fbpx
Browsing Category

Top Stories

ଗୁଜୁରାଟ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କଲା ବିଜେପି

ନୂଆଦିଲ୍ଲୀ; ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଏକ ଐତିହାସିକ ବିଜୟ ହାସଲ କରିଛି । ୨୭ ବର୍ଷ ଧରି ଗୁଜୁରାଟରେ ବିଜେପି କ୍ଷମତାରେ ଅଛି । କିନ୍ତୁ ଏଥର ବିଜେପି ନିଜର ପୁରୁଣା ରେକର୍ଡ ଭାଙ୍ଗିଛି ଏବଂ ସବୁଠୁ ବଡ…

Video: ମ୍ୟାଚ୍‌ ମଝିରେ ଘଟିଲା ବଡ଼ ଦୁର୍ଘଟଣା, କ୍ରିକେଟରଙ୍କ ମୁହଁରେ ବାଜିଲା ବଲ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ବର୍ତ୍ତମାନ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ଲଙ୍କା ପ୍ରିମିୟର ଲିଗ୍ ୨୦୨୨ ଚାଲିଛି । ଗତକାଲି ଏକ ମ୍ୟାଚ୍ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ଖେଳାଳି ଆହତ ହୋଇଛନ୍ତି। ସୂଚନା…

୨ କୋଟି ଲୋକଙ୍କୁ ମିଳିବନି ପିଏମ କିଷାନର ୧୩ତମ କିସ୍ତି ଟଙ୍କା, ସେଥିରେ ନାହିଁ ତ’ ଆପଣଙ୍କ ନାଁ ? ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ସମଗ୍ର ଦେଶର ଚାଷୀମାନେ ପିଏମ କିଷାନର ୧୩ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ଏବେ ଏହାକୁ ନେଇ ଆସିଛି ନୂଆ ଅପଡେଟ । କେନ୍ଦ୍ର ସରକାର ନକଲି ଚାଷୀଙ୍କୁ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହା…

କଲେଜିୟମ ଉପରେ ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ଖପ୍ପା ସୁପ୍ରିମକୋର୍ଟ, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ: କଲେଜିୟମ ବ୍ୟବସ୍ଥା ସମ୍ପର୍କରେ ସୁପ୍ରିମକୋର୍ଟରେ ଲଗାତାର ଶୁଣାଣି ଚାଲୁ ରହିଛି । ଗୁରୁବାର ଏହି ମାମଲାରେ ଶୁଣାଣି ଚାଲିଥିବାବେଳେ କୋର୍ଟ କେନ୍ଦ୍ର ଉପରେ ଅତ୍ୟଧିକ କ୍ରୋଧିତ ହୋଇଥିବା ଦେଖାଯାଇଥିଲା ।…

Video: ଖଚାଖଚ୍ ଭିଡ଼ ଥିବା ବସରେ ଏପରି ଷ୍ଟାଇଲରେ ପଶିଲେ ଯୁବତୀ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଏପରି କିଛି ଦେଖିବାକୁ ମିଳିଯାଏ, ଯାହା ବିଷୟରେ ଆପଣ କେବେ କଳ୍ପନା ମଧ୍ୟ କରିନଥିବେ । କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ…

ପଦ୍ମପୁରରେ ଜିତିଲେ ବର୍ଷା ସିଂ ବରିହା, ନିର୍ବାଚନରେ ବୋହୂକୁ ବ୍ୟକ୍ତିଗତ ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଲେ ରମାରଞ୍ଜନ ବଳିଆରସିଂହ

ବରଗଡ଼: ପଦ୍ମପୁରରେ ବିରୋଧୀଙ୍କୁ ଚକମା ଦେଇ ବୃହତ ବ୍ୟବଧାନରେ ବିଜୟୀ ହୋଇଛି ସରକାରୀ ଦଳ। ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ତାଙ୍କ ପଛକୁ ବିଜେପି…

ଅଭିନେତା ମନୋଜ ବାଜପେୟୀଙ୍କ ମା’ଙ୍କ ପରଲୋକ: ୮୦ ବର୍ଷ ବୟସରେ ବୁଜିଲେ ଆଖି

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେୟୀଙ୍କ ମା ଗୀତା ଦେବୀଙ୍କର ପରଲୋକ ଘଟିଛି । ଦୀର୍ଘ ସମୟରୁ ଅସୁସ୍ଥ ଥିବାବେଳେ ଆଜି ସକାଳେ ଦିଲ୍ଲୀର ଏକ ମେଡିକାଲରେ ୮ଟା ୩୦ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ…

ବିଜେଡିର ବାଜିମାତ : ବିଧାୟିକା ଗାଦିରେ ବିରାଜିଲେ ବର୍ଷା

ପଦ୍ମପୁର:'ମୁଁ ଏନର ଟୁକେଲ ,ଇନକେ ରହି କାମ କରିବି' ପଦ୍ମପୁରରେ ଜିତିବା ପରେ ବର୍ଷାଙ୍କ ପ୍ରତିକ୍ରିୟା । ପଦ୍ମପୁର ବାସୀ ବାପାଙ୍କୁ ପସନ୍ଦ କରିଥିଲେ ଏବେ ସେମାନେ ମତେ ପସନ୍ଦ କରିଛନ୍ତି । ବୋହୂ ନୁହେଁ ଗୋଟିଏ ଝିଆ…

ହିମାଚଳରେ ଭାଙ୍ଗିଲା ବିଜେପି ସରକାର,ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଳୀ:କଂଗ୍ରେସ ଦେଇଥିବା କଥା ଅନୁସାରେ ଗୋଟିଏ ପ୍ରଦେଶକୁ ସେ ତାର ଆୟତକୁ ନେଇଛି ।ଆଜି ଗୁଜରାଟ ଆଉ ହିମାଚଳ ପ୍ରଦେଶର ଫଳାଫଳ ପ୍ରକାଶ ପାଇଛି ।ଗୁଜରାଟରେ ପୁଣିଥରେ ପଦ୍ମଫୁଟିଥିବା ବେଳେ ହିମାଚଳପ୍ରଦେଶରେ କଂଗ୍ରେସ…

ମୃତ୍ୟୁପରେ ଆପଣ କେଉଁ ରୂପରେ ନେବେ ପରଜନ୍ମ? ଗରୁଡ ପୁରାଣରେ କୁହାଯାଇଛି ଏହି ରହସ୍ୟ

ସନାତନ ଧର୍ମରେ ଜନ୍ମ-ଜନ୍ମାନ୍ତର କଥା କୁହାଯାଇଥାଏ । ଏଥିସହିତ ଏହି ଧର୍ମରେ ଅନେକ ଶାସ୍ତ୍ର, ପୁରାଣ ଅଦି ରହିଛି । ଯେଉଁଥିରେ ଜୀବନର ଅନେକ ରହସ୍ୟ ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ଏହି ଶାସ୍ତ୍ର ମାନଙ୍କ ମଧ୍ୟରୁ…