fbpx
Browsing Category

Top Stories

ଭାରତ ଯୋଡ଼ ଯାତ୍ରାରେ ମୋଦି ମୋଦି ନାର ଦେଲେ ଲୋକେ, ଫ୍ଲାଇଙ୍ଗ କିସ୍ ଦେଲେ ରାହୁଲ ଗାନ୍ଧୀ

ରାଜସ୍ଥାନ: କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଏବେ ମଧ୍ୟ ରାଜସ୍ଥାନରେ ପହଞ୍ଚିଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କାଶ୍ମୀର ପର୍ଯ୍ୟନ୍ତ ଚାଲିବ । ଏହି…

Repo Rate: ସାଧାରଣ ଲୋକଙ୍କୁ ଝଟକା, ଦେବାକୁ ପଡିପାରେ ଅଧିକ EMI

ନୂଆଦିଲ୍ଲୀ: ଦରଦାମ ବଢୁଥିବା ବେଳେ ସାଧାରଣ ଲୋକଙ୍କୁ ପୁଣି ଥରେ ଲାଗିପାରେ ଝଟକା। ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରେପୋ ହାର ବଢ଼ାଇପାରେ। ଏହା ଲୋକଙ୍କ ଋଣର EMI…

ସାଧାରଣ ଲୋକଙ୍କ ସମସ୍ୟା:ଆରମ୍ଭ ହେଲା ଓଭରବ୍ରିଜ କାର୍ଯ୍ୟ ହେଲେ ସରିବ କେବେ ?

ଭୁବନେଶ୍ୱର: କଥା ରହିଛି ଚେଇଁ ଶୋଇଥିବ ଯିଏ, ତାକୁ ଜଗାଇବ କିଏ? ରାଜଧାନୀରେ ରାସ୍ତା ସମସ୍ୟା ସାଧାରଣ କଥା । ଏହା ପ୍ରଶାସନକୁ ମଧ୍ୟ ଅଛପା ନୁହେଁ । ଏହାକୁ ନେଇ ବାରମ୍ବାର ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ ସମସ୍ୟାର…

ହିମାଚଳ ପ୍ରଦେଶ ନିର୍ବାଚନରେ ଜାତିର କେତେ ପ୍ରଭାବ ରହିଛି ? କେଉଁ ସଂପ୍ରଦାୟ ପାଖରେ ରହିଛି କ୍ଷମତାର ଚାବି, ଫଳାଫଳ ଡିସେମ୍ବର ୮ରେ

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ସଂପ୍ରତି ଜାତି ଏବଂ ଧର୍ମ ଏକ ବଡ ପ୍ରସଙ୍ଗ ପାଲଟିଛି। ଏହି ଦୁଇଟି କାରକକୁ ନେଇ ରାଜନୀତି ଖୁବ୍ କରାଯାଉଛି। ନେତା ମାନେ ତ ଜାତି ଏବଂ ଧର୍ମ ଆଧାରରେ ଭୋଟ୍ ବ୍ୟାଙ୍କ ରାଜନୀତି ବେଶ…

ଚାଷୀଙ୍କ ପାଇଁ ଖୁସିଖବର: eKYC କରିବା ପରେ ମିଳିବ ୬୦୦୦ ଟଙ୍କା

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଅନେକ ସରକାରୀ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଅନେକ ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି…

କୋର୍ଟକୁ ଯିବା ସମୟରେ ଅର୍ଚ୍ଚନାଙ୍କ ବଡ଼ ବୟାନ: ଅକ୍ଷୟ ପରିଜାଙ୍କୁ ନେଇ କହିଲେ ଏପରି

ଭୁବନେଶ୍ୱର: ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର କୋର୍ଟକୁ ଅଣାଯାଇଛି । ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଥିବା ବେଳେ ଆଜି ଇଡି ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ମିଳିଛି…

କେଉଁ ବୟସରେ ଲୋକଙ୍କୁ ଅଣ୍ଡା ଖାଇବା ନିହାତି ଜରୁରୀ: ନଚେତ୍ ହୋଇପାରନ୍ତି ଦୁର୍ବଳ

ଅଣ୍ଡାକୁ ସୁପରଫୁଡ କୁହାଯାଏ, କାରଣ ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ଶରୀରକୁ ଅନେକ ଉପାୟରେ ଫାଇଦା ପହଞ୍ଚାଇଥାଏ । ଅନେକ ଲୋକ ଏହାକୁ ଜଳଖିଆରେ ରୁଟି ସହିତ ଖାଇବାକୁ ପସନ୍ଦ କରନ୍ତି କାରଣ ଏହା ଶୀଘ୍ର…

ଡିସେମ୍ବର ୮ରେ ତାମିଲନାଡୁ, ପୁଡ୍ଡୁଚେରୀ ଓ ଆନ୍ଧ୍ର ଉପକୂଳରେ ପହଞ୍ଚିବ ସାମୁଦ୍ରିକ ବାତ୍ୟା: IMD

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ୮ ତାରିଖ ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ତତ୍‌ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ପ୍ରଦେଶ…

(Video) ୨ ଯାଆଁଳା ଭଉଣୀ ଗୋଟିଏ ବରକୁ ପିନ୍ଧାଇଲେ ବରଣମାଳା: ଦେଖନ୍ତୁ ନିଆରା ବାହାଘର ଦୃଶ୍ୟ

ମୁମ୍ବାଇ: ସୋସିଆଲ ମିଡିଆରେ ବେଳେବେଳେ ଏପରି କିଛି ଭିଡିଓ ସାମ୍ନାକୁ ଆସିଯାଏ, ଯାହାକୁ ଦେଖି ଆପଣ ମଧ୍ୟ ଚିନ୍ତାରେ ପଡିଯାଆନ୍ତି । ଏପରି ଏକ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସିଛି । ମୁମ୍ବାଇର ୨ଜଣ ଆଇଟି ପ୍ରୋଫେସନାଲ…

ଆଜି ସିଙ୍ଗାପୁରରେ ଲାଲୁଙ୍କ ଅପରେସନ, ରୋହିଣୀ ଦେବେ କିଡନୀ, ହୋମ-ଯଜ୍ଞ ଆରମ୍ଭ

ନୂଆଦିଲ୍ଲୀ: ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସୋମବାର ସିଙ୍ଗାପୁରରର ମାଉଣ୍ଟ ଏଲିଜାବେଲ ହସ୍ପିଟାଲରେ କରାଯିବ। ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲାଲୁଙ୍କୁ କିଡନୀ ଦାନ କରୁଛନ୍ତି। ଏଥିପାଇଁ…