Browsing Category

Top Stories

ଯାଜପୁରରେ ଭୋଜି ମନା: କଲେରା ଚିହ୍ନଟ ପରେ ପ୍ରଶାସନର ପରାମର୍ଶ

ଯାଜପୁର: ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା । ରଜପର୍ବ ସାମୁହିକ ସମାବେଶ ବେଳେ ଭୋଜି ବାରଣ । ଯାଜପୁରରେ କଲେରା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ପରାମର୍ଶ । ଘରେ ରନ୍ଧାଯାଇଥିବା ଗରମ ଖାଦ୍ୟ ଖାଇବେ ଏବଂ ଫୁଟା ଓ…

ଆଜି ପ୍ରକାଶ ପାଇବ NEET UG ରେଜଲ୍ଟ! ଜାଣନ୍ତୁ କେମିତି ଡାଉନଲୋଡ କରିବେ ମାର୍କ ସିଟ୍

ନୂଆଦିଲ୍ଲୀ: ନିଟ ୟୁଜି ପରୀକ୍ଷା 2025 ର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ । ଏହି ଫଳାଫଳ ଆଜି ଅର୍ଥାତ୍ 14 ଜୁନ୍ 2025 ରେ ପ୍ରକାଶ ପାଇପାରେ। ତଥାପି, ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।…

ସ୍ତ୍ରୀ, ନବଜାତ ପୁଅକୁ ଦେଖିବାକୁ ଗଲା ବେଲେ ପିଟିଲା ଟ୍ରକ୍, 2 ମୃତ

ନୂଆପଡ଼ା: ପହିଲି ରଜରେ ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା 2 ଜୀବନ । ନୂଆପଡ଼ା ଜିଲ୍ଲା ଦଲଦଲି ଛକରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଶ୍ୱଶୁର ଘରେ…

ଭୁଲରେ ବି କଞ୍ଚା ଖାଆନ୍ତୁ ନାହିଁ ଏହି 11ଟି ଖାଦ୍ୟ, ଶରୀରକୁ ପହଞ୍ଚିବ ବଡ଼ କ୍ଷତି

ଓଡ଼ିଶା ଭାସ୍କର: ବଞ୍ଚିରହିବା ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ଚିକିତ୍ସାବିତଙ୍କ ମତରେ ସବୁଜ ପନି ପରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ହୋଇଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ କଞ୍ଚା ଖାଇବା ଦ୍ଵାରା…

ପଦ୍ମପୁର ଥାନା ଅଞ୍ଚଳରେ ଅଘଟଣ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା

ପଦ୍ମପୁର: ପହିଲି ରଜରେ ଅଘଟଣ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଅଘଟଣ । ମହିଳାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ…

ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ

ତେହରାନ: ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଗତକାଲି ନୂତନ…

ଯାଜପୁର, ଭଦ୍ରକରେ ଭୟଙ୍କର ହେଲା ଡାଇରିଆ; ୮ ‘କଲେରା’ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମୋଟ ୮ ଜଣ କଲେରାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ, ସଂଗୃହୀତ ୪୧ଟି ମଳ ନମୁନା ମଧ୍ୟରୁ ୮ଟି କଲେରା ପାଇଁ ପଜିଟିଭ୍ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ…

ହାତୀ ଆକ୍ରମଣରେ ଓଡ଼ିଶାରେ ଆଉ ୩ ଜଣଙ୍କ ମୃତ୍ୟୁ, ଗତ ସପ୍ତାହରେ ରାଜ୍ୟ ସରକାର ନେଇଥିଲେ ବଡ ନିଷ୍ପତ୍ତି

ଭୁବନେଶ୍ୱର: ଶନିବାର କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ପୃଥକ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗୁଆଲି ପଞ୍ଚାୟତରେ ଏକ ବଣୁଆ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝରର ଯୋଡା ବ୍ଲକ…

ଆଜି ପହିଲି ରଜ, ପୋଡ଼ ପିଠା ବାସ୍ନାରେ ମହକୁଛି ଗାଁ ଠୁ ସହର

ଭୁବନେଶ୍ବର: ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର , ସବୁ ଉତ୍ସବମୁଖର । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା…

କ’ଣ ବ୍ୟାୟାମ ପରେ ବ୍ଲଡ଼ ଟେଷ୍ଟ କରାଇବା ଉଚିତ କି ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଆଜିକାଲି ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି ପାଇଛି, ଏବଂ ଅନେକେ ନିୟମିତ ବ୍ୟାୟାମ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି। କିନ୍ତୁ ଏକ ସାଧାରଣ ପ୍ରଶ୍ନ ଉଠୁଛି – ବ୍ୟାୟାମ ପରେ ରକ୍ତ ପରୀକ୍ଷା (Blood…