Browsing Category

Top Stories

ବୟସ ଛାଡ଼ ନାଚ ଦେଖ , ଛାତ ଉପରେ ମଉସା ମାଉସୀଙ୍କ ନାଚ ଏବେ ହେବାର ଲାଗିଛି ଭାଇରଲ

ନୂଆଦିଲ୍ଲୀ:ସୋସିଆଲ ମିଡିଆ ଏକ ଅଜବ ଦୁନିଆ, ଯେଉଁଠାରେ ବହୁ ମଜାଳିଆ ଏବଂ ପ୍ରତିଭାରେ ପରିପୂର୍ଣ୍ଣ ଭିଡ଼ିଓ ଦେଖିବାକୁ ମିଳେ। କିନ୍ତୁ ସର୍ବୋତ୍ତମ କଥା ହେଉଛି ସମସ୍ତେ ଏକ ପ୍ଲାଟଫର୍ମ ପାଆନ୍ତି ଯେଉଁଠାରେ ସେମାନେ ନିଜର…

‘Pathaan’ ରଚିଲା ଇତିହାସ: ଭାଙ୍ଗିଲା ‘KGF-2’ ଓ ‘War’ ରେକର୍ଡ, ବକ୍ସ ଅଫିସରେ ବଡ଼ ହିଟ୍ ମାରିଲେ…

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ଜାନୁଆରୀ ମାସ ୨୩ ତାରିଖରେ ରିଲିଜ୍ ହୋଇଛି କିଙ୍ଗ ଖାନ ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ‘ପଠାନ’ ଫିଲ୍ମ । ତେବେ ପ୍ରଥମ ଦିନରେ ଫିଲ୍ମଟି ଅନେକରେକର୍ଡ ସ୍ଥାପନ କରିଛି । ଏହାକୁ…

ରାଶିଫଳ(ଗୁରୁବାର,୨୬ ଜାନୁଆରୀ,୨୦୨୩)

ମେଷ - ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ସୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ…

ଗଣତନ୍ତ୍ର ଦିବସ ଅବସରରେ ଆଜି ମୁକ୍ତ ହେବେ ୫୦ ଜଣ କଏଦୀ, କଣ ଜେଲରୁ ‘ମୁକ୍ତ’ ହେବେ କି ସିଦ୍ଧୁ ?

ନୂଆଦିଲ୍ଲୀ: ସଡକ ରାଗ ମାମଲାରେ ଜେଲ ଦଣ୍ଡ ଭୋଗୁଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆଜି ମୁକ୍ତ କରାଯିବ ବୋଲି ଶୁଣିବାକୁ ମିଳୁଛି । ତାଙ୍କ ମୁକ୍ତି ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ତାଙ୍କ ଗ୍ରହଣ…

NLC India Limited ପକ୍ଷରୁ ବାହାରିଲା ୬୨୬ଟି ପୋଷ୍ଟ: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନେଭେଲି ଲିଗ୍ନାଇଟ୍ କର୍ପୋରେସନ (ଏନଏଲସି) ଇଣ୍ଡିଆ ଲିମିଟେଡ ପକ୍ଷରୁ ୬୨୬ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରାଜୁଏଟ ଆପ୍ରେଣ୍ଟାଇସ୍,…

ପାଇଲ୍ସ ସମସ୍ୟା ଥିଲେ ଏହି ଖାଦ୍ୟ ଭୁଲରେ ଖାଆନ୍ତୁ ନାହିଁ, ନଚେତ ଯନ୍ତ୍ରଣା ସହିବା ହେଇପାରେ କଷ୍ଟକର

ନୂଆଦିଲ୍ଲୀ :ମଳଦ୍ୱାରର ଶିରାରେ ଫୁଲା ହେତୁ ପାଇଲ୍ସ ବା ଅର୍ଶ ହେଇଥାଏ । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ରୋଗ ଯେଉଁଥିରେ ପୀଡିତ ବ୍ୟକ୍ତି ଅସହ୍ୟ ଯନ୍ତ୍ରଣା ଭୋଗିଥାଏ । ଯଦିଓ ଅଧିକାଂଶ ଲୋକଙ୍କ ପାଖରେ ସବୁ ସମସ୍ୟା ଥାଏ,…

IBM Corpରୁ ଛଟେଇ ହେଲେ ୩୯୦୦ କର୍ମଚାରୀ

ନୂଆଦିଲ୍ଲୀ: ସାରା ବିଶ୍ୱର ପ୍ରମୁଖ ଟେକ କମ୍ପାନୀଗୁଡ଼ିକ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି । ଏହା ମଧ୍ୟରେ ଗୁଗଲ, ଆମାଜନ, ଫେସବୁକ, ମାଇକ୍ରୋସଫ୍ଟ ପରି ନାମିଦାମୀ କମ୍ପାନୀମାନେ ବହୁ କର୍ମଚାରୀଙ୍କୁ ଛଟେଇ…

ଗ୍ୟାସ୍ ଲିକ କାରଣରୁ ୧୬ ଜଣଙ୍କ ଜୀବନ ଚାଲିଗଲା

ନୂଆଦିଲ୍ଲୀ: ବିପଦ ପାକିସ୍ତାନର ପିଛା ଛାଡ଼ୁନାହିଁ । ଗୋଟିଏ ପଟେ ଦେଶର ଆର୍ଥିକ ପରିସ୍ଥିତି ଦୁର୍ବଳ ଆଡ଼କୁ ଗତି କରୁଥିବା ବେଳେ ଏହି ସମୟରେ ପୁଣି ଘଟିଯାଇଛି ଏକ ବଡ଼ ଅଘଟଣ । ଗ୍ୟାସ ଲୋଡ ଶେଡିଂ ଓ ଲିକେଜ ସମସ୍ୟା ବିଭିନ୍ନ…

ବିମାନଯାତ୍ରୀ ମାନଙ୍କ ପାଇଁ ଖୁସି ଖବର , ଯାତ୍ରୀଙ୍କୁ ମିଳିବ ଟଙ୍କା ଫେରସ୍ତ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (CAR) ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି। ଡିଜିସିଏ ନିର୍ଦ୍ଦେଶନାମା ଅନୁଯାୟୀ ଘରୋଇ ବିମାନକୁ…

କର୍ତ୍ତବ୍ୟପଥରେ ପ୍ରଥମଥର ତ୍ରିରଙ୍ଗା ଉଢାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ୟାରେଡ୍ ଦେଖିବା ପାଇଁ ରହିବ ନାହିଁ VVIP ଧାଡି

ନୂଆଦିଲ୍ଲୀ : ଭାରତ ଆଜି ଏହାର ୭୪ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ତେବେ ଚଳିତ ଥରର ପ୍ୟାରେଡରେ ପ୍ରତ୍ୟେକ ଥର ପରି, ଅନେକ ରାଜ୍ୟର ବିଭିନ୍ନ ଲୋକନୃତ୍ୟ ପ୍ରଦର୍ଶନ କରାଯିବ। ପ୍ରଥମ ଥର ପାଇଁ ରିପବ୍ଲିକ୍ ଡେ ପ୍ୟାରେଡ୍…