Browsing Category

Top Stories

ମା’ ଯାହାକୁ ସାହା, ଭକ୍ତ ଡ଼ରିବ ଆଉ କିଆଁ, ଜାଣନ୍ତୁ ମା’ ଦ୍ୱାରଶୁଣୀଙ୍କ ମହିମା….

ମୟୂରଭଞ୍ଜ: ଓଡ଼ିଶା ପାକୃତିକ ସୌନ୍ଦର୍ଯ୍ୟରେ ଭରା ଏକ ସୁନ୍ଦର ରାଜ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଓଡ଼ିଶା ଏହାର କଳା ସଂସ୍କୃତି ଏବଂ ପରମ୍ପରାକୁ ନେଇ ମଧ୍ୟ ଖୁବ୍ ପ୍ରସିଦ୍ଧ । ତେବେ ଏହିସବୁକୁ ଛାଡ଼ିଦେଲେ ଓଡ଼ିଶାରେ…

ପ୍ରେମିକ ସହ ମିଶି ସାନ ଭଉଣୀକୁ କରାଇଲା ଗଣଦୁଷ୍କର୍ମ, ଆଉ ତା ପରେ……

ଉତ୍ତରପ୍ରଦେଶ: ସବୁ ସମ୍ପର୍କ ଭିତରେ ଦୁଇ ଭଉଣୀଙ୍କ ସମ୍ପର୍କ ଖୁବ ମିଠା ଏବଂ ନିବିଡ । ସାନ ଭଉଣୀର ଖୁସି ପାଇଁ କିଛି ବି ତ୍ୟାଗ କରିବାକୁ ରାଜି ହୋଇଯାଇଥାଏ ବଡ ଭଉଣୀ । ସବୁ ଜିନିଷରେ ନିଜ ସାନ ଭଉଣୀ ପାଇଁ ଭାଗ ବି…

୧୧୦୦ କର୍ମଚାରୀଙ୍କୁ ଛଟେଇ କଲା BYJU’S, Unacademy-Vedantu ରେ ମଧ୍ୟ ସମାନ ସ୍ଥିତି

ନୂଆଦିଲ୍ଲୀ: ଦୁନିଆରେ ଜାରି ରହିଥିବା ମାନ୍ଦାବସ୍ଥାର ସବୁଠୁ ଅଧିକ ପ୍ରଭାବ ପଡ଼ିଛି ଷ୍ଟର୍ଟଅପ୍ କମ୍ପାନୀମାନଙ୍କ ଉପରେ । ଭାରତରେ ଷ୍ଟାର୍ଟଅପ୍ କମ୍ପାନୀ ବିଶେଷ କରି ଅନଲାଇନରେ ଶିକ୍ଷାଦାନ କରୁଥିବା କମ୍ପାନୀମାନେ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନବିସ୍ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ଦେବେନ୍ଦ୍ର ଫଡ଼ନବିସ ମଧ୍ୟ ଉପ…

ଭାଙ୍ଗିଲା ୩୫ ବର୍ଷର ରେକର୍ଡ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ବୁମରାହ ଅଧିନାୟକ

ନୂଆଦିଲ୍ଲୀ: ବିସିସିଆଇର ଗୋଟିଏ ନିଷ୍ପତ୍ତି ଭାଙ୍ଗି ଦେଇଛି ଭାରତୀୟ କ୍ରିକେଟ ଇତିହାସର ୩୫ ବର୍ଷର ରେକର୍ଡ । ୩୫ ବର୍ଷର ବ୍ୟବଧାନ ପରେ ଭାରତ ପାଇଛଇ ଏମିତି ଏକ ସ୍ୱତନ୍ତ୍ର ଅଧିନାୟକ । ଶେଷ ଥର ପାଇଁ ୧୯୮୭ରେ ଭାରତ…

ଟିମ ଇଣ୍ଡିଆକୁ ଲାଗିପାରେ ଶକ୍ତ ଝଟକା: ଏସିଆ କପ-୨୦୨୨ରୁ ବାହାରି ପାରନ୍ତି ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୨୪ ତାରିଖରୁ ଏସିଆ କପ-୨୦୨୨ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଆୟୋଜନ କରାଯିବ । କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିପାରେ ଏକ ଶକ୍ତ ଝଟକା ।…

ରାଜଧାନୀରେ ମାସ୍କ ହେଲା ବାଧ୍ୟତାମୂଳକ: ସଂକ୍ରମଣକୁ ଦେଖି ଗାଇଡଲାଇନ ଜାରି

ଭୁବନେଶ୍ୱର: ମହାମାରୀ କରୋନା ଜନିତ ସଂକ୍ରମଣ ବୃଦ୍ଧି ଯୋଗୁଁ ଚିନ୍ତାରେ ପଡିଛନ୍ତି ସରକାର । ଯାହା ଫଳରେ ବିଏମସି ସଂକ୍ରମଣ ରୋକିବା ପାଇଁ ଏକ କଡା ପଦକ୍ଷେପ ନେଇଛନ୍ତି । ରାଜଧାନୀରେ ପୁଣି ଥରେ ମାସ୍କ ପିନ୍ଧିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପ୍ରାଣ ହରାଇଲେ ଏସଡିଜେଏମ…

କରଞ୍ଜିଆ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ରାଇରଙ୍ଗପୁର ଏସଡିଜେଏମ । ଗୁରୁବାର ସନ୍ଧ୍ୟାରେ ଏକ ଭୟଙ୍କର କାର୍ ଦୁର୍ଘଟଣା ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ ଘଟିଛି । ଯଶିପୁର ମେଡିକାଲରେ…

ଆରମ୍ଭ ହେବ ଓଡିଶା ଚେସ ଚମ୍ପିଆନସିପ: ଜାଣନ୍ତୁ କେବେ ଓ କେଉଁଠି ହେବ ଆୟୋଜନ?

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶା ଚେସ୍ ଆସୋସିଏସନ୍ ବ୍ୟାନରରେ ଅନୁଷ୍ଠିତ ହେବାକୁ ଯାଉଛି ଅଲ ଓଡିଶା ଚେସ୍ ଚାମ୍ପିଅନସିପ୍ । ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ…

BSNL ଲଞ୍ଚ କଲା ସବୁଠୁ ଶସ୍ତା ପ୍ଲାନ,  ମାସ ସାରା ମିଳିବ ୨ ଜିବି ଡାଟା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଏହାର ଗ୍ରାହକଙ୍କ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ମାସିକ ପ୍ରିପେଡ ରିଚାର୍ଜ ପ୍ଲାନ ଘୋଷଣା କରିଛି । ଜୁଲାଇ ୧, ୨୦୨୨ ଅର୍ଥତ୍ କାଲି ଠାରୁ ଏହି ପ୍ଲାନ ଉପଭୋକ୍ତାମାନଙ୍କ…