Browsing Category

Top Stories

(Video) ନିଶା ଛଡ଼ାଇବାର ନୂଆ ମେଡିସିନ୍: ମଦ୍ୟପ ସ୍ୱାମୀଙ୍କୁ ପାଣିରେ ବୁଡ଼ାଇଲେ-ଉଠାଇଲେ ମହିଳା

ନୂଆଦିଲ୍ଲୀ: ଆଜିର ସମୟରେ ମଦନିଶା ହେଉଛି ଏକ ଭୟଙ୍କର ନିଶା । ମଦ ନିଶା କାରଣରୁ ଅନେକ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନୀ ହେଉଛି । ଏଥିସହିତ ଅନେକ ସମୟରେ ମଦ୍ୟପ ଯୁବକ ଓ ଯୁବତୀମାନେ ସର୍ବସାଧାରଣରେ ହଙ୍ଗାମା…

Agniveer ନିଯୁକ୍ତି ପ୍ରକ୍ରିୟା ବଦଳିଲା: ଭାରତୀୟ ସେନା ସେନା ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାର ନାମାଙ୍କନ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରାଯାଇଛି । ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ବଦଳଯିବା ନେଇ ଭାରତୀୟ ସେନା ପକ୍ଷରୁ ଘୋଷଣା କରାଯାଇଛି । ଏଣିକି ସେନାରେ ସାମିଲ ହେବାକୁ ହେଲେ…

ପୁଣି ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳ; ଖୋଲିପାରେ ହତ୍ୟା କାଣ୍ଡର ରହସ୍ୟ

 ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଏହା ହତ୍ୟାକାଣ୍ଡରେ ପୁଣି ଏକ ନୂଆ ମୋଡ ସୃଷ୍ଟି କରୁଛି । ତେବେ ଅଭିଯୁକ୍ତ ଗୋପାଳ ଦାସ…

କମେଣ୍ଟ ପାସକୁ ନେଇ ଅଗ୍ନିମୁଖା ଛାତ୍ରୀ; ଛାତ୍ରଙ୍କୁ ଦେଲେ ଏପରି ଦଣ୍ଡ, ଭିଡିଓ ଭାଇରାଲ

ଅନୁଗୁଳ:ଆଜିକାଲି ସୋସିଆଲ ମିଡିରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । କିଏ ଏହି ଭିଡିଓ ପାଇଁ ବିବାଦରେ ଫସିଯାଉଛି ତ ଆଉ କିଏ ଏହି ଭାଇରାଲ ଭିଡିଓ ପାଇଁ ରାତାରାତି ଷ୍ଟାର ହୋଇଯାଉଛି । ତେବେ ପୂର୍ବୁ ଏହିପରି…

ବିଶ୍ୱର ବିରଳ ଘଟଣା: ନବଜାତ ଶିଶୁର ଓଜନ ୭ କେଜି, ଲମ୍ବ ୨ ଫୁଟ, ଏପରି ଶିଶୁ ଜନ୍ମ ନେବା ପଛର କାରଣ କ’ଣ

ନୂଆଦିଲ୍ଲୀ: ବେଳେବେଳେ ଆମ ପୃଥିବୀରେ କିଛି ବିରଳ ଘଟଣା ଦେଖିବାକୁ ମିଳିଥାଏ । ସାଧାରଣ ଭାବେ ଗୋଟିଏ ନବଜାତ ଶିଶୁର ଓଜନ ୨.୫ରୁ ୩.୫ କେଜି ମଧ୍ୟରେ ରହିଥାଏ । ତେବେ ନିକଟରେ ୭.୩ କେଜି ବିଶିଷ୍ଟ ଏକ ବିରଳ ଶିଶୁ ଜନ୍ମ…

ମଣିଷ ରହିବା ପାଇଁ ମିଳିଲା ଗ୍ରହ, ପୃଥିବୀ ଠାରୁ ଏତିକି ଗୁଣ ବଡ଼

ନୂଆଦିଲ୍ଲୀ: ଜୀବଜଗତ କେବଳ ପୃଥିବୀ ପୃଷ୍ଟରେ ତିଷ୍ଠି ରହିଥିବା ବେଳେ ବର୍ତ୍ତମାନ ଅନ୍ୟାନ୍ୟ ଗ୍ରହର ଅନୁସନ୍ଧାନ କରାଯାଇଛି । ଯେଉଁ ଗ୍ରହରେ ମଣିଷ ବଞ୍ଚିପାରିବ । ଏହା ଏକ ପଥର ଦୁନିଆ ହୋଇଥିଲେ ମଧ୍ୟ ଏଠାରେ ପାଣିର…

ରିସର୍ଚ୍ଚରୁ ବଡ ଖୁଲାସା; ୩୪ ପ୍ରକାର କ୍ୟାନ୍ସରକୁ ନିମନ୍ତ୍ରଣ କରିଥାଏ ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ କର୍କଟ ଦିବସ । କ୍ୟାନସର ରୋଗ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ରୂପେ ପାଳନ କରାଯାଉଛି । ପ୍ରାରମ୍ଭିକ ସ୍ତରରେ…

SECL ତରଫରୁ ବାହାରିଲା ୪୦୫ଟି ପଦବୀ: ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦକ୍ଷିଣ-ପୂର୍ବ କୋଲଫିଲ୍ଡସ ଲିମିଟେଡ (ଏସଇସିଏଲ) ପକ୍ଷରୁ ୪୦୫ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ମାଇନିଂ ସିରଦାର ଓ ଡେପୁଟି…

ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଦେହାନ୍ତ; କିଛିଦିନ ପୂର୍ବେ ପଦ୍ମ ଭୂଷଣ ସମ୍ମାନରେ ହୋଇଥିଲେ ସମ୍ମାନିତ

ମୁମ୍ବାଇ:ବର୍ତ୍ତମାନ ସଂଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ଜଣାବା ପରେ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ…

‘ପ୍ରତିଭା ସହରୀ ଲୋକଙ୍କ ଜାଗିର ନୁହେଁ’, ଜାଣନ୍ତୁ କାହିିଁକି ଓଡ଼ିଶାର ଉଦାହରଣ ଦେଲେ ମୁଖ୍ୟବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼ ଗତକାଲି ଓଡ଼ିଶାର ୧୦ ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟର ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ପ୍ରତିଭାର କୌଣସି ଭୌଗୋଳିକ ସୀମା ନାହିଁ ଏବଂ…