Browsing Category
Top Stories
ଆଜିଠୁ ଚମକିବ ଏହି ରାଶି ଲୋକଙ୍କ ଭାଗ୍ୟ: ମିଥୁନରେ ବୁଧଙ୍କ ପ୍ରବେଶ ଯୋଗୁଁ ହେବ ଟଙ୍କା ବର୍ଷା!
ମିଥୁନରେ ରାଶିରେ ବୁଧ ପ୍ରବେଶ କରିଛନ୍ତି । ଆଜି ଅର୍ଥାତ୍ ୨ ଜୁଲାଇ ୨୦୨୨ରେ ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଅନେକ ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବ । ବୁଧଙ୍କ ପ୍ରବେଶ ଫଳରେ କିଛି ରାଶିର ଲୋକ ଧନବାନ୍ ହେବେ ।…
(Video) ଆକାଶରୁ ଖସିଲା ବିଜୁଳି: ଗଛ ହୋଇଗଲା ୨ ଫାଳ, ଦେଖନ୍ତୁ ଲୋମ ଟାଙ୍କୁରା ଦୃଶ୍ୟ
ନୂଆଦିଲ୍ଲୀ: ଦେଶରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଏପରି ଋତୁରେ ବିଜୁଳି ମାରିବା ଅତି ସାଧାରଣ କଥା । ବର୍ଷା ସମୟେ ଗଛ ତଳେ ଠିଆ ନହେବାକୁ ପ୍ରାୟ…
ଆସ୍ଥା ଭୋଟର ସମ୍ମୁଖୀନ ହେବେ ମହାରାଷ୍ଟ୍ରର ନୂତନ ସରକାର, ୪ରେ ସିନ୍ଧେଙ୍କ ଶକ୍ତି ପରୀକ୍ଷା
ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ଭାଜପା ମେଣ୍ଟରୁ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଥିବା ଏକନାଥ ସିନ୍ଧେ ଆସନ୍ତା ୪ ତାରିଖରେ ବିଧାନସଭାରେ ଶକ୍ତିପ୍ରଦର୍ଶନ କରିବେ। ଜୁଲାଇ ୩ରୁ…
ମଣିପୁର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି, ସେନାର ୧୮ ଯବାନ ସହିଦ
ନୂଆଦିଲ୍ଲୀ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ୮୧ ମୃତକଙ୍କ ମଧ୍ୟରେ ଟେରିଟୋରିଆଲ ଆର୍ମିର ୧୮ ଜଣ ସୈନ୍ୟ ସହିଦ ହୋଇଛନ୍ତି । ମାଟିତଳେ ଆହୁରି ୫୫ ଜଣ…
ରାଶିଫଳ(ଶନିବାର,୦୨ ଜୁଲାଇ,୨୦୨୨)
ମେଷ - ଯଦି ଆପଣ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ । ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଆବେଶରେ ଆସି କୌଣସି ବି ନିଷ୍ପତି ନିଅନ୍ତୁ…
ଏହି ପଲିସିରେ ମିଳିବ ପ୍ରତିମାସରେ ୧୨ ହଜାର, ଜାଣନ୍ତୁ କିପରି…
ନୂଆଦିଲ୍ଲୀ: ସମସ୍ତଙ୍କୁ ଅବସର ପରେ ପ୍ରତିମାସରେ ପେନସନର ଆବଶ୍ୟକ ହୋଇଥାଏ । ଏଥିପାଇଁ ଠିକ୍ ସମୟରେ ପ୍ଲାନିଂ ଏବଂ ଠିକ୍ ଜାଗାରେ ନିବେଶ କରିବା ଦରକାର ହୋଇଥାଏ । ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସି ସବୁ ବର୍ଗର…
ବଞ୍ଚାଇଦେଲେ ପନ୍ତ-ଜାଡେଜା: ଘଡିସନ୍ଧି ମୁହୂର୍ତ୍ତରେ ଦଳ ପାଇଁ ହେଲେ ସଙ୍କଟମୋଚକ
ବର୍ମିଂହାମ: ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ପାଲଟିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଇଂଲଣ୍ଡ ବିପକ୍ଷରେ ଉଭୟ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଗୋଟିଏ…
ସୁନା ଉପରେ ୫% ବଢ଼ିଲା ଆମଦାନୀ ଶୁଳ୍କ, ବଢ଼ିବ ସୁନାର ଦାମ୍
ନୂଆଦିଲ୍ଲୀ: ଭାରତ ସରକାର ସୁନା ଉପରେ ଆମଦାନୀ ଶୁଳ୍କରେ ୫% ବୃଦ୍ଧି କରିଛନ୍ତି । ଆମଦାନୀ ଶୁଳ୍କ ୭.୫ % ରୁ ବଢ଼ି ୧୨.୫% ହୋଇଛି । ସରକାରଙ୍କ ସୁନାରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଦ୍ୱାରା ସୁନାର ଦାମ୍ ବୃଦ୍ଧି ହେବ ।…
କେବେ ସୁଧୁରିବ କୁଶଭଦ୍ରାର ଦୁଃଖ: ବିଲୁପ୍ତ ହୋଇଯିବ ଇତିହାସ, ହଜିଯିବ ସବୁ ଗୌରବ, ପ୍ରଶାସନର ଦୃଷ୍ଟି ପଡ଼ୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅବହେଳିତ, ନିଷ୍ପେସିତ, ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ପୁରୀ ଜିଲ୍ଲା ନିମାପଡ଼ା ନିକଟରେ ପ୍ରବାହିତ କୁଶଭଦ୍ରା । ବହୁ ପୂରାତନ କାଳରୁ ଏହି ନଦୀ ତଟ ଥିଲା ବହୁ ମୁନୀ ଋଷିଙ୍କର ବାସସ୍ଥାନ…
ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ଆଣିବେ ନୂଆ ସମବାୟ ନୀତି: LAMPS ଓ PACS ଡିଜିଟାଲାଇଜେସନ୍ କରାଇବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ସମବାୟ ନୀତି । ଏନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଏନେଇ ଏକ…