Browsing Category

Top Stories

ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: କଟକରେ ବସ୍ ଚଳାଚଳ ବନ୍ଦ, ରାଜପଥରେ ଅଟକିଲା ଶହ ଶହ ଗାଡ଼ି

ଭୁବନେଶ୍ୱର: ଆଜି ଭାରତ ବନ୍ଦ। ଆଜି ଦେଶବ୍ୟାପୀ ଶ୍ରମିକ ସଂଗଠନର ଧର୍ମଘଟ ବା ଭାରତ ବନ୍ଦ ପାଳନ ହେଉଛି। ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ଡାକରା ହୋଇଛି। ୨୫ କୋଟିରୁ ଅଧିକ ଶ୍ରମିକ…

ଚା ନିଶା ଆପଣଙ୍କୁ କରିପାରେ ଅସୁସ୍ଥ, ଜାଣନ୍ତୁ କାହିଁକି ଅତ୍ୟଧିକ ଚା ଏବଂ କଫି ପିଇବା ବିପଦଜନକ

ନୂଆଦିଲ୍ଲୀ: ସାରା ରାଜ୍ୟରେ ଜାରି ରହିଛି ବର୍ଷା । ସୁଖଦ ପାଗ, ବର୍ଷା ଯୋଗୁଁ କପେ ଚା କିମ୍ବା କଫି ହେଲେ କଥା ସରିଲା । ମୌସୁମୀ ସକାଳ ଏହାଠାରୁ ସୁନ୍ଦର ହୋଇନପାରେ । କିନ୍ତୁ ଚା ସହିତ ପକୋଡାର ମିଶ୍ରଣ ସ୍ୱାସ୍ଥ୍ୟ…

Patna-Delhi Flight: ପାଟନା-ଦିଲ୍ଲୀ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ୧୬୯ ଯାତ୍ରୀ ଅଳ୍ପକେ ବଞ୍ଚିଗଲେ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ଏକ ବଡ଼ ଖବର ଆସୁଛି । ପ୍ରକୃତରେ ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର 5009 କୁ ପକ୍ଷୀ ଧକ୍କା ଦେବା ଯୋଗୁଁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ବିମାନରେ 169…

୪୧ ବର୍ଷ ବୟସରେ ଏହି ବଡ଼ ଅମ୍ପାୟାରଙ୍କ ପରଲୋକ, ଫ୍ୟାଟ୍ କମାଇବା ପାଇଁ ପାକିସ୍ତାନରେ କରିଥିଲେ ସର୍ଜରୀ

ନୂଆଦିଲ୍ଲୀ: ICC ଅମ୍ପାୟାର ପ୍ୟାନେଲ ସଦସ୍ୟ ବିସମିଲ୍ଲାହ ଜାନ ଶିନୱାରୀଙ୍କ 41 ବର୍ଷ ବୟସରେ ଦେହାନ୍ତ ଘଟିଛି। କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଫଗାନିସ୍ତାନର ଶିନୱାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା…

(Video) ଗୁଜରାଟରେ ଏକ ବଡ଼ ଦୁର୍ଘଟଣା..ଆଖି ସାମ୍ନାରେ ଦୁଇଖଣ୍ଡ ହୋଇଗଲା ପୋଲ, ନଦୀକୁ ଗାଡ଼ି ଖସି 9 ମୃତ

ନୂଆଦିଲ୍ଲୀ: ଗୁଜୁରାଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଆଖି ସାମ୍ନାରେ ଦୁଇଖଣ୍ଡ ହୋଇଗଲା ବ୍ରିଜ । ଭଦୋଦରା ଏବଂ ଆନନ୍ଦକୁ ସଂଯୋଗ କରୁଥିବା ପୋଲ ଭୁଶୁଡ଼ି ପଡ଼ିଛି । ମହିସାଗର ନଦୀ ଉପରେ ନିର୍ମିତ 45 ବର୍ଷ ପୁରୁଣା…

ଘୋର କାଳିକାଳ: ରାମ ମନ୍ଦିରରୁ ଦାନ ହୁଣ୍ଡି ନେଇଗଲେ ୩ ଦୁର୍ବୃତ୍ତ

ପୁରୀ: ଆଜିକାଲି ଚୋରି ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ବୃତ୍ତମାନେ ଘରେ ଚୋରି କରିବା, ରାସ୍ତାରେ ଲୋକଙ୍କଠୁ ଡକାୟତି କରିବା ସହ ମନ୍ଦିରରେ ଠାକୁରଙ୍କ ଟଙ୍କାଙ୍କୁ ମଧ୍ୟ ଛାଡ଼ୁନାହାନ୍ତି। ତେବେ…

‘ଦୁଇ ଦିନ ପୂର୍ବରୁ ମୋ ଦାଢ଼ିକୁ ରଙ୍ଗ କରିଥିଲି…’, Test Retirement ପରେ ପ୍ରଥମ ଥର ମୁହଁ ଖୋଲିଲେ କୋହଲି

ନୂଆଦିଲ୍ଲୀ:  ଟେଷ୍ଟ କ୍ରିକେଟରୁ ହଠାତ୍ ଅବସର ନେବା ପରେ ବିରାଟ କୋହଲିଙ୍କ ପ୍ରଥମ ପ୍ରତିକ୍ରିୟା ପ୍ରତିକ୍ରିୟା ଆସିଛି । ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି ଯେ ସେ ମାତ୍ର ଦୁଇ ଦିନ ପୂର୍ବରୁ ତାଙ୍କ ଦାଢ଼ି ରଙ୍ଗ…

ପୁରୀ ଶରଧାବାଲି ଦଳାଚକଟା ମାମଲା: ଆଜିଠୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ

ଭୁବନେଶ୍ୱର: ପୁରୀ ଶରଧାବାଲି ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର। ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ଆଜି ଅପରାହ୍ଣ ପରଠୁ ସାକ୍ଷାତ। ଆସନ୍ତାକାଲି ଅପରାହ୍ଣ…

ଭାରତ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ! ଚୀନ୍-ପାକିସ୍ତାନ-ବାଂଲାଦେଶର ଏକାଠି ହେବା ଭାରତ ପାଇଁ ବିପଦପୂର୍ଣ୍ଣ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ମଙ୍ଗଳବାର ଦିନ ସିଡିଏସ୍ ଅନିଲ ଚୌହାନ କହିଛନ୍ତି…

ସମସ୍ତ ସ୍କୁଲ ଏବଂ କଲେଜ ଏହିଠାରେ ହେଲା ବନ୍ଦ, ପ୍ରବଳ ବର୍ଷା ପାଇଁ ନିଆଗଲା ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ଜାରି ରହିଛି ବର୍ଷା। ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟ ପାଣିରେ ଭର୍ତ୍ତି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ…