Browsing Category
Top Stories
ରାଶିଫଳ(ଶୁକ୍ରବାର,୦୩ ଫେବୃଆରୀ,୨୦୨୩)
ମେଷ: ବ୍ୟବସାୟୀମାନଙ୍କର କାରବାର ବୃଦ୍ଧି ହେବ । ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ…
‘ନିଜ ସମସ୍ୟାର ସମାଧାନ ନିଜେ କର’, ପେଶୱାର ବିସ୍ଫୋରଣରେ ପାକିସ୍ତାନକୁ ଆଇନା ଦେଖାଇଲା ତାଲିବାନ
ନୂଆଦିଲ୍ଲୀ: ପାକିସ୍ତାନରେ ପେଶୱାରରେ ଏକ ମସଜିଦରେ ହୋଇଥିବା ବିସ୍ପୋରଣରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ 'ତେହେରିକ-ଏ-ତାଲିବାନ' ନାମକ ଏକ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ…
BYJU’Sରେ ଆରମ୍ଭ ହେଲା ଛଟେଇ!
ନୂଆଦିଲ୍ଲୀ: ସାରା ବିଶ୍ୱରେ ଅଧିକାଂଶ ରାଷ୍ଟ୍ରରେ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି ଅବସରରେ ବିଶ୍ୱର ପ୍ରତିଷ୍ଠିତ ଟେକ୍ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରିବାରେ…
ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିପାରନ୍ତି ବୁମରାହ
ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବା ପାଇଁ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ତେବେ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପ୍ଲେଇଂ-୧୧ ଘୋଷଣା କରିସାରିଛି । ତେବେ ଏହା…
ବିବାଦରେ ଆଦାନୀ: ଗୋଟିଏ ସପ୍ତାହର କାହାଣୀ, ଜାଣନ୍ତୁ ୧୦ଦିନରେ କେଉଁଠାରୁ ଆସି କେଉଁଠି ପହଞ୍ଚିଗଲେ ଆଦାନୀ!
ମୁମ୍ବାଇ: ଦେଶର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଦୋହଲାଇ ଦେଇଛି ଆମେରୀକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ। ଏତେ କମ ସମୟ ମଧ୍ୟରେ, ପ୍ରାୟ ସମସ୍ତେ ଦେଖିଛନ୍ତି ଯେ ଗୌତମ ଆଦାନୀ, ଯିଏ କି ବିଶ୍ୱର ତୃତୀୟ…
Meta ଦେଲା ନୂଆ ଜୀବନ: Live ସୁଇସାଇଡ୍ କରୁଥିଲେ ଯୁବକ, ସୋସିଆଲ ମିଡ଼ିଆ ସାଜିଲା ଦେବଦୂତ
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆ ମଣିଷର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ତେବେ ଏପରି ସ୍ଥିତିରେ ଅନେକ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଲାଇଭ ସୁଇସାଇଡ୍ କରିବାକୁ ପ୍ରୟାସ କରିଥାନ୍ତି । ଏଭଳି ଅନେକ ଲୋକଙ୍କ…
ଦିଲ୍ଲୀରେ ତିଆରି ହେବ ନୂଆ ସେନା ଭବନ: ହଟାଯିବ ୫୦୦ ଗଛ, ଲଗାଯିବ ୫୭୯୦ ଚାରା, ପ୍ରସ୍ତାବକୁ ମିଳିଲା CMଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏକ ନୂଆ ସେନା ଭବନ ନିର୍ମାଣ ହେବା ନେଇ ରାସ୍ତା ପରିସ୍କାର ହୋଇଯାଇଛି । ଏଥିପାଇଁ ଦିଲ୍ଲୀ କ୍ୟାଣ୍ଟରେ ୫୦୦ ଗଛକୁ ହଟାଯିବ । ଏଥିମଧ୍ୟରୁ ୪୭୬ଟି ଗଛକୁ ଅନ୍ୟ ସ୍ଥାନକୁ…
WHO ମୁଖ୍ୟଙ୍କ ଚେତାବନୀ: ବିଶ୍ୱରୁ କେବେ ବି Covid-19 ସମାପ୍ତ ହେବ ନାହିଁ, ଜାରି ରହିବ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି
ନୂଆଦିଲ୍ଲୀ: ନିକଟରେ ପୁଣି ଥରେ କରୋନା ଭାଇରସର ପ୍ରତ୍ୟାବର୍ତ୍ତନକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି । ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହା ମଧ୍ୟରେ ବିଶ୍ୱ…
୬୫ ହଜାର ଟପିଯିବ ସୁନା ରେଟ୍: ଦୁଇ ଦିନରେ ୧୬୦୦ ଟଙ୍କା ବଢ଼ିଲାଣି, ଆଜି ହିଁ କିଣନ୍ତୁ, ଅଧିକ ରିଟର୍ଣ୍ଣ ପାଇବେ
ନୂଆଦିଲ୍ଲୀ: ଆଜିକାଲି ମାର୍କେଟରେ ଏଫଡି, ଆରଡି, ଷ୍ଟକ୍ସ, ମ୍ୟୁଚୁଆଲ ଫଣ୍ଡ, ଏଲଆଇସି, ଗୋଲ୍ଡ, ପୋଷ୍ଟାଲ, କେଭିପି, ପିପିଏଫ ଆଦି ବିଭିନ୍ନ ପ୍ରକାରର ନିବେଶ ଅପ୍ସନ ରହିଛି । ତେବେ ସେଥିମଧ୍ୟରୁ ସୁନାରେ ନିବେଶ କରିବା ଏକ…
Video: ଇସଲାମ ଉପରେ ବିବାଦୀୟ ବୟାନ ଦେଲେ ବାବା ରାମଦେବ, କହିଲେ-‘ଏହା ହିଁ ମୁସଲମାନମାନଙ୍କୁ ଶିକ୍ଷା ଦିଆଯାଏ’
ନୁଆଦିଲ୍ଲୀ: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ଜଡ଼ିତ ବିବାଦ ଥମିବାର ନଥିବା ବେଳେ ବାବା ରାମଦେବ ଏବେ ଇସଲାମ ଏବଂ ମୁସଲମାନଙ୍କ ଉପରେ ଦେଇଥିବା ବୟାନ ଚର୍ଚ୍ଚାରେ ରହିଛି । ଏଥିରେ ବାବା ରାମଦେବ…