fbpx
Browsing Category

Top Stories

ଲେଡି ବ୍ଲାକମେଲରକୁ ନେଇ ଓଡ଼ିଶାରେ ହଇଚଇ: ଏପରି ପ୍ରତିିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ଓକିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ପୋଲିସ ଯେତେ ଘାଣ୍ଟୁଛି, ସେତେ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା…

ଆଜିଠୁ ଆରମ୍ଭ ମହିଳା ଫିଫା ବିଶ୍ୱକପ: ଭୁବନେଶ୍ୱରରେ ହେବ ଆମେରିକା-ଭାରତ ମଧ୍ୟରେ ଯୁଦ୍ଧ

ଭୁବନେଶ୍ୱର: ପୁଣିଥରେ କମ୍ପି ଉଠିଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ମାତ୍ର କିଛି ସମୟ ପରେ ଆରମ୍ଭ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ । ଏଥିପାଇଁ ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଏବେ ପ୍ରସ୍ତୁତ ହୋଇ ସାରିଛି…

ମୋବାଇଲରେ ଗେମ୍ ଖେଳୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ନଚେତ୍ ଆପଣଙ୍କ ଜୀବନ…

ନୂଆଦିଲ୍ଲୀ: ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ମୋବାଇଲରେ ଅଭ୍ୟସ୍ତ ଅଛନ୍ତି । ଏହି ମୋବାଇଲ ନିଶା ଲୋକମାନଙ୍କ ମଧ୍ୟରେ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ , ଲୋକେ ଏହାକୁ କିଛି କ୍ଷଣ ପାଇଁ…

ବାସ୍ତୁ ନିୟମ ଅନୁସାରେ ଲଗାନ୍ତୁ ଦର୍ପଣ: ବଦଳିଯିବ ଭାଗ୍ୟ

ଦର୍ପଣ ଆମକୁ ଆମ ବ୍ୟକ୍ତିତ୍ୱର ଝଲକ ଦେଖାଇଥାଏ । ଘରର କେଉଁ ଦିଗରେ, କେଉଁ ଆକୃତିର ଦର୍ପଣ ଲଗାଯାଇଛି, ଏହାର ପ୍ରଭାବ ଆମ ଜୀବନରେ ମଧ୍ୟ ପଡ଼ିଥାଏ । ଏଥିପାଇଁ ବାସ୍ତୁରେ ଏହାର ସଠିକ୍ ବ୍ୟବହାର କରିବାକୁ ଗୁରୁତ୍ୱ…

କଳିଙ୍ଗ ଷ୍ଟାଡିୟମରେ ସୁର ରାଉତରାୟଙ୍କୁ ଅପମାନ: ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ ଦେଖିବାକୁ ଯାଇଥିବା ବେଳେ ବାହୁ ଭିଡ଼ି ବାହାର କରିଦେଲେ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ସୁର ରାଉତରାୟଙ୍କୁ ଅପମାନ। ବାହୁ ଭିଡି ବାହାର କରି ଦେଇଥିବା ଅଭିଯୋଗ କଲେ ସୁର ରାଉତରାୟ। ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ୍ ମ୍ୟାଚ୍ ଦେଖିବାକୁ ଯାଇଥିବା ବେଳେ ସୁରଙ୍କ ସହିତ ଏଭଳି…

Relience Jio ଦେଉଛି 600Mbpsର ସ୍ପିଡ ନେଟୱାର୍କ: ରାଜଧାନୀରେ ଦମ ଦେଖାଇଲା Jio 5G

ନୂଆଦିଲ୍ଲୀ: ଗତ କିଛି ଦିନରୁ ୫ଜି ସେବାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଟ୍ରାଏଲ ସମୟରେ ୟୁଜରମାନଙ୍କୁ ଏକ ବଡ ସରପ୍ରାଇଜ ଦେଇଛି ରିଲାଏନ୍ସ ଜିଓ । ହାଇ ସ୍ପିଡ ନେଟୱାର୍କର ଆଉ ଏକ ବଡ ଉଦାହରଣ ପାଲଟିଛି ଏହି…

ଗୋଟିଏ ପତ୍ନୀ ଥିବାବେଳେ ମୁସଲମାନଙ୍କୁ ଦ୍ୱିତୀୟ ବିବାହରୁ ଦୂରେଇ ରହିବା ଉଚିତ୍: ହାଇକୋର୍ଟ

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ତାଙ୍କ କହିବା ମୁତାବକ, ସେ ନିଜ ଶୁଣାଣି ବେଳେ କହିଛନ୍ତି ଯେ, ଇସଲାମ ଆଇନରେ ଜଣେ ପତ୍ନୀ ଥାଇ ଦ୍ୱିତୀୟ ବିବାହକୁ…

ଦିଲ୍ଲୀରେ ଯାଦୁ ଦେଖାଇଲେ ସ୍ପିନର: ଭାରତ ଆଗରେ ୧୦୦ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚାଲିଛି। ବର୍ଷା କାରଣରୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲ। ଟସ୍ ଜିତି…

ଦୈତାରୀ ମହାପାତ୍ରଙ୍କ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଲେଖକ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ଓଡିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲିଖିତ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳ ଗଣେଶୀ…

ରେଲୱେ ବଦଳାଇଲା ଟିକେଟ୍ ବୁକିଂ ନିୟମ: ଯାତ୍ରା ପୁର୍ବରୁ ଜାଣି ନିୟନ୍ତୁ ପୁରା ସିଷ୍ଟମ୍, ନଚେତ୍ ସମସ୍ୟାରେ ପଡିପାରନ୍ତି

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବା ପାଇଁ ସମୟ ସମୟରେ ଅନେକ ସୁବିଧା କରିଥାଏ। ଏହି କ୍ରମରେ ଏବେ ରେଲୱେ ଅନଲାଇନ୍ ଟିକେଟ୍ ବୁକିଂ କରିବା ପ୍ରଣାଳିକୁ ଅପଡେଟ୍ କରୁଛି। ଭାରତ ଭଳି…