fbpx
Browsing Category

Top Stories

ସରକାରୀ ଚାକିରି ଖୋଜୁଥିଲେ ଖୁସିଖବର: SAILରେ ଖାଲି ପଡିଛି ୨୪୫ ପଦବୀ, ଦରମା ଲକ୍ଷେରୁ ଅଧିକ

ସରକାରୀ ଚାକିରି ଖୋଜୁଥିଲେ ଆସିଛି ଏକ ବଡ ସୁଯୋଗ । ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ରେ ଖାଲିପଡିଛି ମ୍ୟାନେଜମେଣ୍ଟ ଟ୍ରେନି ପଦବୀ। ଏଠାରେ ୨୪୫ ପଦବୀରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ…

ଏତେ ଶସ୍ତା ପ୍ଲାନ! ମାତ୍ର ୪୯୯ ଟଙ୍କାରେ ମିଳୁଛି ୩୩୦୦ ଜିବି ଡାଟା ଓ ଅନଲିମିଟେଡ୍ କଲିଂ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଲୋକମାନେ ସର୍ବଦା ଶସ୍ତା ପ୍ଲାନକୁ ଚାହିଁ ରହିଥାନ୍ତି । ତେବେ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନିୟମିତ ବ୍ୟବଧାନରେ ନୂଆ ନୂଆ ପ୍ଲାନ ଲଞ୍ଚ କରିଥାନ୍ତି ।…

ହେତୁବାଦୀଙ୍କୁ ଆକ୍ରମଣ କରିବା ପଡିଲା ମହଙ୍ଗା: ୮ ଜଣ ଗିରଫ

ଭୁବନେଶ୍ୱର: ଗତକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଥିବାବେଳେ ଏହାକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ । ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀମାନେ ସାମୂହିକ ଭାବରେ ଚିକେନ୍ ବିରିୟାନୀ ପ୍ରସ୍ତୁତ…

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ସଞ୍ଜୟଙ୍କୁ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ସଞ୍ଜୟଙ୍କ ସହିତ ପ୍ରବୀଣଙ୍କୁ ମଧ୍ୟ ଜାମିନ୍…

ମହୁଲପୋଚ ଖାଇ ସଂଖ୍ୟାଧିକ ହାତୀ ଜଙ୍ଗଲରେ ଶୋଇଛନ୍ତି

କେନ୍ଦୁଝର: ମହୁଲପୋଚ ଖାଇ ୨୪ହାତୀ ମାତାଲ । ନିଶା ହୋଇଯାଇଥିବା ଯୋଗୁଁ କୁଆଡେ ଯାଇ ନପାରି କାଜୁ ଜଙ୍ଗଲ ଭିତରେ ଶୋଇଥିଲେ ହାତୀପଲ । ଏହା କେନ୍ଦୁଝର ଜିଲ୍ଲା ପଟଣା ରେଞ୍ଜ ସାହାରପଡା ସେକ୍ସନର ଶିଳିପଦା କାଜୁ ଜଙ୍ଗଲରେ…

ଚାକିରି ଆଶାୟୀଙ୍କୁ ବଡ଼ ଝଟକା: ପ୍ରାଇଭେଟ ସେକ୍ଟରରେ ଅଭିଜ୍ଞତା ନଥିଲେ ମିଳିବନି ସରକାରୀ ଚାକିରି

ନୂଆଦିଲ୍ଲୀ: ଆଜିର ସମୟରେ ଚାକିରି ହେଉଛି ଯୁବପୀଢ଼ିଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା । ଦେଶର କିଛି ଲୋକ ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ବେଳେ ଆଉ କିଛି ସରକାରୀ ସ୍ତରରେ କାର୍ୟ୍ୟ କରିଥାନ୍ତି । ତେବେ ସାଧାରଣ ବର୍ଗର…

T-20 World Cup ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର; ସୁସ୍ଥ ହେଲେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଦିନ ୧.୩୦ରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ପ୍ରଥମେ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଭାରତ-ଇଂଲଣ୍ଡ ମଧ୍ୟରେ…

SSCରେ ୨୪ ହଜାରରୁ ଅଧିକ ପଦବୀ ଖାଲି: ନଭେମ୍ବର ୩୦ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଷ୍ଟାଫ୍ ସିଲେକ୍ସନ କମିସନ (ଏସଏସସି) ପକ୍ଷରୁ ୨୪ ହଜାର ୩୬୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସିଏପିଏଫ, ଏସଏସଏଫ ଓ…

୭ ରାଜ୍ୟରେ ଭୂକମ୍ପ ଝଟକା; ୬ ମୃତ, ୫ ଆହତ

ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ତେବେ ଦିଲ୍ଲୀ, ଉତ୍ତରପ୍ରଦେଶ,ବିହାର ସମେତ ଉତ୍ତରାଖଣ୍ଡ , ମଧ୍ୟପ୍ରଦେଶ,…

ଦେଶର କେଉଁ ସେକ୍ଟରରେ ଚାଲିଛି ସବୁଠାରୁ ବେଶି ଭ୍ରଷ୍ଟାଚାର: କେନ୍ଦ୍ର ସରକାର ଜାରି କଲେ ରିପୋର୍ଟ

ନୂଆଦିଲ୍ଲୀ: ଦେଶର କେଉଁ ସେକ୍ଟରରେ ଚାଲିଛି ସର୍ବାଧିକ ଭ୍ରଷ୍ଟାଚାର । ଏନେଇ ଆପଣଙ୍କ ମନକୁ ପ୍ରଶ୍ନ ଆସିବା ସ୍ୱାଭାବିକ । ତେବେ ଏକଥା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ଯେ, ସାରା ଦେଶରେ ବ୍ୟାଙ୍କିଂ ସେକ୍ଟରକୁ ନେଇ…