Browsing Category
Top Stories
ରାମ-ସୀତାଙ୍କ ମୂର୍ତ୍ତି ତିଆରି ପାଇଁ ନେପାଳରୁ ଆସୁଛି ଶାଲିଗ୍ରାମ ପଥ
ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ୨୦୨୪ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି । ମନ୍ଦିରରେ ଭଗବାନ ରାମ ଏବଂ ମାତା ସୀତାଙ୍କ ମୂର୍ତ୍ତି ସ୍ଥାପନ ପାଇଁ ନେପାଳରୁ ଦୁଇଟି ଶାଲିଗ୍ରାମ ପଥର ଅଣାଯାଉଛି । ଏହି…
ଇରାନରେ ଭୟଙ୍କର ଭୂକମ୍ପ: ୭ ମୃତ,୪୪୦ ଜଣ ଆହତ
ତେହେରାନ:ଶନିବାର ଉତ୍ତର-ପଶ୍ଚିମ ଇରାନର ଖୋୟ ସହରରେ ଏକ ବଡ଼ ଧରଣର ଭୂକମ୍ପ ହେଇଥିବା ସୂଚନାମିଳିଛି। ଏହି ୫.୯ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଯୋଗୁଁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୪୦ ଜଣ ଆହତ ହୋଇଛନ୍ତି। ଶନିବାର…
FIH ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍: ଆଜି ବେଲ୍ଜିୟମ୍-ଜର୍ମାନୀ ମହା ମୁକାବିଲା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): କିଏ ଜିତିବ ବିଶ୍ୱକପ୍? ଏ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଲାଗି ରହିଛି ଉତ୍କଣ୍ଠା। ଚଳିତ ପୁରୁଷ ହକି ବିଶ୍ୱକପ୍ ଟାଇଟଲ ପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ରେ ରବିବାର ଅନୁଷ୍ଠିତ ହେବ…
(Video)ବିର୍ସା ମୁଣ୍ଡା ଷ୍ଟାଡିୟମକୁ ମିଳିଲା ବିଶ୍ୱର ସର୍ବବୃହତ ଷ୍ଟାଡିୟମର ମାନ୍ୟତା
ଭୁବନେଶ୍ୱର:ଓଡିଶାବାସୀ ମାନଙ୍କ ପାଇଁ ଖୁସି ଖବର । ବିର୍ସା ମୁଣ୍ଡା ଷ୍ଟାଡିୟମକୁ ନେଇ ଯେଉଁ ଗୁଜବ ଶୁଣିବାକୁ ମିଳୁଥିଲା ତାହା ଉପରେ ବିରାମ ଲାଗିଛି । ଏହାକୁ ଏବେ ବିଶ୍ୱର ସର୍ବବୃହତ ଷ୍ଟାଡିୟମର ମାନ୍ୟତା ମିଳିଛି ।…
ଚାରିଆଡ଼େ ମାଡ଼ିଯିବ କ୍ୟାନସର ବିମାରୀ! Radioactive Capsule ଗାଏବକୁ ନେଇ ହଡ଼କମ୍ପ, ଜାରି ହେଲା ରେଡିଏସନ ଆଲର୍ଟ
ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆରେ ଏକ ରେଡିଓଆକ୍ଟିଭ କ୍ୟାପସୁଲ ଗାଏବ ହୋଇଯାଇଛି । ଏହାକୁ ନେଇ ସାରା ବିଶ୍ୱରେ ହଡ଼କମ୍ପ ମଚିଯାଇଛି । ଏନେଇ ପଶ୍ଚିମ ଅଷ୍ଟ୍ରେଲିଆର କିଛି ସ୍ଥାନରେ ରେଡିଏସନ ଆଲର୍ଟ ଜାରି କରାଯାଇଛି ।…
ଫିଟ୍ ହେଲାନି ଡ୍ରେସ୍: ଶାହରୁଖ ଓ ସଲମନଙ୍କୁ ପିଟିଲେ ଯୁବତୀ, Video ଭାଇରାଲ
ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଡ୍ରେସ୍ ଫିଟିଂ ନ ହେବାକୁ ନେଇ ଜଣେ ଯୁବତୀ ମାରପିଟ୍ କରିଛନ୍ତି । ଏହି ଘଟଣାରେ ଦୁଇ ପକ୍ଷଙ୍କ ତରଫରୁ…
ବିଏମସିର ସୂଚନା;୩୦ରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା, ଜାଣନ୍ତୁ କଣ ରହିଛି ଗାଇଡଲାଇନ୍
ଭୁବନେଶ୍ୱର: ବିଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ସମସ୍ତ ପର୍ବ ପର୍ବାଣି ଏବଂ ମେଳା ଯାତ୍ରା ଉପରେ ସରକାର କଟକଣା ଲାଗୁ କରିଥିଲେ । ଫଳରେ ଏହି ଗୁଇବର୍ଷ ହେବ କୌଣସି ପ୍ରକାର ଯାନି ଯାତ୍ରା ହେଉ ନଥିଲା । ତେବେ…
ମାତ୍ର ୪୦-୫୦ ଟଙ୍କାରେ ମିଳୁଛି କେଜିଏ କାଜୁ! କେଉଁଠି ମିଳୁଛି, ଓଡ଼ିଶାର ବୈଜ୍ଞାନିକଙ୍କ ରହିଛି ବଡ଼ ଅବଦାନ
ନୂଆଦିଲ୍ଲୀ: କାଜୁରେ ଭିଟାମିନ୍ ଭରପୂର ମାତ୍ରାରେ ରହିଥିବା ବେଳେ ଏହା ଖାଇବାକୁ ଖୁବ୍ ସ୍ୱାଦିଷ୍ଟ ଲାଗିଥାଏ । ତେବେ ବଜାରରେ ସର୍ବଦା କାଜୁ ଦର ଉଚ୍ଚ ସ୍ତରରେ ରହିଥାଏ । ବର୍ତ୍ତମାନ ସମୟରେ କାଜୁ କିଲୋ ପାଖାପାଖି…
ଯେଉଁମାନେ ଭାରତରେ ଜନ୍ମ ହୋଇଛନ୍ତି, ଭାରତର ଅନ୍ନ ଖାଉଛନ୍ତି, ସେମାନେ ହିନ୍ଦୁ, ମୁଁ ମଧ୍ୟ ହିନ୍ଦୁ: କେରଳ ରାଜ୍ୟପାଳ
ନୂଆଦିଲ୍ଲୀ: ଭାରତର ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଅଧିକାର ପ୍ରଦାନ କରାଯାଇଥାଏ । ତେବେ ଅନେକ ସମୟରେ ଏଠାରେ ବିଭିନ୍ନ ଧର୍ମକୁ ନେଇ ଅଲଗା ଅଲଗା ମତପ୍ରକାଶ ପାଇଥାଏ । ଏହା…
୨୦୨୫ରେ ହେବ ଚୀନ-ଆମେରିକା ମହାଯୁଦ୍ଧ: US ବାୟୁସେନା ଜେନେରାଲଙ୍କ ବୟାନ ପରେ ସାରା ବିଶ୍ୱରେ ହଲଚଲ୍
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବ ବେଳେ ବହୁ ଦେଶ ବାଦ ବିବାଦ ଘେରରେ ରହିଛନ୍ତି । ପାଖାପାଖି ୧ ବର୍ଷ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ…