fbpx
Browsing Category

Top Stories

(Video) ସମସ୍ତଙ୍କ ଆଗରେ ଚାପୁଡ଼ା ମରାମରି ହେଲେ ବର-କନ୍ୟା: ବାହାଘର ଷ୍ଟେଜ୍ ପାଲଟିଲା ଋଣକ୍ଷେତ୍ର

ଏବେ ବାହାଘର ଋତୁ ଚାଲିଥିବା ବେଳେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି । କିଛି ଭିଡିଓ ପ୍ରକୃତ ଘଟଣା ସହ ଜଡ଼ିତ ଥିବା ବେଳେ କିଛି ଭିଡିଓକୁ ଜାଣିଶୁଣି କ୍ରିଏଟ୍ କରାଯାଉଛି । ବେଳେବେଳେ…

(VIDEO) ଦେଶରେ ନିଜର କମାଲ ଦେଖାଉଛି ଓଡିଆ ଫିଲ୍ମ ଦମନ; କାହାଣୀକୁ ନେଇ ସବୁଠି ଚର୍ଚ୍ଚା

ଭୁବନେଶ୍ୱର: ଓଡିଆ ଫିଲ୍ମ ଦମନ ରିଲିଜ ହେବା ପରଠାରୁ ଏହା ସାରା ଦେଶରେ ରାଜ କରୁଛି । ଅନେକ ଦର୍ଶକ ଏହି ଫିଲ୍ମର କାହାଣୀକୁ ଭଲ ପାଉଥିବା ବେଳେ ଏହା ଓଡିଆ ଚଳଚ୍ଚିତ୍ର ରୂପରେଖକୁ ବଦଳାଇ ଦେଇଛି । ଏଥିସହିତ ଏହା…

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ଶୁଣାଣି ଚାଲିଥିବା ବେଳେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ…

ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଭିସି ଜରିଆରେ ହାଜର ହେଲେ ପୋଲିସ ଡିଜିପି

ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । ଉଭୟଙ୍କୁଆଜି ହାଜର ପାଇଁ ନିର୍ଦ୍ଦେଶ…

Video: ଭଉଣୀ ସହ ଛିଡାହୋଇଥିବା ଛାତ୍ରୀଙ୍କ ଉପରେ ଏସିଡ୍ ଆଟାକ୍, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ଏକ ସ୍କୁଲ ଛାତ୍ରୀଙ୍କ ଉପରେ ହୋଇଛି ଏସିଡ୍ ଆଟାକ୍ । ଏହି ଘଟଣା ଆଜି ସକାଳ ପ୍ରାୟ ୯ଟାରେ ହୋଇଥିବା ଜଣାପଡିଛି । ଏହା ପରେ ଯୁବତୀଙ୍କର ସଫଦରଗଞ୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ଶ୍ରଦ୍ଧାଞ୍ଜଳୀଙ୍କୁ ହାଇକୋର୍ଟଙ୍କ ଝଟକା; ମିଳିଲାନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ହନି ଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମାଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରତ୍ୟେକ ଦିନ ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗଙ୍କ ଅଡୁଆ…

ପୁରୁଣା ବ୍ୟାଟେରୀ ଜାଳିବା ନବଜାତ ଶିଶୁ ଓ ମହିଳାଙ୍କ ପାଇଁ ବିପଦ: ରିସର୍ଚ୍ଚରୁ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ବ୍ୟବହୃତ ହୋଇଥିବା ବ୍ୟାଟେରୀର ଲିଡକୁ ସର୍ବସାଧାରଣରେ ଜାଳିବା ଦ୍ୱାରା ଶିଶୁ ଓ ଗର୍ଭବତୀ ମହିଳାଙ୍କଠାରୁ ଜନ୍ମ ହେବାକୁ ଥିବା ଶିଶୁଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡ଼ିଥାଏ । ମହାବୀର କ୍ୟାନ୍ସର…

ହାର୍ଟ ଆଟାକ୍ ଆସିବା ମାତ୍ରେ ନ ଡରି କରନ୍ତୁ ଏହି କାମ: ବଞ୍ଚିଯିବ ପୀଡିତାଙ୍କ ଜୀବନ

ହାର୍ଟ ଆଟାକର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ୬୦ ବର୍ଷରୁ ଅଧିକ ଲୋକ ଏହାର ଶିକାର ହେଉଥିବା ବେଳେ ଆଜିକାଲି ୧୮-୨୦ ବର୍ଷର ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ହାର୍ଟ ଆଟାକ୍ ଆସିବା ପରେ…

ମାଲାମାଲ୍ ହେବେ ୬୫ ଲକ୍ଷ ପେନସନଧାରୀ: ଏହି ତାରିଖରୁ ଆସିବ ଅଧିକ Pension, ସରକାର ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ବିଭିନ୍ନ ରାଜ୍ୟରେ ସରକାରୀ କର୍ମଚାରୀ ପୁରୁଣା ପେନସନ୍ ଯୋଜନା ଲାଗୁ କରିବାକୁ ଦାବି କରୁଥିବା ବେଳେ ଆନ୍ଧ୍ର ସରକାର ରାଜ୍ୟବାସୀଙ୍କୁ ବଡ଼ ଖୁସିଖବର ଦେଇଛନ୍ତି । ଆନ୍ଧ୍ରପ୍ରଦେଶ କ୍ୟାବିନେଟ…

ଡ୍ରାଗନ୍ ଚାଷ କରି ମାଲାମାଲ ହେଉଛନ୍ତି ଚାଷୀ; ଜାଣନ୍ତୁ ଆପଣ କିପରି ହେବେ ଲକ୍ଷପତି

ନୂଆଦିଲ୍ଲୀ: ଆଜିକାଲି ଦେଶ ତଥା ରାଜ୍ୟରେ ବିଦେଶୀ ଫଳ ଡ୍ରାଗନ୍ ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଚାଷୀ ଏହାକୁ ଚାଷ କରିବାକୁ ପସନ୍ଦ କରୁଥିବା ବେଳେ ଏହାକୁ ଚାଷ କରି କିଛି ଚାଷୀ ମାଲାମାଲ…