fbpx
Browsing Category

Top Stories

ଦୀପାବଳି ସପିଂ ବନ୍ଦ କରିଦେଲେ ବିରାଟ କୋହଲି: ପାକିସ୍ତାନ ବିପକ୍ଷରେ ବ୍ୟାଟିଂ ବେଳେ ବନ୍ଦ ହୋଇଗଲା ୟୁପିଆଇ କାରବାରରେ

ନୂଆଦିଲ୍ଲୀ: ରବିବାର ପ୍ରଥମ ଟି -୨୦ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ବିରାଟ କୋହଲିଙ୍କ ମାଷ୍ଟରକ୍ଲାସ ଇନିଂସ କିଛି ସମୟ ପାଇଁ ଅନଲାଇନ୍ ସପିଂ ବନ୍ଦ କରି ଦେଇଛି। ଏଭଳି କିଛି ରୋଚକ ତଥ୍ୟ ଏବେ ସାମ୍ନାକୁ ଆସିଛି।…

ବଦଳିଗଲା ସମୟ ଚକ୍ର: ଦିନେ ତାଚ୍ଛଲ୍ୟ କରିଥିଲେ ଚର୍ଚିଲ୍, ଆଜି ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଧବ ରିଷି ସୁନକ ହେଲେ ଗ୍ରେଟ ବ୍ରିଟେନ ର ନୂତନ ପ୍ରଧାନମନ୍ତ୍ରୀ। ଦିନଥିଲା ବ୍ରିଟିଶ ଭାରତ କୁ ଶାସନ କରୁଥିଲେ, ଆଜି ଜଣେ ଭାରତୀୟ ମୂଳ ନିବାସୀ ଯିଏ ନିଜକୁ ସନାତନୀ ହିନ୍ଦୁ ଭାବରେ ଗର୍ବିତ…

ମୁହୂର୍ତ୍ତ ଟ୍ରେଡିଂରେ ଦୀପାବଳି ପାଳିଲେ ନିବେଶକ: ଉଛୁଳିଲା ସେୟାର ବଜାର

ମୁମ୍ବାଇ: ପୂରା ଦେଶରେ ଆଜି ଧୁମ୍‌ଧାମ୍‌ରେ ଦୀପାବଳି ପାଳନ କରାଯାଉଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂ ଅବସରରେ ସେୟାର ବଜାର ଧନବର୍ଷା କରିଥିଲା। ମୁହୁର୍ତ୍ତ ଟ୍ରେଡିଂ…

India v Pakistan ଶେଷ ଓଭରର ନୋ ବଲକୁ ନେଇ ବିବାଦ: ଗୋଟିଏ ବଲ ବଦଳାଇ ଦେଇଥିଲା ମ୍ୟାଚର ଗତିପଥ…

ନୂଆଦିଲ୍ଲୀ: ଟି ଟ୍ୱେଣ୍ଟି ବିଶ୍ୱକପରେ ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇ ଦେଶକୁ ଦୀପାବଳି ଭେଟି ଦେଇଛି ଭାରତ । ଏକଦା ଭାରତର ପରାଜୟ ନିଶ୍ଚିତ ଲାଗୁଥିବା ବେଳେ ଦେଶର ସମ୍ମାନ ପାଇଁ…

ମାଡି ଆସୁଛି ବାତ୍ୟା ସି-ତ୍ରାଙ୍ଗ: ଜାଣନ୍ତୁ କେଉଁ ରାଜ୍ୟ ପାଇଁ ଜାରି ହେଲା ହାଇ ଆଲର୍ଟ

କୋଲକାତା: ବାତ୍ୟା ସି-ତ୍ରଙ୍ଗ ପାଇଁ ଏବେ ଓଡିଶା ଏବଂ କୋଲକାତାରେ ଭୟ ସୃଷ୍ଟି ହୋଇଛି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସାମନା କରିଥିବା ବିଭିନ୍ନ ବାତ୍ୟାକୁ ମନେ ପକାଇ ଏବେ ଚାଷୀଙ୍କ ସମେତ ରାଜ୍ୟବାସୀ ବି ଚିନ୍ତାରେ…

