Browsing Category

Top Stories

ବିବିସି ଡକ୍ୟୁମେଣ୍ଟାରୀଙ୍କୁ ନେଇ ଥମୁନି ବିବାଦ, ୪ ଜଣ ଛାତ୍ରଙ୍କୁ ଅଟକ

ନୂଆଦିଲ୍ଲୀ:ଜେଏନୟୁ ପରେ ଜାମିଆ ବିଶ୍ୱବିଦ୍ୟାଳୟରେ ପିଏମ ମୋଦୀଙ୍କ ଉପରେ ବିସିସିଆଇ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଏକ ଅଡୁଆ ସୃଷ୍ଟି ହୋଇଛି। ଜାମିଆ ବିଶ୍ୱବିଦ୍ୟାଳୟରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ…

ବିହାରରେ ତିଆରି ହେଉଛି ଦେଶର ସବୁଠାରୁ ବଡ଼ ପରୀକ୍ଷା ହଲ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

ପାଟଣା: ବିହାର ରାଜଧାନୀ ପାଟଣାର କୁମହରାର୍ ଠାରେ ବିହାର ବୋର୍ଡର ଏକ ହଲ ତିଆରି କରାଯାଉଛି । ଏହି ନିର୍ମାଣ କାର୍ଯ୍ୟ ୧୮ମାସ ଧରି ଚାଲିବ । ତେବେ ଏହି ହଲରେ ୨୦ ହଜାର ଅନ ଲାଇନ ଏବଂ ୫ହଜାର ଆଫ ଲାଇନ ପରୀକ୍ଷାର୍ଥୀ ଏକ…

ଶେଷ ମ୍ୟାଚ୍ ପୁର୍ବରୁ ସାନିଆ ମିର୍ଜାଙ୍କ ଜଲୱା, ଅଷ୍ଟ୍ରେଲିଆ ଓପନ୍‌ ମିସ୍କଡ୍ ଡବଲ ଫାଇନାଲରେ ସାନିଆ-ରୋହନ ବିପାନ୍ନାଙ୍କ ଯୋଡ଼ି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନ୍‌ର ମିସ୍କଡ୍ ଡବଲ ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ଯୋଡ଼ି ସାନିଆ ମିର୍ଜା ଓ ରୋହନ ବୋପାନ୍ନା। ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଭାରତୀୟ ତାରକା ଯୋଡ଼ି ତୃତୀୟ ସିଡ୍ ଗ୍ରେଟ୍…

ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ପ୍ରଦାନ କରାଯିବ ରାଷ୍ଟ୍ରପତି ପୁଲିସ୍‍ ପଦକ, ଓଡ଼ିଶାରୁ ଦୁଇଜଣ ମନୋନୀତ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ୨୦୨୩ ପାଇଁ ପୋଲିସ ସେବା ମେଡାଲ ଘୋଷଣା କରାଯାଇଛି। ୯୩ ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍‍ ପଦକ ଦିଆଯିବ। ଓଡିଶାରୁ ଦୁଇ ଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବେ। ସେହିଭଳି ୧୧ ଜଣଙ୍କୁ ପୋଲିସ…

ଶ୍ରୀ ଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ, ମାତ୍ର ଅଳ୍ପ ଟଙ୍କାରେ କେଉଁ କେଉଁ ସ୍ଥାନ ପରିଭ୍ରମ କରିପାରିବେ; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପ୍ରତ୍ୟେକ ଭକ୍ତଙ୍କ ଇଚ୍ଛା। ବର୍ତ୍ତମାନ ଏହି ଯାତ୍ରାକୁ ଆହୁରି ସହଜ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଭାରତୀୟ ରେଳ ତରଫରୁ ବୁଧବାର ଠାରୁ ଶ୍ରୀ ଜଗନ୍ନାଥ ଯାତ୍ରା…

ପୀଡିତଙ୍କୁ କାନ୍ଧରେ ଲଦି ୧କିମି ଚାଲିଚାଲି ପହଁଚିଲେ ଆମ୍ବୁଲାନ୍ସ ପାଖେ, ସହରରେ ପ୍ରଶଂସା ପାଉଛନ୍ତି ଏହି ଡ୍ରାଇଭର

ଭୋପାଲ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ୧୦୮ ଆମ୍ବୁଲାନ୍ସ ଡ୍ରାଇଭରର ପ୍ରଶଂସନୀୟ କାମ ପାଇଁ ସହରର ଲୋକେ ପ୍ରଶଂସା କରୁଛନ୍ତି । ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ରୋଗୀଙ୍କ ଘର ପାଖକୁ ଯାଇ ପାରିନଥିଲା ।…

ଓଃ! କଣ କଲେ ନବୀନ, ନୂଆ ଲୁକରେ ସୋସିଆଲ ମିଡିଆରେ ହୋସ ଉଡ଼ାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର : ଆଉ ଏକ ନୂଆ ଲୁକ ରେ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଏଥର ପୁଣି ସ୍ପୋର୍ଟ୍ସ ଲୁକ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । …

ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସିର ବଡ଼ ସମ୍ମାନ, ମିଳିଲା ଟି-୨୦ କ୍ରିକେଟର ଅଫ ଦି ଇୟର ଆୱାର୍ଡ

ନୂଆଦିଲ୍ଲୀ: ଆଇସିସି ବାର୍ଷିକ ପୁରସ୍କାର ତାଲିକାରେ ପୁଣି ଥରେ ଭାରତୀୟ ଖେଳାଳିମାନେ ଚମକିଛନ୍ତି। ବୁଧବାର ଆଇସିସି ଟି-୨୦ କ୍ରିକେଟର ଅଫ ଦି ଇୟର ଘୋଷଣା କରାଯାଇଛି, ଏହି ପୁରସ୍କାର ସୂର୍ଯ୍ୟକୁମାର ଯାଦବ ଜିତିଛନ୍ତି।…

ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ହ୍ୱାଟ୍ସଆପ୍ ଛାଡ଼ିହେବ ହାଇ-ରିଜୋଲ୍ୟୁସନ୍ ଫଟୋ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାର କରୁଥିବା ଅଧିକାଂଶ ଲୋକ ଜାଣନ୍ତି ଯେ ଯେତେବେଳେ ଆମେ ଆମର ସାଙ୍ଗମାନଙ୍କ ସହିତ ଫଟୋ ସେୟାର କରୁ, ବେଳେବେଳେ ଫଟୋଗୁଡ଼ିକର ଗୁଣ ବହୁତ ଖରାପ ହୋଇଯାଏ। ଫଳସ୍ୱରୂପ, ଆପଣଙ୍କୁ ଏହି…

ସରସ୍ୱତୀ ମୂତ୍ତି ଆଣିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ସ୍କୁଲପିଲା, ଅଟୋ ଓଲଟି ୫ ଛାତ୍ର ଗୁରୁତର

ଜଳେଶ୍ୱର: ସକାଳ ପାହିଲେ ସରସ୍ୱତୀ ପୂଜା । ବହୁ ଆଡ଼ମ୍ବର ସହ ସ୍କୁଲ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ପୂଜା ପାଇଁ ଆୟୋଜନ କରୁଛନ୍ତି । ଏହାରି ମଧ୍ୟରେ ଆଜି ୫ଜଣ ଛାତ୍ର ସରସ୍ୱତୀ ପୂଜା ପାଇଁ ମୂର୍ତ୍ତି ଆଣିବାକୁ ଗଲାବେଳେ…