fbpx
Browsing Category

Top Stories

ଚିଲିକାର ମଇଁଷି କ୍ଷୀରରେ ରହିଛି କ୍ୟାନସର ପ୍ରତିରୋଧୀ ଉପାଦାନ: ୭ ବର୍ଷର ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍କଟ ରୋଗକୁ ନେଇ ଓଡ଼ିଶାରୁ ଏକ ନୂଆ ଖବର ସାମ୍ନାକୁ ଆସିଛି । ଚିଲିକା ମଇଁଷିଙ୍କ କ୍ଷୀରରେ ରହିଛି ଏକ ସ୍ୱତନ୍ତ୍ର ରୋଗପ୍ରତିଷଧକ ଉପାଦାନ । ଏଥିପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି…

ଲକ୍ଷ୍ମୀଙ୍କ ଭାଇ କିଏ? ତାଙ୍କ ବିନା ସମ୍ପୂର୍ଣ୍ଣ ହୁଏନି ପୂଜା… ଜାଣନ୍ତୁ ଅପୂର୍ବ କାହାଣୀ

କାର୍ତ୍ତିକ ମାସର ଅମାବାସ୍ୟା ତିଥିକୁ ଦୀପାବଳି ପାଳନ କରାଯାଇଥାଏ । ଏହି ଦିନ ଧନର ଦେବୀ ମା' ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଦୀପାବଳିରେ ମାତା ଲକ୍ଷ୍ମୀ ଘରେ ବାସ କରନ୍ତି ଏବଂ ଅନ୍ନ-ଧନର ଭଣ୍ଡାର ଖୋଲି ଦିଅନ୍ତି…

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ୬୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ ଗଣନା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍ଣତା ଚଳଚଞ୍ଚଳ…

ମହାପ୍ରଭୁଙ୍କ ବନକ ଲାଗି ନୀତି; ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଏହିଗୁପ୍ତ ସେବା ନୀତୀ ପାଇଁ ଦୀର୍ଘ ୫ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି…

ATMରୁ ଟଙ୍କା ନୁହେଁ ବାହାରୁଛି ଇଡଲି-ଶାମ୍ବର: ହେଲା ନିଆରା ଉଦ୍ଭାବନ

ଏଟିଏମ୍ କଥା ଶୁଣିଲେ ସମସ୍ତେ ଟଙ୍କା କଥା ଚିନ୍ତା କରନ୍ତି । ହେଲେ ଏବେ ଚର୍ଚ୍ଚାକୁ ଆସିଛି ଇଡଲି ଏଟିଏମ୍ । ଦକ୍ଷିଣ ଭାରତରେ ସବୁଠାରୁ ପସନ୍ଦର ଖାଦ୍ୟ ଇଡଲି, ଶାମ୍ବର ଏଟିଏମରୁ ବାହାରୁଛି । କିନ୍ତୁ ଏଥିପାଇଁ ଆପଣଙ୍କୁ…

ମୋଦୀଙ୍କ ଉପରେ ହୋଇପାରେ ଆତ୍ମଘାତୀ ଆକ୍ରମଣ: ପାକିସ୍ତାନର ଟାର୍ଗେଟରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣର ସମ୍ଭାବନା ରହିଛି । ଏନେଇ ଗୁଇନ୍ଦା ବିଭାଗ କେନ୍ଦ୍ର ଗୃହ ବିଭାଗକୁ ସତର୍କ କରାଇ ଦେଇଛି । ଦୀପାବଳି ପୂର୍ବରୁ ମୋଦୀଙ୍କ ସୁରକ୍ଷାକୁ ନେଇ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ନିଯୁକ୍ତି ପାଇବେ ୮ ହଜାର ନୂଆ କମ୍ପ୍ୟୁଟର ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ଘୋଷଣା କରିଥିଲେ । ଏହାଦ୍ୱାରା ରାଜ୍ୟର ୫୭ ହଜାର କର୍ମଚାରୀ ଉପକୃତ ହୋଇଥିଲେ । ତେବେ ଏବେ ରାଜ୍ୟବାସୀଙ୍କୁ ପୁଣି ଏକ ଉପହାର…

ସୁରକ୍ଷାକର୍ମାଙ୍କୁ ବଡ ସଫଳତା; ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଗତକାଲି ଗ୍ରେନ୍ଡ ଫିଙ୍ଗି ୨ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିହତ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିପଡିଥିବା ଆତଙ୍କବାଦୀ ନାଁ ହେଉଛି ଇମ୍ରାନ ବଶିର୍ । ତେବେ ବଶିର୍…

ବଢିଲା ରବି ଫସଲର MSP: ଦେଶର ଚାଷୀମାନଙ୍କୁ ଦୀପାବଳି ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଦେଶର ଚାଷୀମାନଙ୍କୁ ୧୬ ହଜାର କୋଟି ଟଙ୍କା ସହାୟତା ଆକାରରେ ପ୍ରଦାନ…

ରାଶିଫଳ(ବୁଧବାର,19 ଅକ୍ଟୋବର,2022)

ମେଷ : ଯଦି ଆପଣ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ । ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଆବେଶରେ…