Browsing Category

Top Stories

ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସ୍ୱାସ୍ଥବ୍ୟସ୍ଥା ଖରାପ; ହସ୍ପିଟାଲରେ କରାଗଲା ଭର୍ତ୍ତି

ମୁମ୍ବାଇ: ସାଉଥ ତଥା ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜ ନିଜର ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର…

ତୁର୍କୀରେ ବଡ ଧରଣ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୭.୮ମ୍ୟାଗନିଚ୍ୟୁଡ୍

ନୂଆଦିଲ୍ଲୀ: ଆଜି ସକାଳୁ ତୁର୍କୀ ସହରରେ ଏକ ବଡ ଧରଣର ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଫଳରେ ସେଠାକାର ଲୋକ ଭୟଭୀତ ଅଛନ୍ତି । ତେବେ ଏହି ଭୁକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୮ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ।…

ଉଚ୍ଚ ରକ୍ତଚାପ ଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ; ହାଇ ବିପି ନିୟନ୍ତ୍ରଣ କରିବା ସହ ମିଳିବ ଅନେକ ଫାଇଦା

ଆଜି କାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଅନେକ ଲୋକଙ୍କ ଠାରେ ଭିନ୍ନ ଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ତେବେ ଏହି ସବୁ ସମସ୍ୟା ମଧ୍ୟରେ ମଧୁମେହ, ମେଦବହୁଳତା , ଉଚ୍ଚରକ୍ତ ଚାପ, ହୃଦଘାତ…

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ; ମୋଟ ୫୩୩୭୧୨ଛାତ୍ରଛାତ୍ରୀ ଦେବେ ବୋଡ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେବ । ଏଥିନେଇ ପରିଷଦ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ମାଟ୍ରିକ୍ ପରୀକ୍ଷା…

ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ; ୩ ଆହତ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଛି । ଫଳରେ ୩ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ…

କଶ୍ମୀରରେ ପ୍ରତିଷ୍ଠା ହୋଇଥାନ୍ତା ଶାନ୍ତି! ୨୨ ବର୍ଷ ପୂର୍ବେ ଭାରତ-ପାକିସ୍ତାନ ମଧ୍ୟରେ କ’ଣ ଘଟିଥିଲା, ବାଜପେୟୀ-ମୁଶରଫ କରିବାକୁ ଯାଉଥିଲେ ଏକ…

ନୂଆଦିଲ୍ଲୀ: ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ୭୯ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ତେବେ ଏହି ଅବସରରେ ମୁଶାରଫଙ୍କ କାର୍ଯ୍ୟକାଳରେ ଭାରତ ସହ ଜଡ଼ିତ କିଛି ପ୍ରସଙ୍ଗ ସ୍ମୃତି ଏବେ ଲେଉଟିବାରେ…

ରାଜ୍ୟର ୧୧ଟି ସରକାରୀ ହସ୍ପିଟାଲରେ ଖୋଲିବ କ୍ୟାନସର ୱିଙ୍ଗ: କାର୍ଯ୍ୟକ୍ଷମ ହେବ ୩ ସ୍ପେଶାଲ ଘରୋଇ କ୍ୟାନସର ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର କ୍ୟାନସର ସ୍ୱାସ୍ଥ୍ୟସେବା ନେଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟସେବାର ଚିତ୍ର ବଦଳିବା ସହ…

୧୦ ମିନିଟରେ ୪୬ ଗାଡ଼ି ମୁହାମୁହିଁ: ଚାଲିଗଲା ୧୬ ଜଣଙ୍କର ଜୀବନ, ୬୬ ଜଣଙ୍କ ଅବସ୍ଥା ଶୋଚନୀୟ

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାରେ ଯାତାୟତ କରିବା କୌଣସି ଯମଦଣ୍ଡଠାରୁ କମ୍ ନୁହେଁ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣାରେ ପ୍ରାଣ ହରାଇବା ଓ ଆହତ ହେବା ଅବଶ୍ୟମ୍ଭାବୀ । ତେବେ ଏପରି ଏକ ଭୟଙ୍କର ରାସ୍ତା ଦୁର୍ଘଟଣାରେ…

ସ୍କୁଲରେ ଅଣ୍ଡା ଖାଇବା ପରେ ପାକସ୍ଥଳୀ ଯନ୍ତ୍ରଣା ଓ ବାନ୍ତି: ହସ୍ପିଟାଲରେ ଭର୍ତ୍ତି ହେଲେ ୧୨ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଅନେକ ସମୟରେ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ସହ ଅବ୍ୟବସ୍ଥା ଦେଖିବାକୁ ମିଳିଥାଏ । ତେବେ ସ୍କୁଲରେ ଅଣ୍ଡା ଖାଇ ୧୨ ଜଣ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା…

ରିସର୍ଚ୍ଚରୁ ଖୁଲାସା; ଏତିକି ଦିନ ଠାରୁ ଅଧିକ ସମୟ ଫ୍ରିଜରେ ଖଦ୍ୟ ରହିଲେ ହୋଇଯାଏ ବିଷ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଲୋକଙ୍କ ନିକଟରେ ସତେଜ ଖାଦ୍ୟ ଖାଇବାକୁ ମଧ୍ୟ ସମୟ ନାହିଁ । ଫଳରେ ସେମାନେ ଖାଦ୍ୟ ରାନ୍ଧି ଏହାକୁ ଫ୍ରିଜରେ ରଖିଦିଅନ୍ତି । ଏଥିସହିତ ପରବର୍ତ୍ତି ସମୟରେ ଏହାକୁ ଗରମ କରି ସେବନ…