…