Browsing Category

Top Stories

ନୂଆ ସଂସଦ ଉଦଘାଟନରେ ଜାରି ହେବ ୭୫ ଟଙ୍କିଆ କଏନ୍: କେନ୍ଦ୍ର ସରକାର ଆଣିବେ ଧାତବ ମୁଦ୍ରା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହେବ ୭୫ ଟଙ୍କିଆ ଧାତବ ମୁଦ୍ରା । ଗୁରୁବାର ଦିନ ଏ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ 'ଗେଜେଟ'ରେ ସୂଚନା ଦିଆଯାଇଛି । 'କଏନେଜ ରୁଲ-୨୦୨୩'…

ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ମାତ୍ରାରେ କାହିଁକି ହୋଇଥାଏ କ୍ୟାନ୍ସର ? ଜାଣନ୍ତୁ

ଆଜିକାଲି ଲୋକମାନେ ନିଜର ଖରାପ ଜୀବନଶୈଳୀ ଯୋଗୁଁ ଅନେକ ରୋଗର ଶିକାର ହେଉଛନ୍ତି । ତେବେ ସବୁଠାରୁ ମାରାତ୍ମକ ରୋଗ ଭିତରୁ ଗୋଟେ ହେଉଛି କର୍କଟ ବା କ୍ୟାନ୍ସର ରୋଗ। ସାରା ବିଶ୍ୱରେ ଏହି କ୍ୟାନ୍ସର ଦ୍ରୁତ ଗତିରେ ବଢିବାରେ…

୫୦୦ ଟଙ୍କିଆ ନୋଟକୁ ନେଇ ବଡ ଖବର: ରିଜର୍ଭ ବ୍ୟାଙ୍କ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା ପରେ ଏବେ ୫୦୦ ଟଙ୍କିଆ ନୋଟକୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ୫୦୦ ଟଙ୍କିଆ ନୋଟକୁ ଉପରେ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଗତ ୨୩ ତାରିଖରୁ…

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ! ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ । ଆଜି ମଧ୍ୟ କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ଯାହାର ପ୍ରଭାବରେ ଆଜି ବିଜୁଳି ଏବଂ ଘଡଘଡି ସହିତ ପ୍ରବଳ ବର୍ଷା…

ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି ଆଉ ୨୪ ବିଧାୟକ: ଆସନ୍ତାକାଲି ମିଳିବ ଦାୟିତ୍ୱ!

କର୍ଣ୍ଣାଟକ: ଆସନ୍ତାକାଲି ଆଉ ୨୪ ଜଣ ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପାହ୍ୟା । ବିଧାୟକରୁ ସିଧା ମନ୍ତ୍ରୀ ଭାବରେ ଶପଥ ନେଇ ପାରନ୍ତି ୨୪ ଜଣ ବିଧାୟକ । ଏ ନେଇ ଦିଲ୍ଲୀରେ ହୋଇତିବା ଏକ ବୈଠକରେ କିଛି ନାଁ ଉପରେ ମୋହର…

Big Breaking; ମେ’ ଶେଷରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ: ୨୮ ତାରିଖରେ ହେବ ତାରିଖ ଘୋଷଣା

ଭୁବନେଶ୍ୱର: ମେ' ୨୮ ତାରିଖରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ ତାରିଖ । ପ୍ରଥମେ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ । ଏହାପରେ କଳା ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ…

ରେଲୱେରେ ୫୪୮ ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରେଳ ନିଯୁକ୍ତି ସେଲ୍, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ୫୪୮ ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ନିଯୁକ୍ତି ବାହାର କରିଛି । ଏହି ନିଯୁକ୍ତି ମାଧ୍ୟମରେ ଫିଟର, ୱେଲଡର, କାର୍ପେଟର, ପେଣ୍ଟର, ଟର୍ନର,…

ସାବଧାନ; ଟ୍ରାଫିକ ନିୟମ ଭାଙ୍ଗିଲେ ରୁଜୁ ହେବ ମାମଲା: କମିଶନରେଟ ପୋଲିସର ବଡ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି କମିଶନରେଟ ପୋଲିସ । ଏଣିକି ଗାଡି ଚାଳକଙ୍କୁ ରହିବାକୁ ହେବ ଅଧିକ ସତର୍କ । କାରଣ ଏବେ ଟ୍ରାଫିକ ନିୟମ ଭାଙ୍ଗିବାର ପରିଣାମ ଆହୁରି…

ସରକାରୀ କର୍ମଚାରୀଙ୍କୁ ମିଳିବାକୁ ଯାଉଛି ବଡ଼ ଖୁସିଖବର: ୩୧ ମେ’ ସନ୍ଧ୍ୟାରେ ହେବ ବଡ଼ ଘୋଷଣା, ବଢ଼ିପାରେ ଦରମା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଏକ ବଡ଼ ଖୁସିଖବର, ଯାହାକୁ ଶୁଣି ଆପଣ ବି ଖୁସିରେ ନାଚିଉଠିବେ । ତେବେ ମେ ୩୧ ସନ୍ଧ୍ୟାରେ କେନ୍ଦ୍ର ସରକାର ଡିଏ ସ୍କୋର ଜାରି କରିବାକୁ…

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ ଅବସ୍ଥା, ଅକ୍ସିଜେନ୍ ସପୋର୍ଟରେ ରଖିଛନ୍ତି ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଗୁରୁବାର ସକାଳେ ବାଥରୁମରେ ପଡ଼ିଯିବା କାରଣରୁ ତାଙ୍କୁ ପ୍ରଥମେ ଦିନ୍ ଦୟାଲ ଉପାଧ୍ୟାୟ…