fbpx
Browsing Category

Top Stories

ପାକିସ୍ତାନ ମୁକାବିଲା ପୁର୍ବରୁ ଭାରତକୁ ବଡ଼ ଝଟକା: ଏହି ଷ୍ଟାର ଖେଳାଳି ବାଦ୍ ପଡ଼ିବା ସମ୍ଭାବନା

ନୁଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇସାରିଛି। ଆଜି ଭାରତ ଏହାର ପ୍ରଥମ ଅଭ୍ୟାସରେ ଆୟୋଜକ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି। ଭାରତ ଏହାର ପ୍ରଥମ ମୁକାବିଲା ପାରମ୍ପାରିକ ପ୍ରତିନ୍ଦିନ୍ଦି ପାକିସ୍ତାନ…

ନକଲି ଡାକ୍ତର ବାବୁଙ୍କ ଭୁଲ ଇଞ୍ଜେକ୍ସନ ସାଜିଲା କାଳ: ମୃତ୍ୟୁ ସହ ସଂଗ୍ରାମ କରୁଛି ସସ୍ମିତା, ପୋଲିସ ଚୁପ୍

ପୁରୀ: ନିଜକୁ ଡାକ୍ତର ବୋଲାଉଥିବା ବ୍ୟକ୍ତିଙ୍କ ଏକ ଭୁଲ ଇଞ୍ଜେକ୍ସନ ଏବେ ଗୋଟିଏ ଶିଶୁକୁ ମରଣ ମୁହଁକୁ ନେଇ ଯାଇଛି । ସାତ ବର୍ଷର ଗୁରୁତର ଝିଅଟିକୁ କଥା କଥିତ ଡାକ୍ତର ବାବୁ ଏଠି ଚିକିତ୍ସା କରିବା ଆଳରେ ଗୋଟିଏ ଭୁଲ…

କୋଟି କୋଟି ଚାଷୀଙ୍କୁ ଦୀପାବଳି ଉପହାର: ଦ୍ୱାଦଶ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସାରା ଦେଶର ୧୧ କୋଟିରୁ ଅଧିକ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ପ୍ରଧାନମନ୍ତ୍ରୀ ମୋଦୀ ପିଏମ କିସାନ ସାମନ ନିଧିଙ୍କ ଦ୍ୱାଦଶ କିସ୍ତି ପାଇଁ ଏହି ଟଙ୍କା ଛାଡିଛନ୍ତି। ଏହି ଯୋଜନା ଅଧୀନରେ…

SBI ଗ୍ରାହକଙ୍କ ପାଇଁ ବଡ ଝଟକା: ଏହି ସବୁ ନିୟମରେ ବଡ ପରିବର୍ତ୍ତନ ଆଣିପାରେ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ନିୟମରେ କରିବ ପରିବର୍ତ୍ତନ । ଏଣିକି ବ୍ୟାଙ୍କରୁ ଲୋନ ନେବା ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଯିବ । ଏଥିରେ ଇଏମଆଇ ମଧ୍ୟ ବୃଦ୍ଧି ପାଇବ । ଏସବିଆଇ ଏବଂ ଫେଡେରାଲ…

Video: ଭାରତ ପାକିସ୍ତାନ ମ୍ୟାଚ୍ ପୁର୍ବରୁ ଭିଡିଓକୁ ନେଇ ଚର୍ଚ୍ଚା, ମହମ୍ମଦ ଶାମି ଏବଂ ଶାହୀନ୍ ଆଫ୍ରିଦିଙ୍କ ମଧ୍ୟରେ କ’ଣ ହେଲା ଆଲୋଚନା?

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି। ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ରହିଥିଲା। ସମାନ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ରହିଛି। ଏହି ଅବସରରେ ଟିମ୍…

କଲେଜ ମାନଙ୍କୁ ଇନଭିଜିଲେଟର ତାଲିକା ମାଗିଲା CHSE, ଏହି ତାରିଖ ସୁଦ୍ଧା ଦାଖଲ ନିର୍ଦେଶ

ଭୁବନେଶ୍ୱର: ସମସ୍ତ କଲେଜ ପ୍ରିନ୍ସିପାଲଙ୍କ ଠାରୁ ଇନଭିଜିଲେଟର ତାଲିକା ମାଗିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଅକ୍ଟୋବର ୧୯ ରୁ ନଭେମ୍ବର ୭ ମଧ୍ୟରେ ତାଲିକା ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୟ…

ହ୍ୱାଟ୍ସଆପରେ ଆସୁଛି ନୂଆ ପରିବର୍ତ୍ତନ, ଏହି ୫ଟି ଫିଚର୍ସ ଆସିବା ପରେ ବଦଳି ଯିବ ବହୁତ କିଛି..

ଏଣିକି ବଦଳିଯିବ ଲୋକପ୍ରିୟ ଆପ୍ ହ୍ୱାଟ୍ସଆପର ରୂପରେଖ । ଅନେକ ଗୁଡିଏ ନୂଆ ପରିବର୍ତ୍ତନ ସହ ଆସୁଛି ହ୍ୱାଟ୍ସଆପ, ଯାହାସମସ୍ତଙ୍କୁ ବେଶ ପସନ୍ଦ ଆସିପରେ । ବିଟା ପ୍ଲାଟଫର୍ମରେ ଏବେ ନୂଆ ଫିଚର୍ସ ଆଣିବାର ପ୍ଲାନିଂ ଜାରି…

ନବମ, ଦଶମ ପାଇଁ ନୂଆ ପାଠ୍ୟକ୍ରମ: ଆସପିରେସନାଲ୍ କମ୍ପୋନେଣ୍ଟ ନାମରେ ନୁଆ ବିଷୟ ସାମିଲ

ଭୁବନେଶ୍ୱର: ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ନୂଆ ବିଷୟ ସାମିଲ ହୋଇଛି। ଆସପିରେସନାଲ୍ କମ୍ପୋନେଣ୍ଟ ନାମରେ ନୁଆ ବିଷୟ ରହିବ। ପାଠ୍ୟକ୍ରମରେ ନୁଆ ବିଷୟ ସାମିଲ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ…

T20 WC-2022 ଶାମୀଙ୍କର ମାତ୍ର ଗୋଟିଏ ଓଭର: ଶେଷ ୪ ବଲରେ ୪ ବ୍ୟାଟ୍ସମ୍ୟାନଙ୍କୁ କଲେ ଆଉଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୨ରେ ଧମାକାଦାର ଏଣ୍ଟ୍ରି କରିଛନ୍ତି ମହମ୍ମଦ ଶାମୀ । କରୋନାକୁ ହରାଇବା ପରେ ଏବେ ଅଷ୍ଟ୍ରେଲିଆକୁ ବି ମାତ ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର । ଏଥିସହିତ ଇଣ୍ଟରନେସନାଲ କ୍ରିକେଟରେ…

ଚମତ୍କାର ନା ଅନ୍ଧବିଶ୍ୱାସ! ନିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକଙ୍କର ଲାଗିଛି ପ୍ରବଳ ଭିଡ଼

ନୂଆଦିଲ୍ଲୀ: ପ୍ରତିଦିନ କିଛି ନା କିଛି ଅଦ୍ଭୁତ ଘଟଣା ସାମ୍ନାକୁ ଆସୁଛି, ଯାହା କୁ କିଛି ଲୋକ ଚମତ୍କାର କହୁଥିବା ବେଳେ ଆଉ କିଛି ଏହାକୁ ଅନ୍ଧବିଶ୍ୱାସ କହୁଛନ୍ତି । ସେହିପରି ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ ଥିବା…