ସୂର୍ଯ୍ୟପରାଗ-୨୦୨୨: ଗ୍ରହଣ ସମୟରେ କାହିଁକି ଖାଇବା ଅନୁଚିତ? ଜାଣନ୍ତୁ କାରଣ…

ଆସନ୍ତା ଅକ୍ଟୋବର ୨୫ ତାରିଖରେ ପଡୁଛି ବର୍ଷର ଶେଷ ସୂର୍ଯ୍ୟପରାଗ । ହିନ୍ଦୁ ଧର୍ମ ମାନ୍ୟତାରେ, ଗ୍ରହଣ ସମୟରେ ଭୋଜନ କରିବା ନିଷେଧ ହୋଇଥାଏ । ଗ୍ରହଣ କାଳରେ ଯେଉଁ ବ୍ୟକ୍ତି ଅଧିକ ଭାତ ଖାଇଥାନ୍ତି, ତାଙ୍କର ସେତିକି ବର୍ଷ…

ଗର୍ଭବତୀ ମହିଳାଙ୍କ ପାଇଁ ସୂର୍ଯ୍ୟପରାଗ କ୍ଷତିକାରକ କି? ଜାଣନ୍ତୁ କ’ଣ କରିବେ, କ’ଣ କରିବେ ନାହିଁ

ଆଜି ସାରା ଭାରତରେ ଦୀପାବଳି ପାଳନ ହେଉଥିବା ବେଳେ ଆସନ୍ତା କାଲି ଅର୍ଥାତ୍ ଅକ୍ଟୋବର ୨୫ ରେ ସୂର୍ଯ୍ୟପରାଗ ହେବ। ଏହା ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ହେବ, ଯାହା ଦେଶର ଅନେକ ସ୍ଥାନାରେ ଦୃଶ୍ୟମାନ ହେବ। ସ୍ଥାନ ସ୍ଥାନରେ…

ଅର୍କକ୍ଷେତ୍ର ପାଲଟିବ ପ୍ରଥମ ସୋଲାର ଟାଉନ: ସୌରଶକ୍ତିରେ ଆଲୋକିତ ହେବ ସହର

କୋଣାର୍କ: ସାରା କୋଣାର୍କ ସହରକୁ ଏବେ ଆଲୋକିତ କରିବ ସୌରଶକ୍ତି । ରାଜ୍ୟର ପ୍ରଥମ ସହର ଭାବରେ ଅର୍କକ୍ଷେତ୍ର କୋଣାର୍କ ହେବ ସୌର ସହର । ଗୁଜୁରାଟ ଏବଂ ମୋଢେରା ଭଳି ଏବେ କୋଣାର୍କ ଏନଏସି ମଧ୍ୟ ପାଲଟିବ ସୋଲାର ଟାଉନ ।…

ପାକିସ୍ତାନ ଉପରେ ଦମଦାର ବିଜୟ ପରେ ମୁହଁ ଖୋଲିଲେ ବିରାଟ: ଏହି ଖେଳାଳିଙ୍କ ବାହଦୂରୀକୁ କଲେ ସଲାମ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । କିଙ୍ଗ କୋହଲିଙ୍କ ଧମାକାଦାର ପାଳି(୮୨ ନଟଆଉଟ) ବଳରେ ପାକିସ୍ତାନକୁ ମାତ ଦେଇଛି ଭାରତ । ଦୀର୍ଘ ଦିନରୁ ଖରାପ ଫର୍ମକୁ ନେଇ ସଂଘର୍ଷ…

ଇତିହାସ ରଚିଲେ ଋଷି ସୁନକ, ଦୀପାବଳିରେ ବ୍ରିଟେନକୁ ମିଳିଲା ହିନ୍ଦୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି। ଋଷି ସୁନକ ହେଉଛନ୍ତି ପ୍ରଥମ ମୂଳ ଭାରତୀୟ ଯିଏ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦବୀରେ ବସିଛନ୍ତି। ସେ ବ୍ରିଟେନର ପ୍ରଥମ…