fbpx
Browsing Category

Top Stories

ସତୀଘାଟ ନଦୀରେ ବୁଡ଼ିଯିବାରୁ ୨ ନାବାଳିକା ମୃତ

ନବରଙ୍ଗପୁର: ନଦୀରେ ବୁଡ଼ିଯିବାରୁ ୨ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସତୀଘାଟ ନଦୀରେ ଘଟିଥିବା ସୂଚନା ମିଳିଛି । ନଦୀରେ ବୁଡ଼ିଯିବାର ପ୍ରାଣ ହରାଇଛନ୍ତି ୨…

ଶ୍ରେଣୀ ଗୃହରେ ପୋଷାକ ଖୋଲି ତଲାସି ନେଲେ ଶିକ୍ଷୟତ୍ରୀ, ଲଜ୍ଜାରେ ନିଜକୁ ନିଆଁ ଲଗାଇ ଦେଲେ ଛାତ୍ରୀ

ଜମସେଦପୁର: କପି କରିବା ସନ୍ଦେହରେ ଛାତ୍ରୀଙ୍କ ପୋଷାକ ଖୋଲି ତଲାସି ନେଲେ ଶିକ୍ଷୟତ୍ରୀ। ଲୋକ ଲଜ୍ଜାରେ ମର୍ମାହତ ହୋଇ ଘରେ ନିଜ ଦେହରେ କିରୋସିନି ଢାଳିଲେ ଛାତ୍ରୀ। ଏମିତି ସ୍ପର୍ଶକାତର ଘଟଣା ଘଟିଛି ଝାଡଖଣ୍ଡର…

Core Banking ପ୍ରକ୍ରିୟାରେ ସାମିଲ ହେଲା ରାଜ୍ୟର ୨୦୬୩ଟି PACS: କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ହେଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମବାୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ରାଜ୍ୟର ୨୦୬୩ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)କୁ ୫ଟି ମାଧ୍ୟମରେ କୋର ବ୍ୟାଙ୍କିଂ ସହିତ ଯୋଡ଼ା…

Ahoi Ashtami:ଦୂର ହୁଏ ମାଆ ହେବାକୁ ଥିବା ସମସ୍ୟା ,ପୂଜା କରିଲେ ମିଳେ ସନ୍ତାନଲାଭ

ନୂଆଦିଲ୍ଲୀ: ଅହୋଇ ଅଷ୍ଟମୀ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ର ଅଷ୍ଟମୀରେ ପାଳନ କରାଯିବ ଯାହାକି ୧୭ ଅକ୍ଟୋବର ୨୦୨୨ ରେ ପାଳନ ହେବ । ଏହି ଦିନ ଅହୋଇ ଦେବୀଙ୍କୁ ଉତ୍ସର୍ଗ କରାଯାଇଛି । ଅହୋଇ ଅର୍ଥାତ୍ ଅସନ୍ତୋଷର ଅପାରଗତା,…

ବିଶ୍ୱରେ ସଙ୍କଟ ପରିସ୍ଥିତି କାରଣରୁ ଭାରତରେ ତୈଳ ଓ ଗ୍ୟାସ ଦର ବଢ଼ିବ: ଅର୍ଥମନ୍ତ୍ରୀଙ୍କ ବୟାନ ପରେ ଜନତାଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ବୈଠକ ବର୍ତ୍ତମାନ ୱାଶିଂଟନ ଡି.ସିରେ ଜାରି ରହିଛି । ଏହି ଅବସରରେ ଆଇଏମଏଫ ମୁଖ୍ୟ କ୍ରିଷ୍ଟଲିନା ଜିୟୋର୍ଜିୟା ଭାରତକୁ ଖୁବ୍ ପ୍ରଶଂସା କରିଛନ୍ତି । ଅନ୍ଧାରରେ ଭାରତ…

ଗ୍ରାହକଙ୍କୁ ଝଟକା , ପୁଣି ମହଙ୍ଗା ହେଲା ଅମୂଲ କ୍ଷୀର ଦର

ନୂଆଦିଲ୍ଲୀ : ଦିଲ୍ଲୀରେ ଅମୁଲ କ୍ଷୀର ଦର ବୃଦ୍ଧି ପାଇଛି। ଅମୁଲ ପୁଣି ଥରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛନ୍ତି। ଦିଲ୍ଲୀରେ କମ୍ପାନୀ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି। ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ୬୧ ବଦଳରେ…

ଜନ୍ମ ପ୍ରମାଣପତ୍ର ସହ ମିଳିବ ଆଧାର ନମ୍ବର: ୧୬ ରାଜ୍ୟରେ ପ୍ରସ୍ତୁତି ଜାରି

ନୂଆଦିଲ୍ଲୀ: ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନାମାନ କରୁଛନ୍ତି । ଖାସ କରି ଗର୍ଭବତୀ ମହିଳା ଏବଂ ଶିସୁମାନଙ୍କ ପାଇଁ ସରକାର ଜନ୍ମରୁ ହିଁ ଅନେକ ଯୋଜନା କାର୍ଯ୍ୟକାରୀ…

ନବୀନ ପାଳିବେ ଜନ୍ମଦିନ! କାଲି ହେବ ଗ୍ରାଣ୍ଡ ସେଲିବ୍ରେସନ

ଭୁବନେଶ୍ୱର:ଆସନ୍ତା କାଲି ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତେବେ ନବୀନ ପଟ୍ଟନାୟକ ହେଉଛନ୍ତି ବିଜେଡିର ସର୍ବେସର୍ବା । ଓଡିଶାବାସୀଙ୍କ ମନରେ ନବୀନଙ୍କ ଭାବମୂର୍ତ୍ତୀ ଏଭଳି ଛାପି ହୋଇ ରହିଛି…

ଆସନ୍ତା ୪ ବର୍ଷ ମଧ୍ୟରେ ଦେଶରେ ନିର୍ମାଣ ହେବ ୧୧୨ଟି ମେଡିକାଲ କଲେଜ, ଓଡ଼ିଶାରେ ୮ଟି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅନେକ ପ୍ରଶ୍ନ ଉଠୁଛି । କୋଭିଡ୍ ମହାମାରୀ ସମୟରେ ଦେଶର ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସାମ୍ନାକୁ ଆସିଥିଲା । ତେବେ ଏନେଇ କେନ୍ଦ୍ର ସରକାର ନୂଆ…

ଆରେଷ୍ଟ ବିରାଟ କୋହଲି ! ସୋସିଆଲ ମିଡିଆରେ କାହିକିଁ ଚାଲିଛି ଏହି ଟ୍ରେଣ୍ଡ ?

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣାକୁ ନେଇ ନୂଆ ନୂଆ ଟ୍ରଣ୍ଡ ଦେଖିବାକୁ ମିଳୁଛି । କେତେବେଳେ ଫିଲ୍ମକୁ ନେଇ କିଛି ଟ୍ରୋଲ ହେଲାଣି ତ ଆଉ କେତେବେଳେ ରାଜନିତି କିମ୍ବା ଅନ୍ୟ…