fbpx
Browsing Category

Top Stories

Mahabharat: କୁରୁକ୍ଷେତ୍ରରେ ଏହି ବିନାଶକାରୀ ଅସ୍ତ୍ରରେ ଲଢାଯାଇଥିଲା ମହାଭାରତ ଯୁଦ୍ଧ, ଚାହୁଁ ଚାହୁଁ କରୁଥିଲା ଧ୍ଵଂସ

ମହାଭାରତ ଯୁଦ୍ଧକୁ ଇତିହାସର ସବୁଠାରୁ ବଡ ଯୁଦ୍ଧ ଭାବରେ ଗଣନା କରାଯାଏ । ଏହି ଯୁଦ୍ଧରେ ଯୋଦ୍ଧମାନେ ଅନେକ ପ୍ରକାରର ଅସ୍ତ୍ର ବ୍ୟବହାର କରିଥିଲେ । କୁହାଯାଏ ଯେ ପ୍ରାଚୀନ କାଳର ଏହି ବିନାଶକାରୀ ଅସ୍ତ୍ରଗୁଡ଼ିକ ଗୋଟିଏ…

ମଣିଷଙ୍କୁ ରୋବୋଟ କରିବେ ଏଲନ ମସ୍କ; ମୁଣ୍ଡରେ ଫିଟ କରିବେ ଛୋଟ କମ୍ପ୍ୟୁଟର

ନୂଆଦିଲ୍ଲୀ: ସର୍ବଦା ନୂଆ ନୂଆ ପରୀକ୍ଷଣ କରି ଚର୍ଚ୍ଚାରେ ରୁହନ୍ତି ଏଲନ ମସ୍କ । ମଣିଷଙ୍କୁ ରୋବୋଟ କରିବାର ପ୍ରକଳ୍ପ ତାଙ୍କର ନୂତନ ପରୀକ୍ଷଣ ତାଲିକାରେ ସାମିଲ ହୋଇଛି । ବାସ୍ତବରେ ଏଲନ ମସ୍କଙ୍କ ନ୍ୟୁରାଲିଙ୍କ କମ୍ପାନୀ…

UGCର ନୂଆ ଗାଇଡଲାଇନ୍ସ: ଏଣିକି ଅନଲାଇନ, ଡିଷ୍ଟାନ୍ସ ଲର୍ଣ୍ଣିଂ ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନେବାକୁ ପଡ଼ିବ ଅନୁମତି

ନୂଆଦିଲ୍ଲୀ: ଅନଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ବିଶ୍ୱବିଦ୍ୟାଳୟଗୁଡ଼ିକୁ ମୁକ୍ତ ଓ ଡିଷ୍ଟାନ୍ସ ମୋଡ଼ରେ କୋର୍ସ ଅଫର କରିବା…

ଇଂଜିନିୟରିଂ ପିଲାଙ୍କ ପାଇଁ ଖୁସିଖବର: BEL ରେ ବାହାରିଲା ୨୬୦ ପଦବୀ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସିଖବର । ଏଥିପାଇଁ ନୋଟିଫିକେସନ ଜାରି କରାଯାଇଛି। ନୋଟିଫିକେସନରେ ଟ୍ରେନି ଇଞ୍ଜିନିୟର ଏବଂ ପ୍ରୋଜେକ୍ଟ ଇଞ୍ଜିନିୟର ସହିତ ଅନେକ ପଦବୀରେ…

କେଦାରନାଥ ଧାମରେ ତିଆରି ହେବ ଶିବ ଉଦ୍ୟାନ ଓ ରାସ୍ତାରେ ୪ଟି ଚିନ୍ତନ ସ୍ଥଳ,ଜାଣନ୍ତୁ ପୁରା ପ୍ଲାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ତୀର୍ଥଯାତ୍ରା ପାଇଁ କେଦାରନାଥ ଘାଟିରେ ଅନେକ ସୁବିଧା କରୁଛନ୍ତି । ଏନେଇ ସେ ନିର୍ମାଣ ଏବଂ ବିକାଶ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିପାଇଁ ନରେନ୍ଦ୍ର ମୋଦୀ କେଦାର ଘାଟିରେ ଥିବା ଶିବ…

ଦିଲ୍ଲୀ ଅବକାରୀ ମାମଲାରେ ସାମ୍ନାକୁ ଆସିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ନାଁ, ୧୦୦ କୋଟି ଦେଇଥିବା ଅଭିଯୋଗ

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଧାୟକ କେ କବିତାଙ୍କ ନାମ ସାମ୍ନାକୁ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଦନ୍ତକୁ ନେଇ…

ସାବତ ଝିଅକୁ ବଳାତ୍କାର କରିଥିବା ପିତାକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ: DNA ଟେଷ୍ଟ ସାଜିଲା ମାଧ୍ୟମ

ମୁମ୍ବାଇ: ମୁମ୍ବାଇର ଏକ ସ୍ପେଶାଲ କୋର୍ଟ ଡିଏନଏ ଟେଷ୍ଟ ଉପରେ ଭରସା କରି ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ନିଜ ୧୬ ବର୍ଷୀୟା ସାବତ ଝିଅକୁ ବାରମ୍ବାର ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡରେ…

ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଆସିଛି ବଡ଼ ଅପଡେଟ । ଏହି ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି । ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଚିତ ସାହୁ ଓ ଅଧ୍ୟାପକ କୃତି…

(video)ରାହୁଲଙ୍କ ସହିତ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେଲେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ବହୁ ସଂଖ୍ୟାରେ ଲୋକଙ୍କ ସମର୍ଥନ ମିଳିବାରେ ଲାଗିଛି। ବଲିଉଡର ଅନେକ ତାରକା ମଧ୍ୟ ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି। ବଲିଉଡର ଅନେକ ଅଭିନେତା ଏବଂ ଅଭିନେତ୍ରୀ…

Jioକୁ ଟକ୍କର ଦେବାକୁ ମାର୍କେଟକୁ ଆସିଲା ଏହି କମ୍ପାନୀର ବ୍ରଡବ୍ୟାଣ୍ଡ ଯୋଜନା, ମାତ୍ର ୧୬୭ ଟଙ୍କାରେ ମିଳିବ ୩୦୦mbps ସ୍ପିଡ୍

ଭାରତରେ ବ୍ରଡବ୍ୟାଣ୍ଡ ପାଇଁ ଚାହିଦା ବହୁତ ବୃଦ୍ଧି ପାଇଛି । କୋଭିଡ ପରେ, ଘରେ ବ୍ରଡବ୍ୟାଣ୍ଡ ସଂଯୋଗ ସଂଖ୍ୟା ବୃଦ୍ଧି ପାଇଛି । ଏକ ସମୟ ଥିଲା ଯେତେବେଳେ କମ୍ ସ୍ପିଡ୍ ଯୋଜନା ମଧ୍ୟ ବହୁତ ମହଙ୍ଗା ଥିଲା। କିନ୍ତୁ…