Browsing Category
Top Stories
ମହାଠକ ସୁକେଶ ହେବ ଦାନବୀର? ଜନ୍ମଦିନରେ ଦାନ କରିବାକୁ ଚାହୁଁଛନ୍ତି ୫କୋଟି ୧୧ ଲକ୍ଷ
ନୂଆଦିଲ୍ଲୀ: ଦିଲ୍ଲୀରେ ମଣ୍ଡୋଳୀ ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଦାନବୀର ହେବାକୁ ଚାହୁଁଛନ୍ତି । ସେ ତାଙ୍କୁ ଜନ୍ମଦିନରେ ୫କୋଟି ୧୧ ଲକ୍ଷ ଟଙ୍କା ଦାନ ଦେବାକୁ ଡିଜି ଜେଲକୁ ଏକ ଲେଟର…
ରାଜ୍ୟ BJPର ୩ ନେତା ସସପେଣ୍ଡ: ଦଳ ବିରୋଧୀ ଆଚରଣ ମହଙ୍ଗା ପଡ଼ିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ସଂଗଠନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଶାସକ…
ବେଶ ବଦଳାଇ ପୋଲିସକୁୁ ଚକମା ଦେବାରେ ମାହିର ଅମ୍ରିତ ପାଲ, ସାମ୍ନାକୁ ଆସିଲା ୭ଟି ଛଦ୍ମବେଶ
ନୂଆଦିଲ୍ଲୀ : ପଳାତକ ଘୋଷିତ ହୋଇଥିବା ତଥା ଖଲିସ୍ତାନ ସମର୍ଥକ 'ୱାରିସ୍ ପଞ୍ଜାବ ଦେ' ପ୍ରମୁଖ ଅମ୍ରିତ ପାଲ ସିଂ ପୋଲିସକୁ ଚକମା ଦେବାରେ ଓସ୍ତାତ୍ । ପୋଲିସ ଆଖିରେ ଧୂଳି ଦେଇ ଖସିବାରେ ଅମ୍ରିତ ପାଲ ସିରଂ ଏପର୍ଯ୍ୟନ୍ତ…
ଟ୍ୟାପ୍ ପାଣିରେ ମୁହଁ ଧୋଇବାରୁ ଜୀବନ ଚାଲିଗଲା! ଆପଣଙ୍କ ସହ ବି ଏମିତି ହୋଇପାରେ, ସତର୍କ ହୁଅନ୍ତୁ
ନୂଆଦିଲ୍ଲୀ: ଦିନକୁ ଦିନ ଆମ ଚାରିପାଖର ପରିବେଶ ବେଳକୁ ବେଳ ଖରାପ ଆଡ଼କୁ ଗତି କରୁଛି । ଜଳ, ବାୟୁ ସବୁ ପ୍ରଦୂଷିତ ହେବା ସହ ମଣିଷ ପାଇଁ ତାହା ଅନେକ ଭୟଙ୍କର ରୋଗ ସୃଷ୍ଟି କରୁଛି । ତେବେ ସାଧାରଣ ଭାବେ ଆମେମାନେ ବ୍ୟବହାର…
ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲାଗିଛି ବିବାଦୀୟ ପୋଷ୍ଟର , ୧୦୦ ଲୋକ ନାଁରେ FIR, ୬ ଗିରଫ
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବାଦୀୟ ପୋଷ୍ଟର ଲାଗିଛି । ଯାହାକୁ ନେଇ ଏବେ ବିବାଦ ଉପୁଜିଛି। ଦିଲ୍ଲୀ ପୋଲିସ ଅନେକ ପୋଷ୍ଟର ଜବତ କରିବା ସହ କାର୍ୟ୍ୟାନୁଷ୍ଠାନ ଆରମ୍ଭ…
ଉଠିଯାଇପାରେ ଫାଶୀଦଣ୍ଡ, ବିକଳ୍ପ ଉପରେ ବିଚାର କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଭାରତୀୟ ଆଇନ ଅନୁଯାୟୀ, ଅଭିଯୁକ୍ତକାରୀଙ୍କ ଅପରାଧ ପରିମାଣ ଅଧିକ ହୋଇଥିଲେ ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଉଛି । ତେବେ ଫାଶୀଦଣ୍ଡକୁ ନେଇ ସୁପ୍ରିମକୋର୍ଟ ଖୁବଶୀଘ୍ର ବିଚାର କରିବାକୁ ଯାଉଥିବାର କଥା…
ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଆସିଲା ନିଯୁକ୍ତି ସୁଯୋଗ: ଏପ୍ରିଲ ୧୦ ସୁଦ୍ଧା ଆବେଦନ କରନ୍ତୁ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ପଦ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଏଥିପାଇଁ ଆବେଦନର ଅନ୍ତିମ ତାରିଖ ଆସନ୍ତା ମାସ ୧୦ ତାରିଖ…
ପାକିସ୍ତାନକୁ ଘାରିଲା ଶନିଦଶା: ଭୂକମ୍ପରେ ଚାଲିଗଲା ୯ ଜଣଙ୍କ ଜୀବନ, ୧୦୦ ଜଣ ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଭୂକମ୍ପର ଆତଙ୍କ ଛାଇ ରହିଛି । ନିକଟରେ ତୁର୍କୀ-ସିରିଆରେ ଦେଖାଦେଇଥିବା ଭୂକମ୍ପ ତାଣ୍ଡବରେ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟିବା ସହିତ ହଜାର ହଜାର ଘର ମାଟିରେ ମିଶିଯାଇଥିଲା ।…
ମଦ ସହିତ ଏବେ ଗୁଟଖା ଓ ପାନ ମସାଲା ବିକ୍ରି ଉପରେ ଲାଗିବ ରୋକ୍: ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ବ୍ୟାନ୍
ପାଟନା: ବିହାରରେ ମଦ ପିଇବା ଏବଂ ବିକ୍ରି କରିବା ଏକ ଆଇନଗତ ଅପରାଧ । ଯଦି ଆପଣ ରାଜ୍ୟରେ ମଦ ବିକ୍ରି କରୁଥିବା ବେଳେ କିମ୍ବା ପିଉଥିବା ଧରାପଡନ୍ତି, ତେବେ ଆପଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି…
କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ, କାଲି ମୋଦୀ ସରକାର ଦେବେ ବଡ଼ ଉପହାର, ଆକାଉଣ୍ଟକୁ ଆସିବ ୨୭ ହଜାର ଟଙ୍କା !
ନୂଆଦିଲ୍ଲୀ: ନବରାତ୍ରୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଖୁସିଖବର ମିଳିବାକୁ ଯାଉଛି । ଯଦି ଆପଣ ମଧ୍ୟ ଦରମା ବୃଦ୍ଧି ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ଏକ ବିପୁଳ ପରିମାଣ ଆସିବାକୁ ଯାଉଛି…